Home

ପାକିସ୍ତାନ ବିମାନ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୨।୫: ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଲାହୋରରୁ କରାଚି ଯାଉଥିବା…

ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଓଡିଶାକୁ ୫୦୦ କୋଟି: ମୋଦି

ଭୁବନେଶ୍ୱର,୨୨।୫(ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସାମୁଦ୍ରିକ ବାତ୍ୟା ଅମ୍ଫନ କ୍ଷୟକ୍ଷତି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ବାତ୍ୟାର ମୁକାବିଲା ଦିଗରେ ରାଜ୍ୟବାସୀ ଓ ମୁଖ୍ୟମନ୍ତ୍ରୀ…

ଡିସେମ୍ବରରେ ଆୟୋଜନ ହେବ ଇଣ୍ଡିଆ ଓପନ୍‌: ୨୦୨୦ର ଅବଶିଷ୍ଟ କ୍ୟାଲେଣ୍ଡର ଘୋଷଣା କଲା ବିଡ଼ବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୨।୫(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ହେଉଥିବା ଇଣ୍ଡିଆ ଓପନ୍‌ ବ୍ୟାଟ୍ସମ୍ୟାନ ଟୁର୍ନାମେଣ୍ଟ ନୂଆ ତାରିଖ ଘୋଷଣା କରାଯାଇଛି। କୋଭିଡ-୧୯ ମହମାରୀ କାରଣରୁ ଏହି ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହା ଡିସେମ୍ବର ଖେଳାଯିବ ବୋଲି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ…

ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ନିଶ୍ଚିତ: ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା

ମୁମ୍ବାଇ,୨୨।୫: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଔପଚାରିକ…

୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର ଖୋଲାଯାଇ ବୁକିଂ ଆରମ୍ଭ ହୋଇଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୨୩୦…

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ ଗୁରୁବାର ଓ ଶୁକ୍ରବାର ଘରକୁ ଯାଇଛନ୍ତି। ସେଥିମଧ୍ୟରେ ଡିପିଆରସିରୁ ୧୩୮ଜଣ, ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠ…

ଆସିଲା ସ୍ବାବ୍‌ ରିପୋର୍ଟ: କଣ୍ଟାପଡ଼ାର ୧୩୩ ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ

କଣ୍ଟାପଡ଼ା,୨୨।୫ (ଡି.ଏନ୍‌.ଏ.): କରୋନା ମହାମାରୀରେ ସାରାବିଶ୍ୱ ବର୍ତ୍ତମାନ ଲଢ଼େଇ କରୁଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୧୮ତରିଖ ସୁଦ୍ଧା କଟକ ଜିଲା କଣ୍ଟାପଡ଼ା ବ୍ଲକରେ ରହୁଥିବା କୌଣସି ପ୍ରବାସୀ କରୋନା ଆକ୍ରାନ୍ତ ନ…

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି ଦୁର୍ଘଟଣା କରାଚି ବିମାନବନ୍ଦର ନିକଟରେ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପିଆଇଏ ବିମାନ ଲାହୋରରୁ କରାଚି…

କଂଗ୍ରେସ ନେତାଙ୍କୁ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୨।୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। କରୋନା ରୋକିବାକୁ ଦେଶରେ ଆଗୁଆ ଲକ୍‌ଡାଉନ କରାଯାଇଥିଲେ ସୁଦ୍ଧା ସଂକ୍ରମଣ ଥମିବାରେ ନା ନେଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ହଜାରରୁ…

ରାଜ୍ୟର ‘ଅମ୍ଫନ୍‌’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଛନ୍ତି। ବାୟୁସେନା ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଅମ୍ଫନ୍‌ ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବେ। ତେବେ ଏହି ସମୟରେ ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ…

ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୨।୫: ବଲାଙ୍ଗୀର ଜିଲାରେ ଶୁକ୍ରବାର ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ମୁରିବାହାଲ ଗ୍ରାମର ଦୁଇ ପ୍ରବାସୀଙ୍କ ସ୍ବାବ ଟେଷ୍ଟ ପଜିଟିଭ ବାହାରିଥିବା ଜିଲାପାଳ ଅରିନ୍ଦମ ଡାକୁଆ ସୂଚନା…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅମ୍ଫନ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟପାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri