Home

ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବେଳାଭୂମି ସଫେଇ

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ବେଳାଭୂମିରେ ସୋମବାର ସଫେଇ ଅଭିଯାନ ଆରମ୍ଭ ହୋଇଛି। ସମୁଦ୍ରରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ବାଲେଶ୍ୱରର ଆସୋସିଏଶନ ଫର ବାୟୋଡାଇଭରସିଟି କଞ୍ଜରଭେଶନ(ଏବିସି), ବଗଦ୍‌ାର ମମତା ଜଙ୍ଗଲ ସୁରକ୍ଷା କମିଟି,…

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ ଅଫିସ,୯।୩: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ନୀତି ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳ ଉତ୍ସବ…

ହରିରାଜପୁର ମେଳଣ ୧୪ରୁ: ଆତସବାଜି ପ୍ରଦର୍ଶନ ପାଇଁ ହେବ ୪୦ ବାଣ ପାଲି

ଜଟଣୀ, ୯।୩(ଡି.ଏନ.ଏ.): ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ଏହାର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜଟଣୀ ନିକଟବର୍ତ୍ତୀ ହରିରାଜପୁରସ୍ଥିତ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଏହି ମେଳଣର ଜମାଣ ଉତ୍ସବ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

ସତ୍ୟବାଦୀରେ ଗୁଳିକାଣ୍ଡ: ଯୁବକଙ୍କ ଜୀବନଗଲା, ପ୍ରତିବାଦରେ ରାଜପଥ ଅବରୋଧ

ସତ୍ୟବାଦୀ,୯।୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ବଡ଼ କାଞ୍ଜିଆ ଛକରେ ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆ ନିହତ ହୋଇଛନ୍ତି। ତାଙ୍କ ଶ୍ବଶୁର ଘର ନିକଟରେ ଗୁଳିମାଡ଼ରେ ମୃତ୍ୟୁ ହୋଇଥିବା ଖବରପାଇ ପରିବାର ଲୋକେ…

ବାଂଲାଦେଶରେ ୩ କରୋନା ସଂକ୍ରମିତ ରୋଗୀ: ବାତିଲ ହେଲା ମୋଦିଙ୍କ ଗସ୍ତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଢାକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେଠାରେ ୩ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଥିବା ଜଣାପଡିଛି। ମାର୍ଚ୍ଚ ୧୭ରେ ବାଲାଂଦେଶରେ…

ପୁରୁଷଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଅଧିକ: ରିପୋର୍ଟ !

ବେଜିଂ, ୯।୩: କରୋନା ସଂକ୍ରମଣ ଯୋଗୁ ପୃଥିବୀର ୧୦୧ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ କରୋନା ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକ ପୁରୁଷ ରହିଥିବା ବେଳେ ଛୋଟ ପିଲା ଏବଂ ମହିଳାଙ୍କ…

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ଆସିଛି ଚର୍ଚ୍ଚାକୁ। ବ୍ରିଟେନରେ ପାଠ ପଢୁଥିବା ପୁଷ୍ପମ ପ୍ରିୟା ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ…

ହୃଷୀକେଶ ପଣ୍ଡା ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ

ଭୁବନେଶ୍ୱର,୯।୩(ବ୍ୟୁରୋ): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଚାକିରିରୁ ଅବସର ଗ୍ରହଣ କରିଥିବା ଓଡ଼ିଆ ଅଫିସର ହୃଷୀକେଶ ପଣ୍ଡାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି। ହୃଷୀକେଶଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲ ମୁଖ୍ୟ ଭାବେ ନିଆଯାଇଛି। ଏହି ପ୍ୟାନେଲ ଜଙ୍ଗଲ…

୪୯୯ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ

ଫାଲ୍‌ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି କରିଛନ୍ତି। ହୋଲି ଦିନ ଉକ୍ତ ଗ୍ରହମାନେ ସେମାନଙ୍କ ନିଜ ନିଜ ରାଶିରେ ରହିବେ ବୋଲି…

ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍‌ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ

ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା। ଆମେରିକା ମେଟାଲ କମ୍ପାନୀର ମାଲିକ ରୁଥ୍‌ ହ୍ୟାଣ୍ଡଲର ଛୋଟପିଲାଙ୍କ ପାଇଁ ଏହି ଖେଳନା ତିଆରି…

ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ ନିଜ ଭିତରେ ଭେଦଭାବ ଭୁଲି ସ୍ବାଭିମାନ ରକ୍ଷା କରିବା ସହିତ ଭଗବତ ଚିନ୍ତାଧାରାରେ ଅନୁପ୍ରାଣିତ…

୬୦ ବର୍ଷ ବୟସରେ ବିବାହ କଲେ କଂଗ୍ରେସ ନେତା ମୁକୁଲ

ନୂଆଦିଲ୍ଲୀ,୯।୩: ରାଜସ୍ଥାନର କଂଗ୍ରେସ ମହାସଚିବ ମୁକୁଲ ଓ୍ବାସନିକ ୬୦ ବର୍ଷ ବୟସରେ ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ ଓ୍ବାସନିକ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରବିନା ଖୁରାନାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri