ହାତରେ ସାନିଟାଇଜର ଲଗାଇବା ପରେ କରୁଛନ୍ତି କି ଏସବୁ କାମ? ରୁହନ୍ତୁ ସତର୍କ ନଚେତ୍‌ ହୋଇପାରେ…

ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ଅନେକ ଦେଶ ଏଥିରେ କବଳିତ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆଜିପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରିନାହିଁ। ଫଳରେ ସାମାଜିକ ଦୂରତା, ମାସ୍କ ଏବଂ ହାତ ସାଇଟାଇଜ୍‌ କରିବା ହେଉଛି ଏକମାତ୍ର ବିକଳ୍ପ। ତେବେ ସାନିଟାଇଜର ଭୂତାଣୁ ମାରିଥାଏ ସତ, ହେଲେ ଏହାର ବ୍ୟବହାର କେଉଁ ସମୟରେ କରାଯିବା ଉଚିତ୍‌ କେଉଁ ସମୟରେ କରିବା ଉଚିତ୍‌ ନୁହେଁ ଜାଣନ୍ତୁ ସେ ସମ୍ପର୍କରେ…

Close up of hands using hand sanitizer

ଅଧିକାଂଶ ଲୋକ ଖାଇବା ପୂର୍ବରୁ ସାନିଟାଇଜର ବ୍ୟବହାର କରନ୍ତି, ଏହା ଦ୍ୱାରା ଭୂତାଣୁ ମରିଥାଏ ସତ। ମାତ୍ର ଏଥିରେ ମିଶିଥିବା ଆଲକହଲ ଏବଂ ରାସାୟନିକ ପଦାର୍ଥ ପେଟ ଭିତରକୁ ଯାଇ ନାନା ରୋଗ ସୃଷ୍ଟି କରିଥାଏ।

ସେହିପରି ଅଧିକାଂଶ ଲୋକ କରୋନାଠାରୁ ବର୍ତ୍ତିବା ପାଇଁ ଅଫିସରେ କିଛି ସମୟ ଅନ୍ତରରେ ହାତରେ ସାନିଟାଇଜର ଲଗାଇଥାନ୍ତି। ମାତ୍ର ସାନିଟାଇଜର ଲଗାଇବା ପରେ ବିଭିନ୍ନ ଅଙ୍ଗ ଯଥା ଆଖି, କାନ, ନାକକୁ ସ୍ପର୍ଶ କରିଥାନ୍ତି। ଫଳରେ ସାନିଟାଇଜରରେ ଥିବା ମାତ୍ରାଧିକ ଆଲକହଲ୍‌ ଏବଂ ରାସାୟନିକ ପଦାର୍ଥ ଚର୍ମ ପ୍ରତି ବିପଦ ସୃଷ୍ଟି କରିଥାଏ। ଯଥା ସମ୍ଭବ ଏଥିରୁ ନିବୃତ୍ତ ରହିବା ଉଚିତ୍‌। କମ୍‌ ସାନିଟାଇଜର ବ୍ୟବହାର କରି ସାବୁନରେ ଭଲ ଭାବେ ହାତ ଧୋଇବା ସବୁଠୁ ଭଲ।

ଯଦି ମାସ୍କକୁ ସାନିଟାଇଜ୍‌ କରୁଥାନ୍ତି, ତେବେ ଏହା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। କାରଣ ଏଥିରେ ଥିବା ରାସାୟନିକ ପଦାର୍ଥ ନାକ ପଟେ ପେଟ ଭିତରକୁ ଯାଇଥାଏ। ଫଳରେ ନାନା ପେଟରୋଗ ସମସ୍ୟା ଦେଖାଦିଏ। ବିଶେଷଜ୍ଞଙ୍କ ମତରେ ସାନିଟାଇଜ୍‌ କରିବା ଦ୍ୱାରା ଭୂତାଣୁ ମରିଥାଏ। ମାତ୍ରାଧିକ ସାନିଟାଇଜ୍‌ର ବ୍ୟବହାର କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?