ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ଏପରି କଲେ ଭଉଣୀ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠୁ ନାହିଁ। ସୁଶାନ୍ତଙ୍କ ପ୍ରଶଂସକ ତଥା ପରିବାର ସମସ୍ତେ ସତ ଜାଣିବାକୁ ଚାହିଁ ବସିଛନ୍ତି। ପରିବାର ପକ୍ଷରୁ ପାଟଣାରେ ମାମଲା ଦାୟର ହେବା ପରଠାରୁ ଏହି ମାମଲା ନୂଆ ମୋଡ ନେଇଛି। ପ୍ରତିଦିନ ଏହି ମାମଲାକୁ ନେଇ ନୂଆ ନୂଆ ପ୍ରସଙ୍ଗ ସମ୍ମୁଖକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ ଭଉଣୀ ଶ୍ୱେତା ସିଂ କ୍ରିତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଭାଇ ପାଇଁ ଅଗଷ୍ଟ ୧୫ରେ ଗ୍ଲୋବାଲ ପ୍ରାର୍ଥନା ବିଷୟରେ ସେ କହିଛନ୍ତି। ଏହି ଗ୍ଲୋବାଲ ପ୍ରାର୍ଥନାରେ ସେ ଲୋକଙ୍କୁ ଯୋଗଦେବାକୁ ନିବେଦନ କରିଛନ୍ତି।
ଶ୍ୱେତା ଭାଇଙ୍କୁ ମନେ ପକାଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ୨ ମାସ ହେଲାଣି, ତୁମେ ଆମକୁ ଛାଡି ଚାଲିଗଲ। ଆମେ ଏବେ ବି ସତ୍ୟ ଜାଣିବା ପାଇଁ ସଂଘର୍ଷ କରୁଛୁ। ଏଥିସହ ସେ ଲେଖିଛନ୍ତି, ସୁଶାନ୍ତଙ୍କ ପାଇଁ ଆୟୋଜିତ ୨୪ ଘଣ୍ଟିଆ ଗ୍ଲୋବାଲ ଆଧ୍ୟାତ୍ମିକ ଏବଂ ପ୍ରାର୍ଥନା ପର୍ଯ୍ୟବେକ୍ଷଣରେ ଆମ ସହିତ ଯୋଗଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଯାହାଫଳରେ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ସେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବିଦେଶ ଯାତ୍ରାରେ ଯାଇଛନ୍ତି। ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ବିଦେଶ ଯାଇ ସେ ପ୍ରଫେଶନାଲ...

ଲଣ୍ଡନ ଯିବେ ଅକ୍ଷୟ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏଥିପାଇଁ ବଲିଉଡ୍‌ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି...

ୟୁଗ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ କଳାକାର

ଅଜୟ ଦେବଗନ୍‌ଙ୍କ ସହ କାଜଲଙ୍କ ବୈବାହିକ ଜୀବନ ବେଶ୍‌ ସୁଖମୟ। ଝିଅ ନ୍ୟାସା ଏବଂ ପୁଅ ୟୁଗ୍‌ଙ୍କୁ ନେଇ ସେମାନଙ୍କ ହସଖୁସିର ସଂସାର ଆଗେଇ ଚାଲିଛି।...

ଭାଙ୍ଗିଗଲା କି ୬ ମାସର ବାହାଘର! ନେହା କକ୍କର-ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌

ବଲିଉଡ ଗାୟିକ ନେହା କକ୍କରଙ୍କ ବିବାହକୁ ମାତ୍ର ୬ ମାସ ହୋଇଛି। ଏବେ ସ୍ବାମୀ ରୋହନପ୍ରୀତ ସିଂଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ନେହା ନିଜେ...

‘ପାପ ବଢ଼ିଲେ ହୁଏ ସର୍ବନାଶ’

ମୁମ୍ବାଇ,୩୦।୬: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟ ନୂଆ ସରକାର ଗଢିବା ପାଇଁ ଭାଜପା ପସ୍ତୁତ ହେଉଛି। ଏହି ସମୟରେ...

ମାମଲା ରୁଜୁ ପରେ କଙ୍ଗନା କହିଲେ…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ କଙ୍ଗନା...

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା,...

ଟୁଇଟର ୟୁଜର୍ସଙ୍କ ଟାର୍ଗେଟରେ ଅକ୍ଷୟ!

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ଟୁଇଟର ୟୁଜସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । କାରଣ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ନେଇ...

Advertisement
Archives

Model This Week