ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍ ଖେଳ
ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ଡାଉନ୍ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ ନ ବୁଝି ଏହି ଅଞ୍ଚଳର ଅନେକ ଗାଁରେ ଗୋଟିଏ ଜାଗାରେ ୧୦/୨୦ଜଣ ଲେଖାଏଁ ବସି…
ଏ’ ଟିମ୍ର ଭାରତଗସ୍ତ ନେଇ ନ୍ୟୁଜିଲାଣ୍ଡ ଆଶାବାଦୀ
ଅକଲାଣ୍ଡ, ୩।୪(ପି.ଟି.)- କୋଭିଡ୍-୧୯ ସାରା ବିଶ୍ୱରେ ଆତଙ୍କ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡସି) ଏ’ ଦଳର ଭାରତ ଗସ୍ତ ନେଇ ବେଶ୍ ଆଶାବାଦୀ ଥିବା କହିଛି। ଅଗଷ୍ଟରେ ନ୍ୟୁଜିଲାଣ୍ଡ ଏ’ ଦଳ ଭାରତ ଗସ୍ତରେ ଆସିବ। ଏହି ଗସ୍ତ ନେଇ…
କୋଭିଡ୍-୧୯: ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି ନେଗେଟିଭ୍
ଜୋହାନ୍ସବର୍ଗ, ୩।୪(ପି.ଟି.): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନ ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ ଅଫିସର…
କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍ଡାଉନ୍
ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଚଳେ। ଏହାକୁ ଦୃଷ୍ଟିରେ ରଖି ଏବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ…
ସଟ୍ଡାଉନ୍ ପାଇଁ ସମସ୍ତ ଲକ୍ଡାଉନ୍ ପାସ୍ ରଦ୍ଦ, ବାହାରେ ବୁଲିଲେ ଉଠାଇ ନେବ ପୋଲିସ: ଅଭୟ
ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଉଛି। ରାଜଧାନୀ ସହ ଭଦ୍ରକ ଏବଂ କଟକ ସହର ସଟ୍ ଡାଉନ୍ ରହିବ। ପୂର୍ବରୁ ଲକ୍ଡାଉନ୍ ପାଇଁ ଜାରି ହୋଇଥିବା ସମସ୍ତ…
କରୋନା ମୁକାବିଲା: ସହଯୋଗ ପାଇଁ ହାତ ଯୋଡ଼ିଲା ଝାରସୁଗୁଡ଼ା ପୋଲିସ
ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଲୋକେ ସୁଧୁରୁ ନାହାନ୍ତି। ତେବେ ଶୁକ୍ରବାର ଝାରସୁଗୁଡା ପୋଲିସ ଲୋକଙ୍କୁ ଅଭିନବ ଉପାୟରେ…
କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା
ଚୌଦ୍ୱାର,୩ା୪ (ଡି.ଏନ୍.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ ନିହାତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ଭିତରେ…
ଏହି ସୁପରହିଟ୍ ଗୀତର ଶୁଟିଂ ସମୟରେ ଅସୁବିଧାରେ ପଡ଼ିଥିଲେ ରବୀନା
ମୁମ୍ବାଇ: ୧୯୯୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମୋହରା’ ସମସ୍ତ ଦର୍ଶକଙ୍କ ନିଶ୍ଚିତ ମନେଥିବ। ଏହି ଫିଲ୍ମରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ଜବରଦସ୍ତ ଅଭିନୟ କରିଥିଲେ। ଫିଲ୍ମରେ ରବୀନାଙ୍କୁ ଦର୍ଶକେ ବହୁ ପସନ୍ଦ କରିଥିଲେ। ଏହି ଫିଲ୍ମର ଏକ ଗୀତ…
ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା
ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ…
କୋରକୋରାର ବୋରିକ ମେଲଣ ସ୍ଥଗିତ
କଣ୍ଟାପଡା,୩।୪(ଡି.ଏନ.ଏ.):- କଟକସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ବୋରିକ ମେଲଣକୁ ମହାମାରୀ କୋରନା ଯୋଗୁ ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଚଳିତ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଲଣକୁ ସ୍ଥଗିତ…
ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ
କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି ବିଭିନ୍ନ ବାହାନା କରି ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହାସହ କଣାସ ବ୍ଲକରେ ଥିବା…
ଗାଁରେ ପ୍ରବେଶ ପାଇଁ ବାରଣ କରାଯିବାରୁ ନୌକାରେ କ୍ୱାରାଣ୍ଟାଇନ୍ରେ ରହିଲେ ବୃଦ୍ଧ
ମାଲଦା,୩।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି। ଭାରତରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି।…
Archives


