Home

ପ୍ରଥମ ସ୍କ୍ରିନ୍‌ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର

ବଲିଉଡ୍‌ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍‌ ୨୨, ୧୯୩୨ରେ ପଞ୍ଜାବର ନବାଶହରରେ ଜନ୍ମଗ୍ରହଣ କରିଥିବା ଅମରେଶଙ୍କର ଆଜି ହେଉଛି ୮୮ତମ ଜନ୍ମ ବାର୍ଷିକୀ। ସେ ୪…

ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ

ପୁରୀ ଅଫିସ୍‌,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସୋମବାର ଅପରାହ୍ନଣରେ…

ତ୍ରିପୁରାରେ ମୋବାଇଲ୍‌ ଜରିଆରେ ହେବ ଅନ୍‌ଲାଇନ ପାଠପଢ଼ା

ଅଗରତାଲା,୨୨।୬: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେତେକ ରାଜ୍ୟ ଅନ୍‌ଲାଇନରେ ଶିକ୍ଷା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ଏବେ ତ୍ରିପୁରା ସରକାର ମଧ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏକ ନୂଆ…

ଏକାଥରକେ ପିଇଦେଲେ ୧୦ ବୋତଲ ମଦ, ଜାଣନ୍ତୁ ପରିଣାମ କ’ଣ ହେଲା

ଚାଇନାର ଜଣେ ବ୍ୟକ୍ତି ୧୦ ବୋତଲ ମଦ ଏକାଥରକେ ପିଇଦେଇଥିଲେ। ଏହାର ପରିଣାମ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଚାଇନାର ହୁ ନାମକ ଜଣେ ବ୍ୟକ୍ତି ଏକାଥରକେ ୧୦ ବୋତଲ ବିୟର୍‌ ପିଇଦେଇଥିଲେ। ମଦ ପିଇବା ପରେ…

୫୮ ବର୍ଷ ପରେ ଭାରତ-ଚାଇନା ସୀମାରେ ଯୁଦ୍ଧ ସଜବାଜ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ପରେ ସୀମାରେ ଭାରତ ଚାଇନା ମୁହାଁମୁହିଁ ହେବାରେ ଲାଗିଛନ୍ତି। ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ସୀମାରେ ସଜବାଜ ହେବାରେ ଲାଗିଛନ୍ତି। ୫୮ ବର୍ଷ ପରେ…

ଗାଉଁଲି ଝିଅ ବିବାହ କରିବେ କି ପ୍ରଶ୍ନରେ କ’ଣ କହିଥିଲେ ସୁଶାନ୍ତ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…

CORONAVIRUS UPDATE: ଭୁବନେଶ୍ୱରରେ ଆଉ ୧୧ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଲା

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ଭୁବନେଶ୍ୱରରେ ପୁଣି ୧୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ବୟସ ଯଥାକ୍ରମେ ୨୧,୨୨, ୩୦, ୩୩, ୪୦ ଏବଂ ୫୫।…

ବଡ଼ଦାଣ୍ଡରୁ ହଟୁଛନ୍ତି ଉଠାଦୋକାନୀ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ନେଇ ଗୋଟିଏ ପରେ ଗୋଟିଏ ବାଟ ଫିଟୁଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ ଦାଣ୍ଡର ଉଭୟ ପାର୍ଶ୍ୱରେ ବସିଥିବା ଉଠାଦୋକାନୀ ଏବଂ ଅସ୍ଥାୟୀ କ୍ୟାବିନକୁ…

ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମଙ୍ଗଳବାର ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଲାଗିରହିଛି ଆଶା ଆଶଙ୍କା। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ରଥଯାତ୍ରା ଅନୁଷ୍ଠିତ ନ ହେବା ଲାଗି ଅପିଲ କରିଥିବା ଓକିଲ…

ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଅଭୟ; ଅନୁଧ୍ୟାନ କରିବେ ଆଇନ ଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନ ହେବ ସେ ନେଇ ନାନା ଆଶା ଆଶଙ୍କା ଲାଗିରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ଚାଲିଥିବା ବେଳେ ପୁରୀ ଗସ୍ତରେ ଯାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ…

ଉତ୍ତରପ୍ରଦେଶରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ: ଶହେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଗଲା ପରୀକ୍ଷା

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍‌ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ କରାଯାଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ଶହେ ଜଣ ସ୍ବାସ୍ଥ୍ୟକର୍ମୀ ଓ ପ୍ଲାଜମା…

ବିଏମ୍‌ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ

ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍‌ଡବ୍ଲ୍ୟୁ ପରି ଗାଡ଼ି ଚଢ଼ି ଆସିଥାନ୍ତି। କିନ୍ତୁ ଜଣେ ଉଦ୍ୟୋଗପତି ବିଏମ୍‌ଡବ୍ଲ୍ୟୁ ଗାଡ଼ି ଛାଡ଼ି ବଳଦଗାଡ଼ି ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri