ଲକ୍ଡାଉନ ସ୍ଥିତି ଯାଞ୍ଚ କରିବା ସହ ସଚେତନ କଲେ ଏସ୍ପି
ପଦ୍ମପୁର,୨୩।୪(ଡି.ଏନ୍.ଏ.): ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଉକ୍ତ ଅଞ୍ଚଳରୁ କାହାରିକୁ ପ୍ରବେଶ…
ମୋଗା ଜିଲା ହେଲା କରୋନା ମୁକ୍ତ
ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ଜିଲା କରୋନା ମୁକ୍ତ ହୋଇଛି ବୋଲି ଗୁରୁବାର ଘୋଷଣା କରିଛନ୍ତି…
କୋରାପୁଟ ଗସ୍ତରେ ୫ଟି ସଚିବ
ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୫ଟି ସଚିବ ବିଭିନ୍ନ ଜିଲାର କୋଭିଡ ହସ୍ପିଟାଲକୁ…
ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍
ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ନ୍ୟୁୟର୍କ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ବି…
ଠିକ। ଶ୍ରମିକଙ୍କୁ ସିଆଇଏସ୍ଏଫ୍ର ଦୁର୍ବ୍ୟବହାର: ନ।ଲକୋ ସ୍ମେଲଟରରେ ଉତ୍ତେଜନା
ବଅଁରପାଳ,୨୩।୪(ଡି.ଏନ୍.ଏ): ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକଙ୍କୁ ସିଆଇଏସ୍ଏଫ୍ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଉଛି। ଗୁରୁବାର ସକାଳେ ବିନୟ ପରିଡ଼ା ନାମକ ଜଣେ ଠିକା ଶ୍ରମିକ ପ୍ଲାଣ୍ଟରୁ ବାହାରୁଥିବା ବେଳେ ସିଆଇଏସ୍ଏଫ୍ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…
୧୫୪ କୋଟି ପିଲାଙ୍କ ପାଠପଢ଼ା ପ୍ରଭାବିତ
ଜାତିସଂଘ,୨୩ା୪: କୋଭିଡ୍-୧୯ ସଂକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ୧୫୪ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏପରି ହେଲେ ଆଗାମୀ ଦିନରେ ଅନେକ ଛାତ୍ରୀ ପାଠପଢ଼ାରେ ଡୋରି ବାନ୍ଧିପାରନ୍ତି। ଏହା ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବୃଦ୍ଧି…
କରୋନା ପଢ଼ାଇବ ସମାନୁଭୂତିର ଗଣିତ
ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି, ଅନୁକମ୍ପା ଓ ଦୟାଭାବ ଆଦି ସକାରାତ୍ମକ ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବା ଉଚିତ। କାରଣ…
୫ଦିନ ମଧ୍ୟରେ ବହି ବଣ୍ଟା ଶେଷ କର
ଭୁବନେଶ୍ୱର, ୨୩ା୪(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଛି। ଦଶମ ପିଲାଙ୍କ ପରୀକ୍ଷା ମୂଲ୍ୟାୟନ ଶେଷ ହୋଇପାରି ନ ଥିବାବେଳେ ଯୁକ୍ତ୨ ପରୀକ୍ଷା ମଧ୍ୟ ଶେଷ ହୋଇନାହିଁ। ଏସବୁକୁ ନେଇ ସରକାର ଚିନ୍ତାରେ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ…
ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ
ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ…
ଗଣତନ୍ତ୍ର ବିରୋଧରେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ
ନୂଆଦିଲ୍ଲୀ,୨୩ା୪: ଜୋସ୍ ଓର୍ଟେଗା ଓ୍ବାଇ ଗାସେଟ୍ ହେଉଛନ୍ତି (୧୮୮୩-୧୯୫୫) ବିଂଶ ଶତାବ୍ଦୀର ବହୁଳ ଭାବେ ବିସ୍ମୃତ ବିଚାରକ। ସ୍ପେନ୍ର ଏହି ରୂଢ଼ି ବିରୋଧୀ ଦାର୍ଶନିକଙ୍କ ସବୁଠୁ ଉତ୍କୃଷ୍ଟ ସାମାଜିକ ବିଜ୍ଞାନ କୃତି ‘ଦି ରିଭୋଲ୍ଟ ଅଫ୍ ଦି ମାସେସ୍’ରେ ବିଶ୍ୱକୁ ନେଇ…
ପୋଲିସ-ମାଓବାଦୀ ଗୁଳି ବିନିମୟ
ମାଲକାନଗିରି, ୨୩ା୪(ଡି.ଏନ୍.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି…
ବଢ଼ିବନି ବିଦ୍ୟୁତ୍ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍ସି) ଏବେ ଆଉ ଶୁଳ୍କ ବୋଝ ଲଦିବାକୁ ଚାହୁଁ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆର୍ସି ବିଦ୍ୟୁତ ଦରକୁ…
Archives


