Posted inUncategorized

ସୁଗନ୍ଧିତ ହେବ ରେଳଲାଇନ୍‌ ପାର୍ଶ୍ୱ: ଯାତ୍ରା ହେବ ମନୋରମ

ଲକ୍ଷ୍ନୌ, ୨।୭: ରେଳଯାତ୍ରାକୁ ମନୋରମ କରିବା ପାଇଁ ଉତ୍ତର-ପୂର୍ବ ରେଲଓ୍ବେ ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଐଶବାଗ୍‌ଠାରୁ ମହ୍ଲୋର ପର୍ଯ୍ୟନ୍ତ ରେଳଲାଇନ୍‌ ପାର୍ଶ୍ୱରେ ଫୁଲଗଛ ଲଗାଯିବ। ଫଳରେ ରେଳଲାଇନ କଡ଼ରେ ପଡୁଥିବା ବର୍ଜ୍ୟ ଯୋଗୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ଆଉ ସୃଷ୍ଟି ହେବ ନାହିଁ। ଏହା ସହିତ ରେଳଲାଇନ୍‌ ନିକଟ ଅଞ୍ଚଳକୁ ପରିଷ୍କାର ରଖାଯିବ ବୋଲି ଲକ୍ଷ୍ନୌ ଡିଭିଜନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୫ ହଜାର ଫୁଲଗଛ ଚାରା ରୋପଣ କରାଯାଇଛି। ଚଳିତ ବର୍ଷ ଏଠାରେ ଦେଢ଼ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରହିଛି ବୋଲି ଡିଆର୍‌ଏମ୍‌ ଡ. ମୋନିକା ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ବାରବାଟୀ ଦିନିକିଆ: ଆଉ ୧୮ଦିନ; ଅନଲାଇନ୍‌ରେ ବିକ୍ରି ହେବ ୮୧୫୦ ଟିକେଟ୍‌

କଟକ ଅଫିସ,୪ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଟିକେଟ ବିକ୍ରି ହେବ। ଟିକେଟ www.paytm.com...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…

ମହୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ପ୍ରତିଦିନ ସକାଳେ ଚାମୁଚେ ମହୁ ଖାଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ହାର୍ଟଆଟାକ୍‌ ସମସ୍ୟା ଦୂର ହୋଇଥାଏ ବୋଲି...

ପେଟରୁ ଫ୍ୟାଟ୍‌ କମାଏ ଏହି ପାନୀୟ

ସୁପର୍‌ ଫୁଡ୍‌ ଗାଜରରେ ଅତ୍ୟଧିକ ଫାଇବର୍‌ ରହିଛି। ଏକ ଗ୍ଲାସ୍‌ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍‌...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

ମିଛ ଖବର ପୋଷ୍ଟ ଅଭିଯୋଗରେ ୱେବ ମିଡିଆ ଖବରଦାତା ଗିରଫ

ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ...

ହାବସପୁର ଗ୍ରାମରେ ଜଳକଷ୍ଟ: ଲୋକଙ୍କୁ ମିଳୁନି ପାଇପ ପାଣି

ଜୁନାଗଡ, ୫।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁର ଗ୍ରାମରେ ଜଳକଷ୍ଟ ଦେଖାଦେଇଛି। ଗ୍ରାମରେ ପ୍ରକଳ୍ପ ଥିଲେ ବି ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ...

ସଂସ୍କୃତି ବିଭାଗରେ ଅଚଳାବସ୍ଥା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ୪ ଗୁରୁତ୍ୱପୂର୍ଣ୍ଣ ଏକାଡେମୀରେ ମାଳ ମାଳ ପଦବୀ ଖାଲି। କେଉଁଠି ସଭାପତି ନାହାନ୍ତି ତ...

ତିନି ତିନୋଟି ଚିତାବାଘ ସହ ଶୋଇଥାନ୍ତି ବ୍ୟକ୍ତି: ଦେଖିଲେ ଲୋମ ଟାଙ୍କୁରି ଉଠିବ

ପ୍ରୟତଃ ସୋସିଆଲ ମିଡିଆରେ ଅନେକ ମଜାଳିଆ ଭିଡିଓ ଶେୟାର ହୋଇଥିବା ଆପଣ ଦେଖିଥିବେ। ମାତ୍ର ଏକ ଏପରି ଭିଡିଓ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।...


Coronavirus Update

Archives

Model This Week

Why Dharitri