ମୋଦିଙ୍କ ପ୍ୟାକେଜ ଘୋଷଣାରେ ଅସନ୍ତୋଷ ବ୍ୟକ୍ତ କଲେ ମମତା
କୋଲକାତା,୨୨।୫:ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ। ସ୍ଥିତି ସମୀକ୍ଷା କରିବା ପରେ ମୋଦି ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର…
ଶସ୍ତା ହେବ ଋଣ: ୩ମାସ କୋହଳ ହେଲା ଇଏମ୍ଆଇ
ନୂଆଦିଲ୍ଲୀ,୨୨।୫: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପ୍ରାୟ ୨୧ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜର ସବିଶେଷ ତଥ୍ୟ ଦେଶବାସୀଙ୍କ ସମ୍ମୁଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରଖିଥିଲେ। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନୁଗୋଳର ୧୫, ଗଞ୍ଜାମ-ରାଉରକେଲା-ଯାଜପୁରର ୮, ପୁରୀ-କେନ୍ଦ୍ରାପଡ଼ା-କଟକ-ବୌଦ୍ଧର…
ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା: ୨ ବଳଦ ଜୀବନ୍ତ ଦଗ୍ଧ
ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗରଗାଁ ପଞ୍ଚାୟତ ନୂଆସାହି ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ଶୁକ୍ରାବର ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯିବା ସହ ୨ଟି ବଳଦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ବୋଲଗଡ଼ ଦମକଳ ବାହିନୀ…
ଡିସେମ୍ବରରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’
ମୁମ୍ବାଇ: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ନିର୍ମାତାମାନେ ପୁଣି ଥରେ ସେମାନଙ୍କର ମତ ବଦଳାଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ସେ ଏହି ଫିଲ୍ମର କାହାଣୀକୁ ସମୟ ସହିତ ଯୋଡିବାକୁ ଚାହୁଁଛନ୍ତି। ତେଣୁ ଭାରତୀୟ ବିଜୟ…
ପାଳିତା କନ୍ୟାଙ୍କୁ ବଳାତ୍କାରକରି ଗିରଫ
କୁଆଁରମୁଣ୍ଡା,୨୨।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତ ଏକ ବସ୍ତିରେ ପାଳିତା ନାବାଳିକା କନ୍ୟାକୁ ବାପା ବଳାତ୍କାର କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଥାନାଧିକାରୀ ବିଜୟ କୁମାର ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପୀଡିତା…
ଅମ୍ଫନ୍ କ୍ଷୟକ୍ଷତି: ପଶ୍ଚିମବଙ୍ଗ ପାଇଁ ୧୦୦୦କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ମୋଦି
କୋଲକାତା,୨୨।୫: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫନ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିଲେ। ସ୍ଥିତି ସମୀକ୍ଷା କରିବା ପରେ ମୋଦି ପଶ୍ଚିମବଙ୍ଗକୁ ୧୦୦୦ କୋଟି…
ସଂଗରୋଧ ଗୃହରୁ ଖସି ପଳାଇ ଘରେ ପହଞ୍ଚିଲେ ପ୍ରବାସୀ: ଗ୍ରାମବାସୀଙ୍କ ବିରୋଧ
ପଦ୍ମପୁର,(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଟଣା ମିଶ୍ରପୁର ସଂଗରୋଧ ଗୃହରୁ ଜଣେ ବ୍ୟକ୍ତି ଖସି ପଳାଇ ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଞ୍ଚିଛନ୍ତି। ସେ ହେଲେ ରମାକାନ୍ତ ସେଠୀ। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ,…
କୋଟାରୁ ଛାତ୍ର ଫେରିବା ଘଟଣା: ରାଜସ୍ଥାନକୁ ୩୬ଲକ୍ଷ ଟଙ୍କା ପ୍ରଦାନ କଲେ ଉତ୍ତରପ୍ରଦେଶ ସରକାର
ଲକ୍ଷ୍ନୌ, ୨୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ରାଜସ୍ଥାନ ସରାକରଙ୍କୁ ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ଥାନ ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ୩୬,୩୬,୬୬୪ ଟଙ୍କାର ଏକ ବିଲ୍ ପଠାଇଥିଲେ। ଯାହାର ଦେୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଲକ୍ଡାଉନ ସମୟରେ…
ଶ୍ରମ ଆଇନ ବିରୋଧରେ ନାଲ୍କୋରେ ବିକ୍ଷୋଭ
ବଅଁରପାଳ,୨୨ା୫(ଡି.ଏନ୍.ଏ.): ଶ୍ରମ ଆଇନ୍ ବିରୋଧରେ ଶୁକ୍ରବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକମାନଙ୍କ ଜୀବନ ଜୀବିକା ପ୍ରତି ଘୃଣ୍ୟ ଆକ୍ରମଣ ବନ୍ଦ, କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ…
ସାବିତ୍ରୀ ପାଳିଲେ ଚୌଦ୍ୱାର ଜେଲରେ ଥିବା ମହିଳା
ଚୌଦ୍ୱାର,୨୨।୫(ଡି.ଏନ୍.ଏ): ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ କୌଣସି କାରଣରୁ ଜେଲରେ ଥିବା ମହିଳା କଏଦୀମାନେ ମଧ୍ୟ ଏହି ପୂଜା କରିଥାନ୍ତି। ଏବେ କରୋନା ପାଇଁ ଜେଲରେ ଥିବା କଏଦୀଙ୍କୁ ଦେଖା କରିବା…
ସାରକୋଣା ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା
ଖଇରା,୨୨ା୫(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ସାରକୋଣା ଗ୍ରାମରେ ଜଣେ ୮୪ ବର୍ଷୀୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଗୁରୁବାର ଉକ୍ତ ଗ୍ରାମକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି ା ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନିର୍ଦ୍ଦେଶ…
Archives


