Home

କରୋନାରେ ପ୍ରାଣ ହରାଇଥିଲେ ୨ ସାମ୍ବାଦିକ: ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଉଭୟ ସାମ୍ବାଦିକଙ୍କ ପରିବାର ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଗଞ୍ଜାମର ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର…

ବିପ୍ଳବଜିତ୍‌ ଭଦ୍ରକ ଜିଲାରେ ମାଟ୍ରିକ ଟପ୍ପର

ପଦ୍ମପୁର,୩୦ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଢୁଆଁ କୁମାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ବିପ୍ଳବଜିତ୍‌ ମିଶ୍ର ଚଳିତ ମାଟ୍ରିକ ପରୀକ୍ଷାରେ ୫୭୧ ମାର୍କ ରଖି ଜିଲାରେ ଟପ୍ପର ହୋଇଛନ୍ତି। ତାଙ୍କର ବାପା ବିବେକାନନ୍ଦ ନନ୍ଦ ମିଶ୍ର ଶିକ୍ଷକତା କରୁଥିବା ବେଳେ ମା’…

କଂଗ୍ରେସର ରାଜ୍ୟସଭା ସଦସ୍ୟଙ୍କ ସହ ସୋନିଆଙ୍କ ବୈଠକ: ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୭: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ସୋନିଆ…

୩ ଲକ୍ଷ ଲୋକଙ୍କୁ ଚାକିରି ଦେବେ ଏହି ଅଭିନେତା, ଜନ୍ମଦିନରେ କଲେ ଘୋଷଣା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି। ସେ ୩ ଲକ୍ଷ ଲୋକଙ୍କୁ ଚାକିରି ଦେବା ନେଇ ଘୋଷଣା କରିଛନ୍ତି। ଏଥିପାଇଁ ସେ http://PravasiRojgar.com ନାମରେ ଏକ…

ଏହି ତାରିଖରେ ଖେଳାଯିବ ଆଇପିଏଲ୍‌ ଫାଇନାଲ!

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଇସିସି ସ୍ଥଗିତ ରଖିଛି। ଏହା ପରେ ଆଇପିଏଲ ଆୟୋଜନ ହେବାର ବାଟ ସଫା ହୋଇଯାଇଛି। ଚଳିତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯିବ। ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ…

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା ଜରୁରୀ ହୋଇପଡିଛି। ସରୟୁ ନଦୀ କୂଳରେ ଅବସ୍ଥିତ ଫଟିକ ଶୀଳା ଆଶ୍ରମର ପ୍ରତିଷ୍ଠାତା ସାକେତୱାସୀ…

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଯବାନ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ…

କରୋନାକୁ ହରାଇଲେ ଗଞ୍ଜାମର ୮୫ ବର୍ଷୀୟ ଅଭିମନ୍ୟୁ: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମର ଜଣେ ୮୫ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ୍‌ କରି କହିଛନ୍ତି ଯେ, ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡିର ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କୋଭିଡ୍‌-୧୯ରୁ ସୁସ୍ଥ ହେବା…

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଏହାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ…

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ ନୁହେଁ। ଏଥିପାଇଁ ନିଜ ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରିବାକୁ ପଡିବ। ଛାତ ଉପରେ…

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ ନାହିଁ। ତାଙ୍କ ସ୍ଥାନ କିଏ ନେଇପାରେ ବୋଲି ଯଦି ପ୍ରଶ୍ନ ହୁଏ ତେବେ ହୁଏତ…

ଭଦ୍ରକରେ ୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୩୦ା୭: ଗୁରୁବାର ଭଦ୍ରକ ଜିଲାରେ ଆଉ ୫୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟାଇନ୍‌ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri