Home

ଭଦ୍ରକର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ

ଭଦ୍ରକ ଅଫିସ,୨୨ା୫: ଜିଲା ପ୍ରଶାସନ ପକ୍ଷରୁ ପବିତ୍ର ସାବିତ୍ରୀ ଅମାବାସ୍ୟାର ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସବୁ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି। ମନ୍ଦିରଗୁଡ଼ରେ କେବଳ ବିଧି ଅନୁଯାୟୀ ପୂଜାପାଠ ହୋଇଛି। ସମସ୍ତ…

ଅମ୍ଫନ୍‌ରେ ୪୫ ଲକ୍ଷ ଲୋକ ପ୍ରଭାବିତ: ଏନ୍‌ସିଏମ୍‌ସିକୁ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ରେ ରାଜ୍ୟର ୧୫୦୦ ପଞ୍ଚାୟତର ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ କନ୍‌ଫରେନ୍ସରେ…

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିବେ। ଏଥିସହ ରିଲିଫ ଏବଂ ଥଇଥାନ କାର୍ଯ୍ୟ ପ୍ରସଙ୍ଗରେ ସମୀକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଗୁରୁବାର ରାତିରେ…

କାଲି ଆସିବେ ପ୍ରଧାନମନ୍ତ୍ରୀ ମୋଦି: ଆକାଶ ମାର୍ଗରୁ ଓଡିଶା, ପଶ୍ଚିମବଙ୍ଗର ବାତ୍ୟା ସ୍ଥିତି ପରଖିବେ

ଭୁବନେଶ୍ୱର, ୨୧।୫(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଳମ୍ବିତ ରାତିରେ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ପିଏମ୍‌ଓ ପକ୍ଷରୁ ଟୁଇଟ୍‌ କରି ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ…

ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ ଗୁରୁବାର ଅପରାହ୍ନ ସମୟରେ ଭୁଶୁଡ଼ି ପଡିଛି। ଏଥିରେ କୌଣସି ପ୍ରକାରେ କ୍ଷତି ନ ହୋଇଥିବା…

ଅନ୍ଧାରରେ ଖଇରାର ୩ଶହ ଗ୍ରାମ

ଖଇରା,୨୨।୫(ଡି.ଏନ.ଏ.)-ବାତ୍ୟା ଅମ୍ପନ ବାଲେଶ୍ୱର ଜିଲା ଖଇରା ଉପଖଣ୍ଡ ଅଧୀନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।ବିଦ୍ୟୁତ ଉପଖଣ୍ଡ ଅଧୀନରେ ଖଇରା ବ୍ଲକ ଓ ଔପଦା ବ୍ଲକ ୬ ପଞ୍ଚାୟତ ରହିଥିବାବେଳେ ଖଇରା ଔପଦା ଗଣ୍ଡିବେଡ ଭଳି କିଛି ବଜାରକୁ ଛାଡି ଦେଲେ ୩ଶହରୁ ଊର୍ଦ୍ଧ୍ୱ…

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କେନ୍ଦୁଝର,୨୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣା ଓଡିଶା ମାନବାଧିକାର କମିଶନ ଏବଂ ଜାତୀୟ ମାନବାଧିକାର କମିଶନ…

‘ଚାଷୀଙ୍କୁ ବିହନ, ସାର ଯୋଗାଇ ଦେବାକୁ ଗୁରୁତ୍ୱ’

କେନ୍ଦୁଝର, ୨୧ା୫ (ସ୍ବ.ପ୍ର./ଡି.ଏନ.ଏ.)-ଚାଷ କାର୍ଯ୍ୟ ପାଇଁ ୨୦୨୦ ମସିହା ଖରିଫ ଋତୁରେ ଚାଷୀମାନଙ୍କୁ ଯଥା ସମୟରେ ବିହନ ଓ ସାର ଯୋଗାଇ ଦେବା ପାଇଁ ଜିଲାପାଳ ଆଶିଷ ଠାକ୍‌ରେ ଗୁରୁତ୍ୱାରୋପ କରିଛନ୍ତି ା ଚଳିତ ମେ’ ୧୯ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ…

ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ…

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ୩ ଦିନରେ ଫସଲ କ୍ଷୟକ୍ଷତି ଆକଳନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଆସନ୍ତା ୩ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତିର ଆକଳନ କରିବା ସହିତ ଘରଭଙ୍ଗା ସର୍ଭେ କାର୍ଯ୍ୟ ଆସନ୍ତା ସପ୍ତାହ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫନ ଯୋଗୁ ହୋଇ ଥିବା…

ବାତ୍ୟା ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ଧନଜୀବନ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ସେଠାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟା ଯୋଗୁ ପଶ୍ଚିମବଙ୍ଗରେ ଧନଜୀବନ ହାନୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ…

ବାତ୍ୟା ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୧ା୫(ବ୍ୟୁରୋ)-ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଗୁରୁବାର ଟୁଇଟ କରି ମୋଦି କହିଛନ୍ତି ଯେ, ବାତ୍ୟା ଅମ୍ପନକୁ ଓଡିଶାବାସୀ ସାହାସର ସହିତ ମୁକାବିଲା କରିଛନ୍ତି। ଓଡିଶାବାସୀଙ୍କ ଭାବାବେଗକୁ ମୋଦି ସମର୍ଥନ କରିଛନ୍ତି । ପ୍ରଭାବିତଙ୍କୁ ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri