ହାଇଓ୍ବା ଧକ୍କାରେ ଇନୋଭା ଚୁର୍ମାର: ଡ୍ରାଇଭର ମୃତ, ୭ ଗୁରୁତର
କେନ୍ଦୁଝର/ଚମ୍ପୁଆ,୧ା୭(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ନାରଦପୁର ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି…
‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍
ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍ ଆପ୍କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍ ଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ‘ଟିକ୍ଟକ୍’ ଆପ୍। କେନ୍ଦ୍ର ସରକାରଙ୍କ ଘୋଷଣା ପରେ…
ପ୍ରଶଂସକଙ୍କୁ ପାଣି ପିଇବାର ସଠିକ୍ ପ୍ରକ୍ରିୟା ଶିଖାଇଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଷ୍ଟାଇଲିଷ୍ଟ ଅଭିନେତ୍ରୀ ମଲାଇକା ଅରୋରା ନିଜ ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ମଲାଇକାଙ୍କ ପ୍ରାୟ ସମୟରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଫିଟ୍ନେସ୍ ମାମଲାରେ ସବୁବେଳେ ଟପ୍ରେ…
୧୦ ବର୍ଷ ଧରି ଥିଲେ ବସ୍ କଣ୍ଡକ୍ଟର, ଏବେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ
ଯେକୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ଲାଭ କରିବା ନିଶ୍ଚିତ ଖୁସିର କଥା। ମାତ୍ର ଜଣେ ଫିଲ୍ମ ଲାଇନ୍ର ନ ହୋଇ ବି ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।…
ମାଗଣାରେ ଲୋକଙ୍କୁ ମାସେ ଯାଏଁ ମିଳିବ ଭିଟାମିନ୍-ସି’ଯୁକ୍ତ ଫଳ
ଅଗରତାଲା, ୧।୭: ତ୍ରିପୁରାରେ ଲୋକଙ୍କୁ ମାଗଣାରେ ଭିଟାମିନ୍-ସି’ଯୁକ୍ତ ଫଳ ମାସେ ଯାଏଁ ଯୋଗାଇ ଦିଆଯିବ। ଏହାଦ୍ୱାରା କରୋନା ଲଢ଼େଇରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ…
ନାବାଳିକାଙ୍କୁ ବଳାତ୍କାର ଘଟଣା: ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ
କଟକ ଅଫିସ,୧।୭-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଛି। ଏ ନେଇ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କୁ ଅନୁଗୋଳ ଜିଲା ହଣ୍ଡପା ଅଞ୍ଚଳରୁ…
ଚାଇନାର ସୋସିଆଲ ମିଡିଆ, ଓ୍ବେଇବୋରୁ ହଟିଲା ମୋଦିଙ୍କ ପୋଷ୍ଟ
ନୂଆଦିଲ୍ଲୀ,୧।୭: ଭାରତ ସରକାର ଭାଇନାର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ମାଇକ୍ରୋବ୍ଲଗିଙ୍ଗ ଓ୍ବେବସାଇଟ ଓ୍ବେଇବୋରୁ ହଟି ଯାଇଥିବା ଜଣାପଡିଛି। ମୋଦି ଏହି ସୋସିଆଲ ମିଡିଆରେ କିଛି ବର୍ଷ ପୂର୍ବରୁ ଯୋଗ ଦେଇଥିଲେ।…
କାହିଁକି ସଲ୍ମାନଙ୍କ ଫାର୍ମ ହାଉସ୍ ଛାଡିଲେ ଜ୍ୟାକଲିନ
ମୁମ୍ବାଇ: କରୋନା ଲକ୍ଡାଉନ ଆରମ୍ଭ ହେବା ପରଠାରୁ ବଲିଉଡ୍ ଦବଙ୍ଗ ସଲମାନ ଖାଁଙ୍କ ନିଜ ପରିବାରଙ୍କ ସହ ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍ରେ ରହି ସମୟ ବିତାଉଛନ୍ତି। ତାଙ୍କ ସହ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍ ମଧ୍ୟ ରହିଆସୁଥିଲେ। କିନ୍ତୁ ଏବେ…
ପାକିସ୍ତାନ ଜେଲ୍ରେ ୩୨୪ ଭାରତୀୟ ବନ୍ଦୀ
ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୫୪ ଜଣ ସାଧାରଣ ଲୋକ ଥିବାବେଳେ ୨୭୦ ଜଣ ଧୀବର ରହିଛନ୍ତି। ସେହିପରି…
ଶପଥ ନେଲେ ଆନନ୍ଦିବେନ ପଟେଲ
ଭୋପାଳ,୧।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏବେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ଥିବା ବେଳେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ଥିବା…
ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନାହିଁ। ଏହା କେବଳ ଏକ ଆତ୍ମହତ୍ୟା ମାମଲା। ଭିସ୍ରା ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ…
ପ୍ରଶଂସକଙ୍କ ସହ ଅନ୍ଲାଇନ୍ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ରେ ବଲିଉଡ୍ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ ‘କବୀର ସିଂହ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ କିୟାରା ଆଡ୍ଭାନୀ ଏକ ଖାସ୍ ଅନ୍ଦାଜ୍ରେ…
Archives


