Home

ଝିଅର ଚିକିତ୍ସାରେ ଅର୍ଥ ବାଧକ

ବରଗଡ଼ ଅଫିସ୍‌,୨୭।୪: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ମା’ ରୀତା ଓ ବାପା ସୁଶୀଳ ଖମାରୀଙ୍କ ୩ଝିଅ ମାନି, ରୁନି ଓ ବିନି । ଅର୍ଥାଭାବରୁ ମାଟ୍ରିକ ପାସ୍‌ ପରେ ବଡ଼ଝିଅ ମାନିର ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବାବେଳେ…

ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା କରୁ…

ଆଉ ମାସେ ବଢିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୨୭।୪: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ…

ଘର ଘର ବୁଲି ପନିପରିବା ବିକିଲେ ଏସ୍‌ଏଚ୍‌ଜି ସଦସ୍ୟା

ବଲାଙ୍ଗୀର, ୨୭ା୪-ବଲାଙ୍ଗୀର ସହରର ପୌରାଞ୍ଚଳରେ ଏସ୍‌ଏଚ୍‌ଜି ଗୁ୍ରପର ମହିଳାମାନେ ଓର୍‌ମାସ ସହଯୋଗରେ ଗାଡିରେ ଘରଘର ବୁଲି ପନିପରିବା ବିକ୍ରି କରୁଥିବା ଭଗବତୀନଗରରେ ଦେଖିବାକୁ ମିଳିଛି ା ସାନିଟାଇଜରରେ ହାତ ଧୋଇବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରଖି ଏମାନେ ପନିପରିବା…

ଲକ୍‌ଡାଉନ ଅବଧି ଆଉ ମାସେ ବଢ଼ାଯାଉ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ମୁକାବିଲାର ଗୋଟିଏ ବାଟ ହେଉଛି ଲକ୍‌ଡାଉନ୍‌। ତେଣୁ ଏହି ଲକ୍‌ଡାଉନକୁ ଆହୁରି ମାସେ ବଢ଼ାଇବା ଦରକାର। କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ ଲକ୍‌ଡାଉନ ବଢ଼ାଇବାକୁ ହେବ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।…

ଧରିତ୍ରୀରେ ପ୍ରକାଶିତ ଖବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌

ବରଗଡ଼ ଅଫିସ୍‌,୨୭।୪: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବରଗଡ଼, ବଲାଙ୍ଗୀର ଏବଂ ରାୟଗଡ଼ା ଜିଲାର ୪୭ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି । ଏ ନେଇ ସୋମବାର ଧରିତ୍ରୀରେ ଆନ୍ଧ୍ରରୁ ଗାଁ ମୁହାଁ ଶ୍ରମିକ ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି…

କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବିଶାଖାପାଟଣା ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୭…

ବଜ୍ରପାତ ନେଲା ନାବାଳକଙ୍କ ଜୀବନ

ବରଗଡ଼ ଅଫିସ୍‌,୨୭।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡିଆଢ଼ିପା ଗ୍ରାମରେ ସୋମବାର ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ଚୂଡ଼ାମଣି ମାଝୀଙ୍କ ପୁଅ ନିର୍ମଳ। ସକାଳୁ ସେ ଛେଳି ଚରାଇବାକୁ ଯାଇଥିଲେ। ଏତିକିବେଳେ…

୭୫ହଜାର ଅସହାୟଙ୍କୁ ଖାଦ୍ୟ ଦେଲେ ପ୍ରଣୀତା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁଆଡେ ବନ୍ଦ ଥିବାରୁ ଗରିବ, ଅସହାୟମାନଙ୍କ ପାଖରେ କାମ ଧନ୍ଦା ନ ଥିବାରୁ ସେମାନେ ଖାଇବା ପାଇଁ ଏବେ ବହୁତ ହଇରାଣ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା…

ଶାଢ଼ିପିନ୍ଧା ଫଟୋ ଶେୟାର କଲେ ଅଦା

ମୁମ୍ବାଇ:ଲକ୍‌ଡାଉନ୍‌ ପାଇଁ ବଲିଉଡ୍‌ ତାରକାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍‌ମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ କରି ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। କିଏ କୁକିଂ ତ ଆଉ କିଏ ଡ୍ୟାନ୍ସିଂ। ଆଉ କେହି…

ଡ୍ରେସ ବଦଳରେ ତକିଆ ପିନ୍ଧିଲେ ତମନ୍ନା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ରେ ସମସ୍ତ ବଲିଉଡ୍‌ ଅଭିନେତା, ଅଭିନେତ୍ରୀମାନେ ଏକପ୍ରକାର ବନ୍ଦ ହୋଇଯାଇଛନ୍ତି। ସେଥିଲାଗି କିଛିଦିନ ହେଲେ ସବୁ ଅଭିନେତା ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି।…

ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତିମଣ୍ଡପ

ପୁରୀ ଅଫିସ,୨୭।୪: ମହାମାରୀ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବା ବେଳେ ମୁକ୍ତି ମଣ୍ଡପ ରଥଯାତ୍ରା ପ୍ରସଙ୍ଗରେ ତା’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri