Home

ଧରା ପଡିଲା ପିଡିଏସ୍‌ ସାମଗ୍ରୀ କଳା ବଜାର

ରାଉରକେଲା ଅଫିସ,୧ା୪: ଲକ୍‌ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ ଅସାଧୁ ବ୍ୟବସାୟୀ କଳା ବଜାର କରିବା ନଜରକୁ ଆସିଛି। ବୁଧବାର ଇସ୍ପାତ ମାର୍କେଟର ଏକ…

କରୋନା ଲକ୍‌ଡାଉନ୍‌: ମହିଳା ଶ୍ରମିକଙ୍କ ଦୁର୍ଦ୍ଦଶା ବଢୁଛି

ବଲାଙ୍ଗୀର ଅଫିସ, ୧ା୪: ଲକ୍‌ଡାଉନ୍‌ ସମୟରେ ଗରିବଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବେ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ମହିଳା ଶ୍ରମିକମାନେ ଘୋର ଅସୁବିଧାରେ ପଡିଛନ୍ତି। ଯେଉଁ ମହିଳାମାନେ କାମ କରି ପରିବାର ଚଲାଉଥିଲେ ସେମାନଙ୍କ ଜୀବନ ଜୀବିକା…

ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର

ବାଲିଆ, ୧।୪: କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ପଞ୍ଚାୟତର ଯେ…

କମ୍ପାନୀ ନେଉନି, ରାସ୍ତାକଡ଼ରେ ଶୁଖୁଛି ଆଖୁ

ରସୁଲପୁର, ୧।୪ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ, ସାମନ୍ତରାପୁର, ମଙ୍ଗରାଜପୁର, ଝାଲପଡ଼ା, ଅତଲାପୁର, ବ୍ରହ୍ମବରଦା, ମହେଶ୍ୱରପୁର, ବରୁଆଁ ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ ଏକର ଜମିରେ ଆଖୁଚାଷ ହୋଇଥିବା ବେଳେ ଏବେ ଏହା ଅମଳକ୍ଷମ ହୋଇଛି। ଆଖୁ କଟା…

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି। ସମୁଦ୍ରରୁ…

ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଶିଳ୍ପସଂସ୍ଥା: କାମ ହରାଇ ଦୁର୍ଦ୍ଦିନରେ ଶ୍ରମିକ ପରିବାର

ଯାଜପୁର ଅଫିସ,୧ା୪: କରୋନା ସଂକ୍ରମଣ ରୋକିବା ନିମେନ୍ତ ଦେଶ ଲକ୍‌ଡାଉନ୍‌ କରାଯାଇଥିବାରୁ କୌଣସି ଶ୍ରମିକ ଓ କର୍ମଚାରୀଙ୍କୁ କାର୍ଯ୍ୟଚ୍ୟୁତ କିମ୍ବା ମଜୁରିରୁ ବଞ୍ଚିତ ନ କରିବାକୁ ସରକାରୀ ନିର୍ଦ୍ଦେଶ ହୋଇଛି। କିନ୍ତୁ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ସରକାରୀ…

ପିଏମ୍‌ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କଲେ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୧।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ସାରା ଦେଶରୁ ସହାୟତାର ହାତ ବଢ଼ିଛି। ଇତିମଧ୍ୟରେ ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା ବୁଧବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। କରୋନା ଭାଇରସ୍‌ ଯୋଗୁ…

୬୦କି.ମି. ସାଇକେଲ ଚଳାଇ ଡ୍ୟୁଟିରେ ପହଞ୍ଚିଲେ ପୋଲିସ ଅଧିକାରୀ

କୋଲକାତା, ୧।୪: ସାରା ବିଶ୍ୱ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ବ୍ୟାପିବାକୁ ରୋକିବା ପାଇଁ ସାରା ଦେଶରେ…

ଲକ୍‌ଡାଉନ୍‌ ନିୟମ ପାଳନ କରାଇବାକୁ ରାସ୍ତାକୁ ଓହ୍ଲାଇଲେ ଯମରାଜ

କୁର୍ନୁଲ,୧।୪: କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି। କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କେବଳ ସାମାଜିକ ଦୂରତ୍ୱ ଏକମାତ୍ର ଉପାୟ। ଫଳରେ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ…

ବିଧାୟକଙ୍କ କୃଷ୍ଣପ୍ରସାଦ ଲକଡାଉନ ଅଞ୍ଚଳ ପରିଦର୍ଶନ

କୃଷ୍ଣପ୍ରସାଦ,୧ା୪(ଡି.ଏନ୍‌.ଏ)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଲକଡାଉନ ଅଞ୍ଚଳକୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇଁ ହୋଇଥିବା ଲକଡାଉନରେ ବିଭିନ୍ନ ସମସ୍ୟା ଉପରେ ବିଡିଓ ଅଭିମନ୍ୟୁ ମାଝି, ତହସିଲଦାର…

ସୁରଟ୍‌ରେ କୃଷ୍ଣପ୍ରସାଦ ବ୍ଲକର ୭ଜଣ ଶ୍ରମିକ ଅଟକ

କୃଷ୍ଣପ୍ରସାଦ,୧ା୪(ଡି.ଏନ୍‌.ଏ)-କରୋନା ମୁକାବିଲା ପାଇଁ ସରକାର ସାରା ଦେଶକୁ ୨୧ଦିନିଆ ଲକଡାଉନ କରିଛନ୍ତି। ଏହା ଯୋଗୁ ବିଭିନ୍ନ ଦେଶ, ରାଜ୍ୟ ବାହାରେ କାର୍ଯ୍ୟ କରୁତ୍ଥିବା ଅନେକ ଲୋକ ଘରୁ ନ ଆସିପାରି ଫସିଯାଇଛନ୍ତି। ସେହିଭଳି ଶ୍ରମିକ ଭାବେ କାର୍ଯ୍ୟ ପାଇଁ ଯାଇଥିବା କୃଷ୍ଣପ୍ରସାଦ…

ନିଜାମୁଦ୍ଦିନ୍‌ ଧର୍ମସଭାରେ ଥିଲେ କୋରାପୁଟର୨

ଜୟପୁର,୧ା୪(ନି.ପ୍ର./ଡି.ଏନ୍‌.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର ୧୫ଜଣ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାର ଜୟପୁର ଏବଂ କୋଟପାଡ଼ ଅଞ୍ଚଳର ୨ ବ୍ୟକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri