କରୋନା ମୃତ୍ୟୁ ସଂଖ୍ୟା: ଇଟାଲିକୁ ଟପିଲା ବ୍ରିଟେନ୍
ଲଣ୍ଡନ,୧୩।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୪୨ ହଜାର ୬୮୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୮୯୩ ଛୁଇଁଛି। ୧୬ ଲକ୍ଷ ୨…
ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା
ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟରାଲରେ ଚିକିତ୍ସାଧୀନ ଅଛନ୍ତି।…
CORONAVIRUS UPDATE: ନୂଆ ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୯୦ କ୍ୱାରାଣ୍ଟାଇନ ସେଣ୍ଟରରୁ
ଭୁବନେଶ୍ୱର, ୧୩।୫(ବ୍ୟୁରୋ): ବୁଧବାର ସକାଳେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ କ୍ୱାରାଣ୍ଟାଇନ ସେଣ୍ଟରରେ ଥିଲେ। ୮ଜଣ କଣ୍ଟେମେଣ୍ଟ ଜୋନ୍ର ହୋଇଥିବା ବେଳେ ଅନ୍ୟ ୩ ଜଣ ଲୋକାଲ…
ଆସୁଛି ବାତ୍ୟା
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଆସନ୍ତା ୧୫ ତାରିଖରେ ଏହା ଅବପାତ (ଡିପ୍ରେଶନ)ରେ ପରିଣତ ହେବ। ୧୭ ତାରିଖ ବେଳକୁ ଏହା ଆହୁରି…
ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ
ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। କରୋନା ଯୋଗୁ ବର୍ତ୍ତମାନ ସ୍ଥିତି ବିଗିଡିଛି। ଏଭଳି ସମୟରେ…
ବିମାନ ଚଳାଚଳ କ୍ଷେତ୍ର ପାଇଁ ଆସିଲା ଏସ୍ଓପି
ନୂଆଦିଲ୍ଲୀ,୧୩।୫: ଲକ୍ଡାଉନ ପରେ ବିମାନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍ଓପି) ଜାରି କରାଯାଇଛି। ଏଥିରେ କଡ଼ାକଡ଼ି ଭାବେ ନିୟମ…
ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅରାଜି ଅଭିଭାବକ
ମୁମ୍ବାଇ, ୧୩।୫:: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍ଡାଉନ ଜାରିରହିଛି। କଟକଣା ହଟିବା ପରେ ଜୁନ/ଜୁଲାଇ ସୁଦ୍ଧା ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି। ହେଲେ ସ୍କୁଲ ଖୋଲିବା ପରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ…
କମିଛି ଆଣ୍ଟିବାୟୋଟିକ ବ୍ୟବହାର
ଲଣ୍ଡନ,୧୩।୫: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାରୁ ସଂକ୍ରମଣ ରୋକିବାକୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଅଧିକାଂଶ ଲୋକେ ଏବେ ନିଜକୁ ସଫାସୁତୁରା ରଖିବାକୁ ବାରମ୍ବାର ହାତ ଧୋଇବା, ପରିବେଶ ପରିମଳ ରଖିବା,…
ଉହାନ୍ରେ ହେବ ସମସ୍ତଙ୍କ କରୋନା ଟେଷ୍ଟ
ଉହାନ୍, ୧୩ା୫: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କୁ ଆତଙ୍କିତ କରି ରଖିଛି। ଚାଇନାରେ ଏହି ଭୂତାଣୁ କିଛିଟା ନିୟନ୍ତ୍ରଣକୁ ଆସିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହାକୁ ଦୂର କରାଯାଇ ପାରିନାହିଁ। ଉହାନ୍ ସହରରେ କିଛି ସପ୍ତାହ ପରେ ପୁଣି ଏହି ଭୂତାଣୁ…
‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ ସେନେଇ ନିଜ ଅଧୀନରେ ଥିବା ବିଭାଗଗୁଡ଼ିକରେ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଫାଇଦା ଉଠାଉଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍ ମାଫିଆ
ନୂଆଦିଲ୍ଲୀ,୧୩ା୫(ଆଇଏଏନ୍ଏସ୍): ଅନ୍ତର୍ଜାତୀୟ ଡ୍ରଗ୍ ମାଫିଆମାନେ ନୋଭେଲ କରୋନା ଭାଇରସ୍ ସଙ୍କଟର ଫାଇଦା ଉଠାଇ ଅଧିକ ସକ୍ରିୟ ହୋଇଯାଇଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସତର୍କ କରିଦେଇଛି। ଏନେଇ ସିବିଆଇ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର…
ମୁକ୍ତି ପାଇଁ ୩ ମାସିଆ ଯୋଜନା ଦରକାର: ମମତା
କୋଲକାତା,୧୩ା୫: ଦେଶରେ କୋଭିଡ୍-୧୯ ସଙ୍କଟରୁ ଖୁବ୍ଶୀଘ୍ର ମୁକ୍ତି ମିଳି ନ ପାରେ। ଏଥିଲାଗି ତିନିମାସିଆ ଯୋଜନା ଦରକାର ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ମମତାଙ୍କ ମତରେ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଜାରି ହେବା ପରଠୁ ଲୋକେ ବହୁ…
Archives


