Home

ଗରିବଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ: କରୋନା ଯୋଦ୍ଧାଙ୍କୁ ୫୦ଲକ୍ଷର ମେଡିକାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗରିବଙ୍କ ପାଇଁ ୧.୭ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଗରିବ…

କରୋନା ପ୍ରଭାବ: କର୍ମଚାରୀଙ୍କ ଦରମା କାଟ୍‌ କଲା ଜୋମାଟୋ

ନୂଆଦିଲ୍ଲୀ,୨୬।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯିବା ସହିତ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଦୈନଦିନ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ବହୁ…

ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି: ଦୂରଦର୍ଶନରେ ପୁଣି ପ୍ରସାରିତ ହେବ ରାମାୟଣ-ମହାଭାରତ

ନୂଆଦିଲ୍ଲୀ,୨୬।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହି ଲୋକମାନେ ଭିନ୍ନ ଉପାୟରେ ନିଜର ସମୟ କାଟୁଛନ୍ତି। କରୋନା ଯୋଗୁ ସାଧାରଣ…

ଅନିଶ୍ଚିତତାରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୨୬।୩ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ୍‌ ଘୋଷଣା ପରେ ରାଜ୍ୟ ସରକାର ୩ମାସର ଆଗୁଆ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲା ଯୋଗାଣ ବିଭାଗ ପକ୍ଷରୁ କିଭଳି ଭାବେ…

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ ମଧ୍ୟ ଗୋଟିଏ ଦିନରେ ୧,୪୨୧ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ସରକାର ଗତ ୧୧…

ଲକ୍‌ ଡାଉନ୍‌ ସମୟରେ ଘର ପାଖରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ

ନଏଡ଼ା,୨୬।୩: ଲକ୍‌ ଡାଉନ୍‌ ସମୟରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇଯାଇଛି। ଏହି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି କହିଛନ୍ତି ନଏଡା ପ୍ରଶାସନ। ଯେଉଁମାନେ ହୋମ୍‌ ଡେଲିଭରି ଦେବେ ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା…

ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ଶ୍ରମିକ ଓ ଦିନମଜୁରିଆଙ୍କ ସମସ୍ୟା ବଢ଼ିଯାଇଛି। ତେଣୁ ଏମାନଙ୍କୁ ଦୃଷ୍ଟିରେ…

ଲକ୍‌ଡାଉନ୍‌ ପରେ ସାମାଜିକ ଦୂରତ୍ୱକୁ ଗରୁତ୍ୱ: ଦୁର୍ଗମ ଅଞ୍ଚଳରେ ଦିନ ମଜୁରିଆ ପ୍ରଭାବିତ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): ସାରା ଭାରତବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଫଳରେ ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ପ୍ରଭାବ…

ଲକ୍ଷ୍ନୌରେ ଫସି ରହିଛନ୍ତି ୫ ଯୁବକ

ସମ୍ବଲପୁର, ୨୬।୩ (ବ୍ୟୁରୋ) କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫଶି ରହିଛନ୍ତି। ଲକ୍ଷ୍ମୌରେ ସମ୍ବଲପୁର ଜିଲାର ୫ଜଣ ଯୁବକ ଫସିଥିବା ନେଇ ସୂଚନା ମିଳିଛି। ସୋସିଆଲ ମିଡିଆରେ ସେମାନେ ଫଟୋ…

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଛୁଇଁଲା

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି। ଏଠାରେ ୧୨୪ ଲୋକଙ୍କଠାରେ କରୋନା ଭୂତାଣୁ…

ସାରା ବିଶ୍ୱ ଲକ୍‌ଡାଉନ୍‌ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା

ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍‌ ଯୋଗୁ ଏବେ ଲକ୍‌ଡାଉନ୍‌ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର ବନ୍ଦୀ ଥିବା ବେଳେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟରେ ତାଲା ପଡ଼ିଛି। ହେଲେ…

କରୋନା ଟାଣିଛି ଲକ୍ଷ୍ମଣରେଖା

ରାୟପୁର/ମହାସମୁଦ/ସୁକ୍‌ମା: କରୋନା ସଂକ୍ରମଣ ରୋକିବାକୁ ଛତିଶଗଡ଼ ରାଜ୍ୟର ୩ ଗ୍ରାମର ବାସିନ୍ଦା ଟାଣିଛନ୍ତି ଲକ୍ଷ୍ମଣ ରେଖା। ୩୧ ମାର୍ଚ୍ଚ ଯାଏ ଗ୍ରାମ ଭିତରକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। କେବଳ ଏତିକି ନୁହେଁ, ବାହାର ରାଜ୍ୟରେ କାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri