Home

୧୫ ଜିଲାରୁ ୧୩୭ କରୋନା ପଜିଟିଭ, ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ସୋମବାର ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୭ଜଣ ୧୫ଟି ଜିଲାର। ସେହିପରି ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ୍‌’ ମୁକାବିଲା ସାରି ଫେରିଥିବା ୯ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଆକ୍ରାନ୍ତ ହୋଇଥିବା ସୂଚନା ଓ…

ଅନୁଗୋଳରେ ପୁଣି ୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା

ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି ୪୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ…

ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ସ୍ଥାନୀୟ ଜଦିଦ୍‌ କବରସ୍ତାନରେ ଗତ ଅଢ଼େଇମାସ ମଧ୍ୟରେ ସର୍ବାଧିକ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି।…

CORONAVIRUS UPDATE: ରାଜ୍ୟରେ ପୁଣି ୧୪୬ ପଜିଟିଭ୍‌: ୪୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୫ା୬(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ…

ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ ୧୫।୬: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ସୋମବାର ସକାଳେ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା…

ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୭। କାର୍ଲିଓଭା ଜିଲାର ବିଙ୍ଗୋଲଠାରେ ଏହା ରବିବାର…

ସୁଶାନ୍ତଙ୍କ ବ୍ୟାଟିଂର ପ୍ରଶଂସକ ଥିଲେ ସଚିନ ତେନ୍ଦୁଲକର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରିକେଟ ଜଗତ ମଧ୍ୟ ତାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି। ଅଭିନେତା ହୋଇଥିଲେ ମଧ୍ୟ ଜଣେ ଭଲ କ୍ରିକେଟର ଥିଲେ ସୁଶାନ୍ତ। ଏଥିପାଇଁ ଏମଏସ ଧୋନୀଙ୍କ ବାୟୋପିକରେ ଧୋନୀଙ୍କ…

ବୈଷ୍ଣୋଦେବୀ ଯାତ୍ରା ବନ୍ଦ: ଶୀତଳ ଭଣ୍ଡାରରେ ୩୦୦ କୋଟିର ଡ୍ରାଏ ଫ୍ରୁଟସ୍‌

କଟରା,୧୫।୬: କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଏଠାରେ ଡ୍ରାଏ ଫ୍ରୁଟସ୍‌ ଏବଂ ପ୍ରସାଦ ବିକ୍ରି କରୁଥିବା ୪୦୦ରୁ ଅଧିକ ଦୋକାନୀଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ୧୨୮ ପଞ୍ଜିକୃତ ଦୋକାନ ଥିବା…

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କଥା…

ନାଳରେ ଭାସିଗଲେ ନାବାଳକ, ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ; ମିଳିଲା ନୂଆ ଜୀବନ

ବଣାଇ,୧୫ା୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କେ.ବଳଙ୍ଗା ଥାନା ଅନ୍ତର୍ଗତ କମାରପୋଷ ଗ୍ରାମର ଜଣେ ନାବାଳକ ନାଳରେ ଗାଧୋଉଥିବା ବେଳେ ହଠାତ୍‌ ପାଣି ଚାଲିଆସିବାରୁ ସେ ଭାସିଯାଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ନୂଆ ଜୀବନ…

ବେଜିଂ ପାଲଟିବାକୁ ଯାଉଛି କରୋନାର ନୂଆ ଠିକଣା: ୧୦ଟି ଅଞ୍ଚଳରେ ଲକ୍‌ଡାଉନ

ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିବାକୁ ଯାଉଛି। ଲଗାତରର ଦ୍ୱିତୀୟ ଦିନ ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ…

ଘର ଭାଙ୍ଗିଲା ଦନ୍ତା

ପଡ଼ିଆବାହାଲ,୧୫ା୬(ଡି.ଏନ୍‌.ଏ.): ସୋମବାର ଭୋର୍‌ରୁ ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ଡୁମୁରିପଡ଼ାଠାରେ ଏକ ଦନ୍ତାହାତୀ ଘର ଭାଙ୍ଗିବାରୁ ଘରେ ଶୋଇଥିବା ଗଙ୍ଗାଧର ମେହେରଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ ଆସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri