Home

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ଓ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌…

ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା ଓ…

କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍‌ରେ ଦ୍ୱିଶତକ ହାସଲ କରିଥିଲେ।…

ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍‌

ସାଙ୍ଘାଇ,୨୦।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ୍‌) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍‌ ଜୁନ୍‌ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା…

ଖବରଦାତାଙ୍କୁ ଦୁର୍ବ୍ୟବହାର, ହତ୍ୟା ଧମକ

ଝାରସୁଗୁଡା ଅଫିସ,୨୦।୪: ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ଖବରଦାତାଙ୍କୁ ବେଆଇନ ଭାବେ ବ୍ୟବସାୟ କରୁଥିବା କିଛି ଇଟା ଭାଟି ମାଲିକ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେଇଥିବା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଖବରଦାତା ଜଣକ ବ୍ରଜରାଜନଗର ଥାନା ଅଧୀନ ବୁନ୍ଦିଆ…

ଐଶର୍ଯ୍ୟା ରାଗିବାରୁ ୨ଦିନ ହଲ୍‌ରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ଇତିହାସରେ କେତେକ କପଲଙ୍କ ଯୋଡି ତିଆରି ହୋଇଛି ଓ ଭାଙ୍ଗିଛି। କିନ୍ତୁ କିଛି ଏଭଳି ଯୋଡି ଅଛନ୍ତି ଯାହାର ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ରେ ତାଳମେଳ ବେଶ୍‌ ଭଲ ରହିଥିବା ଦେଖିବାକୁ ମିଳେ। ଏମିତି କିଛି ଯୋଡିଙ୍କ ମଧ୍ୟରୁ ବଲିଉଡ୍‌ର…

୫୦୦୦ ମାସ୍କ ବଣ୍ଟନ

କେନ୍ଦୁଝର, ୨୦ା୪(ଡି.ଏନ.ଏ.): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନୋଜ ମଞ୍ଜରୀ ଶିଶୁଭବନ ତରଫରୁ ହରିଚନ୍ଦନପୁର ଓ ବାଂଶପାଳ ବ୍ଲକର ୪୦ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୫ ହଜାର ମାସ୍କ ବଣ୍ଟନ କରାଯାଇଛି। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର, ସୋମଗିରି ଅଧୀନରେ ଥିବା ଏହି ୪୦ଟି…

୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୦ା୪(ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ସମୟରେ ବିଜେଡି ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଦୈନନ୍ଦିନ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯାଉଛି। ଏହିକ୍ରମରେ ସୋମବାର ଜିଲା ମୁଖ୍ୟାଳୟର ରୋଟାରୀ ଭବନ ପରିସରରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ…

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ: ରାଜ୍ୟରେ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ। ସୋମବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରନ୍ତଙ୍କ ମଧ୍ୟରେ ୧୦ଜଣ ପଞ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨୪…

କାନ୍ଥରେ ସଚେତନତା ବାର୍ତ୍ତା ଲେଖୁଛନ୍ତି ଚିତ୍ରଶିଳ୍ପୀ

କୋମନା,୨୦।୪(ଡି.ଏନ.ଏ.)-ମହାମାରୀ କରୋନାର ମୁକାବିଲା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ରୂପେ ଛିଡା ହୋଇଛନ୍ତି। କିଛି ଯୋଦ୍ଧା ଭୋକିଲାଙ୍କୁ ଖାଦ୍ୟ ଦେଉଛନ୍ତି ତ ଆଉ କିଛି ଯୋଦ୍ଧା ବିଭିନ୍ନ ମାଧ୍ୟମରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବାକୁ ସଚେତନ କରୁଛନ୍ତି। ଏଭଳି ସ୍ଥଳେ…

ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି ମହଲ ପୋଲିସ ଷ୍ଟେଶନର ଆଉ ୫ ପୋଲିସ କରୋନାରେ ପୀଡିତ ଥିବା ଜଣାପଡିଛି। ପୂର୍ବରୁ…

ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି

ବଲାଙ୍ଗୀର, ୨୦ା୪-ଲକ୍‌ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ। ନାମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri