Home

ବୟସ୍କଙ୍କ ଯତ୍ନ ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଇ ଅପରେସନ ପରି କାମକୁ ମଧ୍ୟ ସମ୍ପାଦନ କରାଯାଇପାରୁଛି। ତେବେ ନିକଟରେ ନ୍ୟୁଜିଲାଣ୍ଡର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା…

କରୋନା ସହ ଲଢ଼ୁଥିବା ରଓ୍ବୋ ରାଜକୁମାରୀ ବଖାଣିଲେ ହସ୍ପିଟାଲର ଅନୁଭୂତି

ମୁମ୍ବାଇ,୮।୬: ଟେଲି ଅଭିନେତ୍ରୀ ତଥା ମଧ୍ୟପ୍ରଦେଶର ରଓ୍ବୋ ରାଜକୁମାରୀ ମୋହେନା କୁମାରୀ ସିଂହ ଓ ତାଙ୍କ ପୁରା ପରିବାର ଏବେ କରୋନା କବଳରେ। ମୋହେନାଙ୍କ ସହ ପରିବାରର ୨୧ଜଣ ସଦସ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ ଉତ୍ତରାଖଣ୍ଡର…

କୋଭିଡ୍‌ ସାମଗ୍ରୀ କ୍ରୟ ପ୍ରସଙ୍ଗ: ହାଇକୋର୍ଟରେ ମାମଲା

କଟକ ଅଫିସ,୮।୬: କୋଭିଡ-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀ ଯଥା ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ମାସ୍କ କିଣିବାରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ଏହାକୁ ନେଇ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଅନ୍ୟପଟେ ଏ ନେଇ ସୋମବାର…

ମାରାତ୍ମକ ଭୂତାଣୁ

କରୋନା ଏପରି ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁମୁଖ ବ୍ୟାଧିରେ ପାଲଟି ଯାଏ l ଚାଇନା ଦେଶରେ କୁଆଡେ ବହୁ ବୃହତ୍‌ ଯୁଗ୍ମ ପରିବାର ର ସବୁ ସଦସ୍ୟଙ୍କୁ କାଳ ଗ୍ରାସ କରିଅଛି l ଏହି…

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩ ଝିଅଙ୍କ ସହ ତ ଆଉ କେତେବେଳେ ନିଜ ସ୍ତ୍ରୀଙ୍କ ସହ ଭିଡିଓ କରି ପୋଷ୍ଟ…

ଭୁବନେଶ୍ୱର ଡମଣା ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୮।୬(ବ୍ୟୁରୋ): ସୋମବାର ଖୋର୍ଦ୍ଧା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ରହିଛନ୍ତି। ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ ଯୁବକ। ନିକଟରେ ସେ ମୁମ୍ବାଇରୁ ଫେରିଥିଲେ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

ହାତୀକୁ କେହି ବିସ୍ଫୋରକ ଥିବା ସପୁରି ଖାଇବାକୁ ଦେଇ ନାହାଁନ୍ତି: ପରିବେଶ ମନ୍ତ୍ରଣାଳୟ

ପାଟନା,୮।୬: କେରଳରେ ବିସ୍ଫୋରକ ଥିବା ସପୁରି ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଥିଲା। ଏନେଇ ତଦନ୍ତ କରିବା ପରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି ଯେ, କେହି ହାତୀକୁ ଏଭଳି ସପୁରି ଜାଣିଶୁଣି ଖାଇବାକୁ ଦେଇ ନାହାଁନ୍ତି। ଜଙ୍ଗଲୀ…

କରୋନା ଆକ୍ରାନ୍ତ ଓଡ଼ିଆ ଶ୍ରମିକଙ୍କର ହରିୟାଣାରେ ମୃତ୍ୟୁ

ଉଦଳା,୮।୬(ଡି.ଏନ୍‌.ଏ.): ହରିୟାଣାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୩୨ ବର୍ଷୀୟ ସୁଶାନ୍ତ ସେନାପତି। ତାଙ୍କ ଘର ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ। ଦୀର୍ଘଦିନ ହେବ ସୁଶାନ୍ତ ହରିୟାଶାର…

ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର ଆଶଙ୍କା ରହିଛି। ନିକଟରେ ବୋଷ୍ଟନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ରୋମାଞ୍ଚକର ତଥ୍ୟ ଲୋକଲୋଚନକୁ ଆଣିଛନ୍ତି।…

ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ

ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଭିନ୍ନ ଛକ ଓ ଦୋକାନରେ…

ରତ୍ନଗର୍ଭା ସାଗର

ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ମହାସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଇଛି। ଏବେ ବିହାରରେ ଏକ କ୍ୱରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ମନୋରଞ୍ଜନ ପାଇଁ ନାଚୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri