ଆମେରିକାରେ ନୂଆ ପ୍ରବାସନ ନେଇ କଟକଣା: ଟୁଇଟ୍ କଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୧।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ନୂଆ ପ୍ରବାସନ କଟକଣା ଜାରି କରିବାକୁ ଯାଉଥିବା…
ମେ ୩ ଯାଏ ଜିଏମ୍, ରେଭେନ୍ସା ବିଶ୍ୱବିଦ୍ୟାୟ ବନ୍ଦ: ୨ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତିି ପ୍ରକାଶ
ଭୁବନେଶ୍ୱର, ୨୧।୪(ବ୍ୟୁରୋ): ସମ୍ବଲପୁର ଗଙ୍ଗଧର ମେହେରା ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବାଦି୍ୟାଳୟ ମେ’ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ଏହି ୨ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତିି ପ୍ରକାଶ ପାଇଛି। ରେଭେନ୍ସାରେ ଜୁନ୍ ୧୭ ଯାଏ…
ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ
ଛତ୍ରପୁର, ୨୧।୪(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସକାଳେ ଟୁଇଟ୍ କରି ଜଣାଇଛନ୍ତି। ବ୍ୟାଙ୍କଗୁଡିକରେ ଭିଡ଼ ନିୟନ୍ତ୍ରଣ କରିବା…
ଲକ୍ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ
ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍ଡାଉନ୍ ହେବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରୁ ଆଉ ଫେରି ପାରି ନ ଥିଲେ।…
କୋହଲିଙ୍କ ଟ୍ରିମ୍ ଆଟ୍ ହୋମ୍
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ନେଇ ଆସନ୍ତି ସେଲିବ୍ରିଟି। ଆଉ ଲୋକେ ବି ଏହାକୁ ଖୁବ୍ ଆପଣେଇବାର ଦେଖିବାକୁ ମିଳିଥାଏ। ଏବେ ଏମିତି ଏକ ଚ୍ୟାଲେଞ୍ଜ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ କ୍ରିକେଟ…
କିମ୍ ଜୋଙ୍ଗ୍ ଉନ୍ଙ୍କ ବ୍ରେନ୍ ଡେଡ୍: ଗଣମାଧ୍ୟମ ରିପୋର୍ଟ !
ଓ୍ବାଶିଂଟନ,୨୧।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିବା କେତେକ ବିଦେଶୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଗଣମାଧ୍ୟମ ସଂସ୍ଥା…
ପୋଲିସ୍ ପାଳୁଛି ‘ବାର୍ଥ ଡେ’
ଅମୃ଼ତସର: ଲକ୍ଡାଉନ୍ ସମୟରେ ପୋଲିସ୍ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍ଡାଉନ୍ ନିୟମ ମାନିବାକୁ ପୋଲିସ୍ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି। ଠିକ୍ ଏମିତି ଏକ ଭିନ୍ନ ଉଦ୍ୟମ କରି ଏବେ ସମସ୍ତଙ୍କ ପ୍ରିୟ…
ରାଜ୍ଙ୍କ ସହ ଓ୍ବାର୍କଆଉଟ୍ କଲେ ଶିଳ୍ପା
ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଓ୍ବାର୍କଆଉଟ୍ କରୁଛନ୍ତି। ତାଙ୍କ ପୁଅ ମଧ୍ୟ ଏହି ଭିଡିଓରେ ଉଭୟ ମା’- ବାପାଙ୍କ…
ବାଲେଶ୍ୱର, ଭଦ୍ରକ, ଯାଜପୁର ପାଇଁ ଷ୍ଟେଟ୍ ର଼୍ୟାପିଡ୍ ରେସପନ୍ସ ଟିମ୍ ଗଠିତ
ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ଦିନ ଭିତରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୩ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ଏହି…
ଭୋକରେ ଅସହାୟ ପ୍ରାଣୀ
ଲକ୍ଷ୍ନୌ: ସାରା ଦେଶରେ ଲକ୍ଡାଉନ ଜାରି ଥିବା ଯୋଗୁ ଲୋକେ ଘର ଭିତରେ ନିଜକୁ ବନ୍ଦ କରି ରଖିଛନ୍ତି। ଫଳରେ ବାହାରେ ବୁଲୁଥିବା ପ୍ରାଣୀ ଖାଦ୍ୟ ପାଇପାରୁ ନାହାନ୍ତି। ଏପରି ସ୍ଥିତିରେ ଉତ୍ତରପ୍ରଦେଶରେ ସୋମବାର ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।…
ମମତା ଆଗରେ ହାର୍ ମାନିଛି ଲକ୍ଡାଉନ
ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍ ଏମିତି କିଛି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ପୁଅର ଅସୁସ୍ଥତା ଖବର ପାଇବା ମାତ୍ରେ…
ମତୁଆଲା କଲା ନୋରାଙ୍କ ଡ୍ୟାନ୍ସ
ମୁମ୍ବାଇ: ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡ୍ରେ ବେଶ୍ ଲୋକପ୍ରିୟ ହୋଇଛନ୍ତି ନୋରା ଫତେହି। ଏବେ ଫ୍ୟାନ୍ମାନଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣିଥରେ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଡ୍ରେ ଶେୟାର କରିଛନ୍ତି। ଯାହା ଫ୍ୟାନ୍ମାନଙ୍କୁ ବେଶ୍ ଭଲ ଲାଗିଛି।…
Archives


