Home

ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ପ୍ରହଲାଦ ଜେନା(୬୫)। ପ୍ରହଲ୍ଲାଦ ତାଙ୍କ ଜମିରେ ଥିବା କୁଡ଼ିଆରେ ଫସଲ ଜଗି ବୁଧବାର…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ: କିନ୍ତୁ ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ

ପଣଜି,୨।୭: ଦେଶର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଆ ହେଉଛି ଅନ୍ୟତମ। ଏଠାକୁ ଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ସୂଅ ଛଟିଥାଏ। କିନ୍ତୁ କରୋନା ମହାମାରୀ ସଙ୍କଟ ଯୋଗୁ ମାର୍ଚ୍ଚ ପରଠାରୁ ପର୍ଯ୍ୟଟଙ୍କ ଲାଗି ଗୋଆ ବାରଣ କରାଯାଇଥିଲା। ହେଲେ…

କୋରାପୁଟ ଜିଲା କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ ଟଙ୍କା

ଜୟପୁର, ୨।୭(ଡି.ଏନ୍‌.ଏ./ନି.ପ୍ର.)- କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଗୁରୁବାର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହାପରେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଏସ୍‌ପି କାର୍ଯ୍ୟଳୟଠାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ,…

ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ସଂକ୍ରମଣ ବୃଦ୍ଧି…

ପିନ୍ଧିଥିବା ଡ୍ରେସ୍‌ଠାରୁ ମହଙ୍ଗା ଚପଲକୁ ହାତରେ ଧରି ଯାଉଥିବା ନଜର ଆସିଥିଲେ ଏହି ଅଭିନେତାଙ୍କ ସ୍ତ୍ରୀ

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ନିଜ ଷ୍ଟାଇଲିସ୍‌ ଅନ୍ଦାଜ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ଫ୍ୟାଶ୍‌ନକୁ ନେଇ ମଧ୍ୟ ଲୋକଙ୍କ ହୃଦୟ ଜିତିଛନ୍ତି ମୀରା। ବେଳେବେଳେ ନିଜ ଫ୍ୟାଶନକୁ ନେଇ ମଧ୍ୟ ସେ ଟ୍ରୋଲ ହୋଇଥାନ୍ତି।…

୨୩ ବର୍ଷ ତଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଘର, ପ୍ରତିମାସରେ ଭଡ଼ା ଦେବାକୁ ପଡ଼େ…

ନୂଆଦିଲ୍ଲୀ,୨ା୭: କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋଧି ଏଷ୍ଟେଟ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ ଜାଣନ୍ତି ପ୍ରିୟଙ୍କାଙ୍କୁ ଏହି ଘର ଭଡ଼ା ପାଇଁ ପ୍ରତିମାସରେ କେତେ ଦେବାକୁ ପଡ଼ିଥାଏ। ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ୨୧ ଫେବୃୟାରୀ ୧୯୯୭ ଅର୍ଥାତ…

ଏହି ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ଆପ୍‌

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ଏମ୍ସ ଡାକ୍ତର ଓ ଆଇଆଇଟି ଇଞ୍ଜିନିୟର ମିଳିତ ଭାବେ ଏକ ପ୍ଲାଜମା ଆପ୍‌ ତିଆରି କରିଛନ୍ତି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ମୋବାଇଲ୍‌ ଆପ୍‌କୁ ତିଆରି କରାଯାଇଛି। ଯାହାର ନାମ କୋପଲ-୧୯ ରଖାଯାଇଥିବା…

ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍‌ କେସ୍‌ ରହିଥିବା ବେଳେ ୮ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଛି। ଏହାଛଡ଼ା ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଅପରାହ୍ନରେ ଭୁବନେଶ୍ୱର…

ହାତୀଙ୍କ ପାଇଁ ଖୋଲାଗଲା ଜିମ୍‌, ଜାଣନ୍ତୁ କାହିଁକି

ହାତୀଙ୍କ ପାଇଁ ଜିମ୍‌ ବ୍ୟବସ୍ଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆପଣ ଭାବୁଥିବେ ବିଦେଶରେ ଏହି ବ୍ୟବସ୍ଥା ଉପଲବ୍ଧ ଥିବ। କିନ୍ତୁ ଏହା ଭୁଲ୍‌। ଭାରତରେ ହିଁ ହାତୀ ପାଇଁ ଜିମ୍‌ ବ୍ୟବସ୍ଥା କରାଯାଇଛି। ଉତ୍ତରାଖଣ୍ଡର ରାଜାଜି ଟାଇଗର୍‌ ରିଜର୍ଭରେ ହାତୀଙ୍କ…

ସୁଗନ୍ଧିତ ହେବ ରେଳଲାଇନ୍‌ ପାର୍ଶ୍ୱ: ଯାତ୍ରା ହେବ ମନୋରମ

ଲକ୍ଷ୍ନୌ, ୨।୭: ରେଳଯାତ୍ରାକୁ ମନୋରମ କରିବା ପାଇଁ ଉତ୍ତର-ପୂର୍ବ ରେଲଓ୍ବେ ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଐଶବାଗ୍‌ଠାରୁ ମହ୍ଲୋର ପର୍ଯ୍ୟନ୍ତ ରେଳଲାଇନ୍‌ ପାର୍ଶ୍ୱରେ ଫୁଲଗଛ ଲଗାଯିବ। ଫଳରେ ରେଳଲାଇନ କଡ଼ରେ ପଡୁଥିବା ବର୍ଜ୍ୟ ଯୋଗୁ…

ଝାରସୁଗୁଡ଼ା ଟିପିଏସ୍‌ଏଲ୍‌ କାରଖାନାରେ ବ୍ଲାଷ୍ଟିଂ

ଝାରସୁଗୁଡା ଅଫିସ,୨।୭- ଝାରସୁଗୁଡା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାର ଏକ ମେଶିନ ଗୁରୁବାର ବ୍ଲାଷ୍ଟ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୭ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ବର୍ଣ୍ଣ…

‘ବେଲ୍‌ ବଟମ୍‌’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ ମିଳିଛି। ସେ ଅକ୍ଷୟଙ୍କ ସହ ଫିଲ୍ମ ‘ବେଲ୍‌ ବଟମ୍‌’ରେ ନଜର ଆସିବେ। ନିଜେ ବାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?