Home

କରୋନା ସମ୍ପର୍କରେ ସୂଚନା ନ ଦେବାକୁ ଡବ୍ଲ୍ୟୁଏଚ୍‌ଓ ଉପରେ ଚାପ ପକାଇଥିଲା ଚାଇନା: ସିଆଇଏ

ଓ୍ବାଶିଂଟନ,୧୩।୫: ପୃଥିବୀରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ଚାଇନାର ହାତ ରହିଛି। କରୋନା ସମ୍ପର୍କରେ ଆବଶ୍ୟକ ତଥ୍ୟ ଚାଇନା ଲୁଚାଇବା ସହିତ ଏନେଇ କୌଣସି ସୂଚନା ନ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଉପରେ ଚାପ ପକାଇଥିବା ଆମେରିକା କହିଛି। ଆମେରିକାର…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାସ୍ତା ସିଲ୍‌

ହାଟଡିହୀ,୧୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୁଧବାର ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ଦୁଇ ଜଣ ସୁରଟରୁ ଫେରି ପଞ୍ଚାୟତ କାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏହା ପରେ ଜିଲାପାଳ ଆଶିଷ ଠାକ୍‌ରେଙ୍କ…

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା। ପ୍ୟାରିସ୍‌ର ଅତ୍ୟାଧୁନିକ ଏୟାରପୋର୍ଟରୁ ମିଶରର କାଇରୋ ସହରକୁ ଏକ ଏୟାରବସ୍‌-୩୨୦ ପ୍ରାୟ ୬୦ ଯାତ୍ରୀଙ୍କୁ…

ଭଦ୍ରକରେ ପହଞ୍ଚିଲା ତୃତୀୟ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନରେ ବୁଧବାର ତୃତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ପହଞ୍ଚିଛି। ଏଥିରେ ସମୁଦାୟ ବିଭିନ୍ନ ଜିଲାର ୧୮୪ ଜଣ ଓହ୍ଲାଇଛନ୍ତି। ଭଦ୍ରକର ୫୧, କେନ୍ଦୁଝରର ୨୪, ଯାଜପୁର ୨୨, ବିନା ପଞ୍ଜିକୃତରେ ବିଭିନ୍ନ ଜିଲାରୁ ୮୭ଜଣ ପ୍ରବାସୀ ଓଡ଼ିଆ…

ସରକାରଙ୍କ ନିଷ୍ପତ୍ତି: ଗ୍ରୀନ୍‌ ଜୋନ୍‌ରେ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌, ଦୁଇଗୁଣା ଭଡ଼ା ଦେବେ ଯାତ୍ରୀ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। ହେଲେ କଟକଣା କୋହଳ ହେବା ପରେ ରାଜ୍ୟ ସରକାର ପୁଣି ଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସାଧାରଣ ଯାତ୍ରୀଙ୍କ ପାଇଁ ଗୀନ୍‌…

ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

ଯାଜପୁରକୁ ପଛରେ ପକାଇଲା ବାଲେଶ୍ୱର: ପାଲଟିଲା ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସକାଳେ ୧୦୧ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି। ତେବେ ରାଜ୍ୟର ୨୧ଟି ଜିଲାରେ ଏବେ କରୋନା କବଳରେ ଥିବା…

୨୦ ବର୍ଷରେ ଚାଇନାରୁ ଆରମ୍ଭ ହୋଇଛି ୫ ପ୍ରକାର ଭୂତାଣୁ ସଂକ୍ରମଣ: ଏହାର ସମାଧାନ ଜରୁରୀ, କହିଲା ଆମେରିକା

ଓ୍ବାଶିଂଟନ,୧୩।୫: ଗତ ୨୦ ବର୍ଷ ମଧ୍ୟରେ ଚାଇନାରୁ ୫ ପ୍ରକାର ଭୂତାଣୁ ସଂକ୍ରମଣ ହୋଇଛି। ଏସବୁ ଦ୍ୱାରା ପୃଥିବୀ ଉପରେ ସଙ୍କଟ ଦେଖାଦେଇଛି। ଏଭଳି ସଂକ୍ରମଣର ସମାଧାନ ଜରୁରୀ ବୋଲି ଆମେରିକା କହିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ…

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସମ୍ପର୍କୀୟ ବୋହୂ କୋର୍ଟଚାଲାଣ; କଟୁରି, ଲୁଗା ଜବତ

ବଡ଼ବିଲ,୧୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ଡାହାଣୀ…

ଅନ୍‌ଲାଇନ୍‌ ପାଠପଢ଼ାରୁ କେହି ବଞ୍ଚିତ ନ ହୁଅନ୍ତୁ

କଟକ ଅଫିସ୍‌,୧୩ା୫: ସ୍କୁଲ ଫି’ ବୃଦ୍ଧି ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାରକରି ହାଇକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଛାତ୍ରୀଛାତ୍ର ସ୍କୁଲ ଫି’ ଦାଖଲ କରିଥାନ୍ତୁ କିମ୍ବା ନ କରିଥାନ୍ତୁ, ଅନ୍‌ଲାଇନ୍‌ରେ ପାଠପଢ଼ାରୁ କାହାରିକୁ ବଞ୍ଚତ୍ତ କରାଯାଇପାରିବ ନାହିଁ…

୧୨ ଘଣ୍ଟା ବଢ଼ିଲା କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନଠାରୁ ୫୦୦ ମିଟର ଅବଧି ମଧ୍ୟରେ ଜାରି ହୋଇଥିବା ୨୪ଘଣ୍ଟିଆ କର୍ଫ୍ୟୁ କଟକଣା ନ ସରିବା ପୂର୍ବରୁ ପୁଣି ୧୨ଘଣ୍ଟିଆ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ବୁଧବାର ଅପରାହ୍ନ ୨ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଏହି…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌: ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଦୁଇ ଗୁଣା ଭଡ଼ା

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ରାଜ୍ୟରେ ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଲିବ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘରୋଇ ବସ୍‌ ମାଲିକ ଗାଡ଼ି ଚଲାଇବାକୁ ଅରାଜି ହେବାରୁ ସରକାର ଏମିତି ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri