ଲକ୍ ଡାଉନ୍ ନିୟମ ମାନି ରମଜାନ ପାଳନ କରିବାକୁ ନିଷ୍ପତ୍ତି
ଭଟଲି,୨୬ା୪(ଡି.ଏନ.ଏ): ବର୍ତ୍ତମାନ କରୋନା (କୋଭିଡ-୧୯)ପାଇଁ ସମଗ୍ର ଭାରତ ବର୍ଷକୁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ ସମଗ୍ର ଦେଶରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କଡ଼ା ଆଇନ ପ୍ରଣୟନ ହୋଇଛି। କୌଣସି ଧାର୍ମିକ ଅନୁଷ୍ଠାନ ମଧ୍ୟ…
୪୩ ୟୁନିଟ୍ ରକ୍ତ ସଂଗୃହୀତ
ଆନନ୍ଦପୁର,୨୬। ୪(ସ୍ବ.ପ୍ର.)- ଘସିପୁରା ନିର୍ବାଚନମଣ୍ଡଳୀ ବୀରଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ…
ଦଧିବାମନଙ୍କ ରଥ ନିର୍ମାଣ କାମର ଅନୁକୂଳ
ଭଟଲି,୨୬ା୪(ଡି.ଏନ.ଏ.) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ପୀଠରେ ଅକ୍ଷୟ ତୃତୀୟା ନୀତି ନିୟମ ସହ ରଥକାଠ ଅନୁକୂଳ କରାଯାଇଛି। ବର୍ତ୍ତମାନ ସମଗ୍ର ଦେଶରେ କରୋନା(କୋଭିଡ଼-୧୯) ପାଇଁ କଟକଣା ରହଛି। ସେହି ନିୟମ ଆଧାରରେ ସାମଜିକ ଦୂରତ୍ୱକୁ…
ଭାଜପାର ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ
କେନ୍ଦୁଝର, ୨୬।୪(ସ୍ବ.ପ୍ର.)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ପଦ୍ମପୁର ଗ୍ରାମଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୮ଟାରେ ପଦ୍ମପୁର ଗ୍ରାମରେ ପ୍ରଥମେ ଯଜ୍ଞ, ହୋମ ସହିତ ଭୂମି…
ମହୁଲୀ ମଦ ବିକ୍ରି ବେଳେ ଜଣେ ଗିରଫ
କେନ୍ଦୁଝର,୨୬ା୪ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଚୋରା ଦେଶୀ ମହୁଲି ମଦ କାରବାର ବେଧଡ଼କ ଭାବେ ଚାଲିଥିଲା। ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ମୁନା ନାମକ ଜଣେ ବେପାରୀକୁ ଗିରଫ କରିିଛି। ଏଥିରେ ସମ୍ପୃକ୍ତ ବେପାରୀ…
ଲକ୍ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ
ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପାର୍ଟି ପ୍ରଭାରୀ କୌଳାସ ବିଜୟଭର୍ଗିୟ ଓ…
ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ହାଟଡିହୀ,୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶଙ୍ଖୁଅ ଗ୍ରାମରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ନରହରି ସାମଲଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ଗାଁ ମୁଣ୍ଡ ପୋଖରୀ ନିକଟରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ…
ସୁନ୍ଦରଗଡ଼ର ନାଲାରୋଡ୍ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର
ସୁନ୍ଦରଗଡ଼(ଡି.ଏନ୍.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ…
ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା
ରିୟାଦ୍: ପୂର୍ବରୁ ବୁର୍ଜ ଖଲିଫା ନାଁ ଶୁଣିଥିବେ ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା। ଏହାର ଉଚ୍ଚତା ୮୨୯.୮ ମିଟର ଅର୍ଥାତ୍ ୨,୭୨୨ ଫୁଟ। କିନ୍ତୁ ଜାଣନ୍ତି କି ସାଉଦି ଆରବରେ ବୁର୍ଜ ଖଲିଫାଠାରୁ ଏକ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଉଛି।…
ଲକ୍ଡାଉନ୍ରେ ମନେ ପଡ଼ୁଛନ୍ତି ରିଚା
ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହିି ଲକ୍ଡାଉନ୍ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ତାରକା। ରିଚା ଚଡ୍ଡା ଏବଂ ଅଲ୍ଲି ଫଜଲ ଦୁହେଁ…
ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା, ମେ’ ୧୦ ଯାଏ ବଳବତ୍ତର
ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଘୋଷଣା କରିଛନ୍ତି। ପୂର୍ବରୁ ବିରଜାପୁର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାରୁ ଏହାକୁ ମେ’ ମାସ…
ଅନୁଷ୍କାଙ୍କ ଓ୍ବେବ୍ ସିରିଜ୍ର ଟିଜର ରିଲିଜ
ମୁମ୍ବାଇ: ୨୦୧୮ ମସିହାରେ ଜିରୋ ଫିଲ୍ମ ରିଲିଜ ପରେ ଅନୁଷ୍କା ଶର୍ମା ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିଲେ। ବର୍ତ୍ତମାନ ଏକ ଲମ୍ବା ସମୟ ପରେ ଅନୁଷ୍କା ନିଜର ପ୍ରଡକ୍ସନ ହାଉସ୍ ‘କ୍ଲିନ ସେଲ୍ଟ’କୁ ନିଜ ଭାଇ କର୍ନେଶ୍ ଶର୍ମାଙ୍କ ସହ…
Archives


