Home

କରୋନାରୁ ରକ୍ଷା ପାଇବା ପାଇଁ ଦମ୍ପତି ନେଲେ ଏହି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶ କିଛି ନା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମୟରେ ଋଷ୍‌ର ଏକ ଦମ୍ପତି କରୋନାରୁ…

ପିଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭୦ ବର୍ଷୀୟ ବୃଦ୍ଧ, ଦେଇଥିଲେ ଏଭଳି ଧମକ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କ ଜୁଲାଇ ୫ ଅର୍ଥାତ ଆଜି ଜନ୍ମଦିନ। ସେ ବ୍ୟାଡ୍‌ମିଣ୍ଟନରେ ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଜିତିଥିବା ଏକମାତ୍ର ଭାରତୀୟ ଖୋଳାଳି। ସାଇନା ନେହଓ୍ବାଲଙ୍କ ଭଳି ପିଭିଙ୍କ ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି। ୨୦୧୯ରେ ସେ ଏହି…

ନିର୍ବନ୍ଧ ଭାଙ୍ଗିବାରୁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଜୟପୁର,୫।୭: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାର ପତରୋଡାରେ ଗ୍ରାମରେ ଏକ ନିଆରା ଘଟଣା ଘଟିଛି। ନିର୍ବନ୍ଧ ଭାଙ୍ଗିଯିବାରୁ ଜଣେ ଯୁବକ ନିରାଶ ହୋଇ ପାଣି ଟାଙ୍କି ଉପରେ ଚଢି ନିଜ ରାଗ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଯେଉଁ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ…

ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଗୁରୁ, ଶିକ୍ଷକ ଏବଂ ବରିଷ୍ଠ କ୍ରିକେଟରଙ୍କୁ ମନେ ପକାଇ କହିଛନ୍ତି, ମଁୁ ସେହି…

ହଲିଉଡ୍‌ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍‌ ଆକ୍ଟର ଓ୍ବିଲ୍‌ ସ୍ମିଥ୍‌ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ ସମ୍ଭବ ନୁହେଁ ବୋଲି ଏଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ପରିବାର ସଦସ୍ୟଙ୍କ…

ବ୍ୟବସାୟରେ ସଫଳତା ପାଇବାକୁ ଚାହାନ୍ତି,କରନ୍ତୁ ଏହି କାମ…

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟବସାୟୀ ସର୍ବଦା ବିପଦ ପାଇଁ ପ୍ରସ୍ତୁତଥାନ୍ତି। ଜଣେ ବେପାରୀ ଦୁନିଆର…

ନିଜ ଠାରୁ ୭ ବର୍ଷ ବଡ ଧୋନୀଙ୍କ ପ୍ରେମରେ କେମିତି ପଡିଥିଲେ ସାକ୍ଷୀ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିବାହର ୧୦ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ ୭ ବର୍ଷ ସାନ ସାକ୍ଷୀ ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ମିଡିଆରେ ତାଙ୍କ…

ଆମେରିକୀୟ ଟେନିସ ଖେଳାଳି ଫ୍ରାନ୍‌ସେସ୍‌ କରୋନା ପଜିଟିଭ୍‌

ନ୍ୟୁୟର୍କ,୫।୭: ଆମେରିକୀୟ ଟେନିସ ଖେଳାଳି ଫ୍ରାନସେସ୍‌ ଟିଆଫୋଏ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ଟେଷ୍ଟରେ ତାଙ୍କର ନମୁନା ପଜିଟିଭ ବୋଲି ସେ କହିଛନ୍ତି। ଟୁଇଟ୍‌ କରି ସେ ଏ ନେଇ ସୂଚନା ଦେଇଛନ୍ତି। ଏହି କାରଣରୁ ସେ ଆଟଲାଣ୍ଟାରେ ଖେଳାଯିବାକୁ…

ଅଭ୍ୟାସ ଆରମ୍ଭ କଲେ ପୂଜାରା

ରାଜକୋଟ,୫।୭: ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଅଭ୍ୟାସ ଆରମ୍ଭ କରିଛନ୍ତି। କରୋନା ଭାଇରସ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ସେ ଘରେ ଥିଲେ। ତେବେ ସ୍ଥିତି ସାମାନ୍ୟ ହେବା ପରେ ସେ ଏକା ଏକା ନେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ…

୨୫ ବର୍ଷରେ ପଦାର୍ପଣ କଲେ ସିନ୍ଧୁ

ହାଇଦ୍ରାବାଦ୍‌,୫।୭: ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି। ସିନ୍ଧୁଙ୍କ ଏହି ୨୫ତମ ଜନ୍ମଦିବସ ଅବସରରେ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଟୁଇଟ୍‌ କରି…

କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ, ଘଷିପୁରା, ହରିଚନ୍ଦନପୁର, ପାଟଣା, ହାଟଡିହି ଓ ସଦର ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ…

କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍‌ ବ୍ୟାଟ୍‌ କହି ନାନା ପ୍ରକାର ରୋଚକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri