Home

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୨୪୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଲା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୨୧୪ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ…

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକରିବ ‘ଆରୋଗ୍ୟ ସନ୍ଦେଶ’

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଏକ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଏପରି ଏକ ମିଠା ପ୍ରସ୍ତୁତ କରୁଛନ୍ତି ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। ଏହି ‘ସନ୍ଦେଶ’ଖୁବ୍‌ଶୀଘ୍ର ବଜାରରେ ମିଳିବ। ଗାଇ କ୍ଷୀରରେ ତିଆରି ଛେନାରେ ସୁନ୍ଦରବନ ମହୁକୁ ମିଶ୍ରଣ…

ଗେଣ୍ଡା ଫୁଲ୍‌ ଗୀତ ଗାଇବା ଅଭ୍ୟାସ କରୁଛନ୍ତି ଏହି କ୍ରିକେଟର

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌…

କରୋନା ପଜିଟିଭ୍‌ ଡାକ୍ତରଙ୍କ ସଂସ୍ପର୍ଶରେ ୬ ପରିବାର: ସଙ୍ଗରୋଧରେ ରହିଲେ ୪୦

ରସୁଲପୁର,୨୯ା୬ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁର ଜଣେ ଦାନ୍ତ ଡାକ୍ତର ଗତ ୨୩ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ଡାକ୍ତର କଟକରେ ରହୁଥିଲେ ହେଁ…

୭୦୯ କିମି ଲମ୍ବ ବିଜୁଳି: ଚମକିଲା ୧୬ ସେକେଣ୍ଡ ପର୍ଯ୍ୟନ୍ତ

ବ୍ରାସିଲିଆ, ୨୯।୬: ଆକାଶରେ ବିଜୁଳି ଚମକିଥାଏ। ତେବେ ଏହା କିଛି ସମୟ ମଧ୍ୟରେ ବନ୍ଦ ହୋଇଯାଇଥାଏ। ସେହିପରି ଏହାର ଲମ୍ବ ମଧ୍ୟ କିଛି କିମି ମଧ୍ୟରେ ରହିଥାଏ। ତେବେ ବ୍ରାଜିଲ୍‌ରେ ୭୦୯ କିମି ଲମ୍ବର ବିଜୁଳି ରେକର୍ଡ କରାଯାଇଛି। ସେହିପରି ଆର୍ଜେଣ୍ଟିନାରେ…

ସ୍ମାର୍ଟ ଛେଳି, ଗଛରୁ ପତ୍ର ଖାଇବା ପାଇଁ ଏମିତି ନେଲା ପଦକ୍ଷେପ

ଆଜିକାଲି ସ୍ମାର୍ଟ ଯୁଗରେ କେବଳ ମଣିଷ ନୁହେଁ,ପଶୁପକ୍ଷୀମାନେ ବି ସ୍ମାର୍ଟ ହୋଇଗଲେଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ଭୋକିଲା ଛେଳି ଗଛରୁ ପତ୍ର ଖାଇବା ପାଇଁ ଏକ ମଇଁଷିର ସାହାରା ନେଇଛି। ମଇଁଷିଟି ଗଛରେ ବନ୍ଧା ହୋଇଥିବାବେଳେ ଛେଳିଟି…

ଚାକିରିରେ ଯୋଗ ଦେବା ପୂର୍ବରୁ ଜୀବନ ହାରିଲେ ଓଏଫ୍‌ଏସ୍‌ ଅଧିକାରୀ

ଭୁବନେଶ୍ୱର,୨୯ା୬(ବ୍ୟୁରୋ) : ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଓଏଫ୍‌ଏସ୍‌ ଅଧିକାରୀ। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳର ଓଏଫ୍‌ଏସ୍‌ ଅଫିସର ଅଭିଳାଷ ସ୍ବରୂପ ମହାପାତ୍ର କ’ଣ ପାଇଁ ଆତ୍ମହତ୍ୟା…

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁଜାଫରପୁର ସହିତ ଉତ୍ତର ବିହାରରେ ହାଇ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀମାନେ…

କ୍ଷେତରେ ସ୍ତ୍ରୀଙ୍କ ସହ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଲେ ବୃଦ୍ଧ କୃଷକ

କ୍ଷେତରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଛନ୍ତି ଜଣେ ବୃଦ୍ଧ କୃଷକ। ବଲିଉଡ୍‌ର ବଡବଡ କଣ୍ଠଶିଳ୍ପୀ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଜଣେ କୃଷକ କ୍ଷେତରେ ସମୟ ବାହାର କରି ନିଜ ସ୍ତ୍ରୀଙ୍କ ସହ ଫିଲ୍ମ ‘ଫ୍ରଫେସର’ର ଏକ ଗୀତ ଆଓ୍ବାଜ୍‌…

କୋଭିଡ୍‌ କଟକଣା ଉଲ୍ଲଂଘନ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡ଼ା ଅଫିସ,୨୯ା୬: କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରିଛି। ଗତ କିଛିଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।…

ଅନନ୍ତନାଗରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଖୁଲଚୋହର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା। ରବିବାର…

ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମେତ ରାଜ୍ୟର ଆୟ ମଧ୍ୟ ହ୍ରାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri