Home

ସିଲାବସ୍‌ ହ୍ରାସ ପାଇଁ ପ୍ରକ୍ରିୟା ଶେଷ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): କରୋନା ସଙ୍କଟ ପାଇଁ ପିଲାଙ୍କ ପାଠପଢ଼ା ବୋଝକୁ ହାଲୁକା କରାଯିବ। ୨୦୨୦-୨୦୨୧ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ…

ଆଜିଠୁ ଆଉଏକ ଲଘୁଚାପ: ୩ଦିନ ପ୍ରବଳ ବର୍ଷା, ଉଜାଡ଼ିବ ଚାଷ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କରୋନା ମହାମାରୀ ଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କ୍ରମାଗତ ଲଘୁଚାପ ବର୍ଷା ଚାଷ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଲଗାତର ୩ଟି ଲଘୁଚାପ ଯୋଗୁ ରାଜ୍ୟରେ ଅଧିକାଂଶ ଜିଲାରେ ଚାଷ ଜମି ଜଳମଗ୍ନ ରହିଛି।…

୨ କାର ମୁହାଁମୁହିଁ ଧକ୍କା: ଚାଲିଗଲା ଉଭଣୀଭାଇଙ୍କ ଜୀବନ

ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଅପରାହ୍ନରେ ଦୁଃଖଦ ଦୁର୍ଘଟଣାରେ ୨ ଭଉଣୀଭାଇଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା…

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରବେଳେ ଦୁଃଖୀ ନ ଥିଲେ ସିଦ୍ଧାର୍ଥ ପିଠାନୀ

ମୁମ୍ବାଇ,୨୩।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଅନ୍ୟ ମାନଙ୍କୁ ଜେରା କରୁଥିବାବେଳେ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ଭାଜପା ବିଧାୟକ…

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ପଳାତକ ଘୋଷିତ

ଇସଲାମାବାଦ,୨୩।୮: ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ‘ପଳାତକ’ ଘୋଷିତ କରିଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶଦାତା ଶାହାଜାଦ ଆକବର କହିଛନ୍ତି ଯେ, ନଓ୍ବାଜ୍‌ ସରିଫଙ୍କ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୯ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨,…

ପରିବାର ପୋଷିବା ପାଇଁ ଚୋରି କରିଥିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକଦିବସୀୟ କ୍ରିକେଟରେ ୨୩ଟି ଶତକ ଲଗାଇଛନ୍ତି। ସେହିପରି ଏକଦିବସୀୟ ମ୍ୟାଚରେ ୩୨୬ଟି ଛକା ମାରିବାର ରେଡର୍କ ବି ତାଙ୍କ…

ନିରାମିଷାଶୀ ବାଘ! କ’ଣ ଖାଇଲା ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବାଘ ତରଭୁଜ ଖାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ…

ରାଷ୍ଟ୍ରପତି ଭାଇଙ୍କୁ ‘ନିଷ୍ଠୁର’ କହିଲେ ଭଉଣୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଷ୍ଠୁର କହିଛନ୍ତି ତାଙ୍କ ଭଉଣୀ ମାରିୟାନ ଟ୍ରମ୍ପ। ମାରିୟାନଙ୍କ ଏକ ରେକର୍ଡିଂ ଭାଇରାଲ ହୋଇଛି। ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ମାରିୟାନ। ୨୦୧୮-୨୦୧୯ରେ ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ ଟ୍ରମ୍ପ…

କେବେ ଆସିବ କରୋନା ଟିକା, ଏମିତି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କରୋନା ମହାମାରୀ ମଧ୍ୟରେ ବିଶ୍ୱର ଅନେକ ଦେଶ ଏହାର ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ରୁଷ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ଭାରତ ଏବଂ ଆମେରିକା ସମେତ ଅନେକ ଦେଶରେ କରୋନା ଟିକା…

ନୂଆ ଅଧ୍ୟକ୍ଷ ବାଛୁ କଂଗ୍ରେସ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୮: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଏବେ ପୁଣି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ୨୩ରୁ ଅଧିକ ବଡ଼ ନେତା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତ୍ତନ ପ୍ରସ୍ତାବ…

କଟକରୁ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୩।୮-କଟକ ସହରରୁ ରବିବାର ପୁଣି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୪ ଆକ୍ରାନ୍ତଙ୍କ ମଧ୍ୟରେ ୮୧ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୩ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସସିବି ମେଡିକାଲ ଆଇସୋଲେଶନ ଓ୍ବାର୍ଡରୁ ୧୯ ଜଣ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?