Home

କେରଳ ପୋଲିସର ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ହ୍ୟାଣ୍ଡ୍‌ ଓ୍ବାଶିଂ ଡ୍ୟାନ୍ସ୍‌ ଏବେ ଫେସବୁକ୍‌ରେ…

କରୋନା ପାଇଁ କଟକଣା ଜାରି କଲେ ଲୋକେ ଭୋକରେ ମରିଯିବେ: ଇମ୍ରାନ ଖାଁ

ଇସଲାମାବାଦ୍‌,୧୮।୩: ପାକିସ୍ତାନରେ କରୋନା ଯୋଗୁ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ଦେଶର ବିଭିନ୍ନ ସହରକୁ ପାଶ୍ଚାତ୍ୟ ଦେଶ ଭଳି ଆଇସୋଲେଶନ କରାଯିବା ପାଇଁ କଟକଣା ଜାରି କଲେ ବିଷମ ସ୍ଥିତି ସୃଷ୍ଟି ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି।…

ବଲିଉଡ୍‌ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି। ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ପର୍ସନାଲ ଓ ପ୍ରୋଫେସନାଲ୍‌ ଲାଇଫ୍‌ ଉପରେ କରୋନାର ପ୍ରକୋପ…

ଭାରତୀୟ ଯବାନଙ୍କୁ କରୋନା ସଂକ୍ରମଣ

ଲେହ,୧୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ଲଦାଖର ଲେହଠାରେ ଥିବା ଜଣେ ଭାରତୀୟ ଯବାନଙ୍କ ନମୁନା ପରୀକ୍ଷଣରେ ପଜେଟିଭ୍‌ ରିପୋର୍ଟ ମିଳିଛି। ଯବାନଙ୍କ ପିତା ଇରାନ…

ୟେସ୍‌ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା

ପୁରୀ ଅଫିସ,୧୮।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର ୟେସ୍‌ ବ୍ୟାଙ୍କରୁ ସମସ୍ତ ୫୪୫ କୋଟି ଟଙ୍କା ଉଠାଯାଇ ଏକ ଜାତୀୟକରଣ ବ୍ୟାଙ୍କରେ ଜମା…

ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ଯୋଗୁ ଏବେ ଭେନିସ୍‌ କେନାଲରେ ଆଉ ପୂର୍ବପରି ଗହଳି…

‘ରେଡ୍‌’ ଫିଲ୍ମର ମେକିଂ ଭିଡିଓ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନଙ୍କ ‘ରେଡ୍‌’ ଫିଲ୍ମ ଦୁଇ ବର୍ଷ ତଳେ ଅର୍ଥାତ୍‌ ୧୬ ମାର୍ଚ୍ଚ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟିକୁ ପୁଣି ମନେ ପକାଇ ଅଜୟ ଦେବଗନ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ ଫିଲ୍ମର ଭିଡିଓ ଶେୟାର କରିଛନ୍ତି। ସେ…

କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ ବୁଧବାର କଟକଣା ଲଗାଯାଇଛି। ବିଶେଷକରି ସନ୍ଧ୍ୟା ସମୟରେ ହାଟରେ ଭିଡ଼ ପରିଲକ୍ଷିତ ହେଉଥିବାରୁ କଟକଣା…

କରୋନା ସତର୍କତାକୁ ନେଇ ଶେରଗଡ଼ ତହସିଲଦାରଙ୍କ ଚଢ଼ାଉ: ଗାଡି ସଫା ରଖିବାକୁ ଦେଲେ ନିର୍ଦ୍ଦେଶ

ଶେରଗଡ଼,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଥିବା ଜଗନ୍ନାଥ ମନ୍ଦିର, ଶୀତଲା, ହରୀକୃଷ୍ଣପୁରର ଜୟଚଣ୍ଡୀ, ରାମଚଣ୍ଡୀ ମନ୍ଦିର ଆଦି ଶୈବ ପୀଠରେ ବୁଧବାର ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ପହଞ୍ଚି ଚଢ଼ାଉ କରିଛନ୍ତି। ଗହଳିକୁ ପ୍ରଶୟ ଦିଆଯିବ ନାହିଁ। କେବଳ କେତେଜଣ ସେବାୟତ ରହି…

ଆସିଛି କରୋନା, ଆପରାଧୀକ କାର୍ଯ୍ୟ ବନ୍ଦ କର: ଆମେରିକା ପୋଲିସ

ଓ୍ବାଶିଂଟନ,୧୮।୩ : ଆମେରିକାର ୫୦ଟି ରାଜ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ପୋଲିସ ପକ୍ଷରୁ ଅପରାଧିଙ୍କୁ ଅପିଲ୍‌ କରାଯାଇଛି ଯେ, ଦେଶରେ କରୋନା ସକ୍ରିୟ ରହିଛି, ତେଣୁ କିଛି ଦିନ ପାଇଁ ଆପରାଧୀକ କାର୍ଯ୍ୟ…

ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ ଅସୁସ୍ଥ ଥିଲା। ରକ୍ତଜନିତ ରୋଗ ସହ ଯକୃତ ଖରାପ ହେବା ଯୋଗୁ ତା’ର ଚିକିତ୍ସା…

ଗୋଗୋଇଙ୍କୁ ଶିବଲ୍‌ଙ୍କ ୫ ପ୍ରଶ୍ନ

ନୂଆଦିଲ୍ଲୀ,୧୮।୩: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଗୋଗୋଇଙ୍କ ରାଜ୍ୟ ସଭା ସଦସ୍ୟତା ନେଇ ନାନା ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ କପିଲ୍‌ ଶିବଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri