Home

ଗଞ୍ଜାମକୁ ଟପିଲା ଯାଜପୁର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟର ୨୯ଜିଲା ଏବେ କରୋନା କବଳରେ। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଅଭିନୟ ମାୟାରେ ପଡ଼ିଯାଇଛି

ଜଣେ ଚରିତ୍ର ଅଭିନେତା ଭାବରେ ସେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ତା’ ସହ ନିଜର ପ୍ରତିଭାର ଆଉ ଏକ ପରିଚୟ ସେ ଦେଇଛନ୍ତି ଜଣେ ନାଟ୍ୟକାର ଭାବରେ। ସାମ୍ପ୍ରତିକ ଘଟଣାବଳୀକୁ ନେଇ ନାଟକ ରଚନା କରି ସେ ସାଉଁଟିଛନ୍ତି…

ଅନିଦ୍ରା ରହିଥିଲେ ପ୍ରିୟଙ୍କା

ନିକ୍‌ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରା ପ୍ରାୟ ଅଭିନୟ ନିକଟରୁ ଦୂରେଇ ଯାଇଛନ୍ତି। ଯଦି ସୁଯୋଗ ମିଳେ ତେବେ ଏବେ ମଧ୍ୟ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରି ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ତୟାର…

କଂଗ୍ରେସର ‘ସ୍ପିକ୍‌ ଅଫ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ନିରଞ୍ଜନ କହିଲେ ‘ଏବେ ଚାଲିଛି ୩-ପି’ ସରକାର’

ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସର ‘ସ୍ପିକ୍‌ ଅଫ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମନ୍ତବ୍ୟ ରଖି କହିଛନ୍ତି, ଏବେ କେନ୍ଦ୍ର ଏବଂ ରାଜ୍ୟରେ ‘୩-ପି’ ସରକାର ଚାଲିଛି। ପ୍ରତିଶ୍ରୁତି, ପ୍ରଚାର, ପ୍ରତାରଣାର ସରକାର ଚାଲିଛି।…

ବଜ୍ରପାତରେ ଦୁଇଜଣଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୨୮ା୫: ବାଲେଶ୍ୱର ଜିଲାରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଗୁରୁବାର ପୂର୍ବାହ୍ନରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଫଳରେ ବାଲିଆପାଳର କେନ୍ଦୁଡିହା ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ସମୟରେ ଜଣେ…

ଅମାନିଆ ଦିଲ୍‌

ଦିଲ୍‌ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍‌ ବଡ଼ ଅମାନିଆ। ତାକୁ ନିଜ କବ୍‌ଜାରେ ରଖିବା ଭାରି କଷ୍ଟକର, ନୁହେଁ ? କାହାଣୀ ଅନୁସାରେ ଗୋଟିଏ…

କେବଳ ଆକ୍ଟିଂ

ବରୁଣ ଧାଓ୍ବନ ଏବେ କେବଳ ଗୋଟିଏ କଥାରେ ମନୋନିବେଶ କରିଛନ୍ତି। ତାହା ହେଲା ଆକ୍ଟିଂ। କାରଣ ଆଗକୁ ତାଙ୍କୁ ବହୁତ ବାଟ ଯିବାର ଅଛି। ଏବେ ତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ହୋଇଛି। ତେଣୁ ଆରମ୍ଭରୁ ଅଭିନୟ ପ୍ରତି ଠିକ ଧ୍ୟାନ…

କରୋନା ମୁକାବିଲା: ଦେଶର ୫୩୧ ଜିଲାରେ ନାହିଁ ଟେଷ୍ଟିଂ ଲ୍ୟାବ୍‌

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଦେଶର ୭୧୭ ଜିଲା ମଧ୍ୟରୁ କେବଳ ୧୮୬ ଜିଲାରେ ଟେଷ୍ଟିଂ ଲ୍ୟାବ୍‌…

ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ତାଙ୍କ ଲ୍ୟାପ୍‌ଟପ୍‌ ଖରାପ ହୋଇଯାଇଛି। ସେ ନିଜ…

ଚାଟ୍‌ ଶୋ’ରେ ଅମୃତାଙ୍କୁ କିସ୍‌ କରିଥିଲେ ସୈଫ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ଦିନଥିଲା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ସିଂହଙ୍କୁ ସବୁଠୁ ଶକ୍ତିଶାଳୀ କପଲ କୁହାଯାଉଥିଲା। ତାଙ୍କ ପ୍ରେମସମ୍ପର୍କ ସେତେବେଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ସୈଫ୍‌ ନିଜଠାରୁ ୧୨ ବର୍ଷ ବଡ଼ ଅମୃତା ସିଂହଙ୍କୁ ବିବାହ କରିବା ଇଣ୍ଡଷ୍ଟ୍ରିରେ କେହି ବିଶ୍ୱାସ କରୁ…

୨୨ ହଜାର ଟଙ୍କାରେ ୨ ମାସର ଶିଶୁ ବିକ୍ରି କଲେ ପ୍ରବାସୀ ଶ୍ରମିକ

ହାଇଦ୍ରାବାଦ,୨୮।୫: କରୋନା ମହାମାରୀ ଯୋଗୁ ଭାରତରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ ପ୍ରବାସୀ ଶ୍ରମିକ ଖାଇବାକୁ ନ ପାଇ ନିଜର ୨ ମାସର ଶିଶୁକୁ ୨୨ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ମେ ୨୩ରେ ପ୍ରବାସୀ…

ଭଦ୍ରକରୁ ଗଡ଼ିଲା ବସ୍‌

ଭଦ୍ରକ ଅଫିସ,୨୮।୫: ରାଜ୍ୟରେ ବେସରକାରୀ ବସ୍‌ ସେବା ଗୁରୁବାରଠାରୁ ଆରମ୍ଭ ହୋବାକୁ ପୂର୍ବରୁ ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରରେ ମଧ୍ୟ ଗୁରୁବାରଠୁ ବସ୍‌ ସେବା ଆରମ୍ଭ ହୋଇଛି। ଭଦ୍ରକ ବନ୍ତ ଛକ ସ୍ଥିତ ଷ୍ଟାଣ୍ଡରେ ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri