Home

ସଚେତନତା ବାର୍ତ୍ତା ମାଧ୍ୟମରେ ପାଳନ ହେଲା ଓଡ଼ିଶା ଦିବସ

ଖଇରା,୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଣିକ ସଂଘ ଓ ଏସଆର୍‌ ଗ୍ରୁପ ସମ୍ଭାବନାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ଦିବସ କରୋନା ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ା ସକାଳ ୭ଟାରେ ବଣିକ ସଂଘ ସଭାପତି ତଥା ଏସ୍‌ଆର…

ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା ହୋଇଛି। ଯେ କାୈଣସି ସମୟରେ ଡାକ୍ତରଖାନା ଯିବାକୁ ଅନୁମତି ରହିଛି। ପ୍ରେସକ୍ରିପଶନ ଦେଖି ପୋଲିସ…

ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ

ଗୋପ,୧।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ଜଣ ଯୁବକଙ୍କୁ…

ପୋଷ୍ଟାଲ ଗାଡ଼ିରେ ଶ୍ରମିକ

ବାରିପଦା ଅଫିସ, ୧ା୪: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ହେବା ଯୋଗୁ ଅନେକ ସ୍ଥାନରେ ଶ୍ରମିକମାନେ ଫସି ରହି ଯାଇଛନ୍ତି। ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିଲେ ମଧ୍ୟ ଶ୍ରମିକମାନେ…

ମିଳୁନି ଖାଦ୍ୟ, ଅସୁବିଧାରେ ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର, ୧ା୪ (ସ୍ବ.ପ୍ର.): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ଜିଲା ଓ ରାଜ୍ୟ ସୀମା ସିଲ କରାଯାଇ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ଏଣୁ ଯେଉଁ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକ, ଶ୍ରମିକ…

ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ ଦୂରତ୍ୱ ହିଁ ସଂକ୍ରମଣଠାରୁ ଦୂରେଇ ରହିବାର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଉଛି। ଏହାସତ୍ତ୍ୱେ ବି…

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତବର୍ଷ କୌଣସି ସଭା ସମିତି କରା ନ ଯାଇ ଘରେ ଘରେ କଳା ଦିବସ…

କୋଭିଡ୍‌- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ

ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍‌ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍‌ ଡିଓଫ୍‌ ମୃତ୍ୟୁବରଣ କରିଛନ୍ତି। ପେପ୍‌ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ ମୃତ୍ୟୁ…

ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ

ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି। ଏଥିରେ…

୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର ଅଞ୍ଚଳର ହୋଇଥିବା ବେଳେ ଏଲଏଣ୍ଡଟି କମ୍ପାନୀରେ କାମ କରୁଥିବା ପ୍ରକାଶ କରିଛନ୍ତି। ଗତ ସୋମବାର…

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଅଟକି ରହିଛନ୍ତି ୩୩ଶ୍ରମିକ

ଖପ୍ରାଖୋଲ, ୧ା୪(ଡି.ଏନ.ଏ.): ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଆଠ ଦିନ ହେଲା ଲକ ଡାଉନ। ଏହି ସମୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୩୩ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ କାମ କରୁଛନ୍ତି। ଇଟାଭାଟି…

ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ ହୀରାକୁଦ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଉଦ୍ଧାର କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri