Home

ଯମେଶ୍ୱରଙ୍କଠାରୁ ହିସାବ ବୁଝିଲେ ସୁଦର୍ଶନ

ପୁରୀ ଅଫିସ, ୨୭ା୮: ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ହେଉଛନ୍ତି ଶ୍ରୀଲୋକନାଥ। ସେହିପରି ଶ୍ରୀମନ୍ଦିରର ବର୍ଷକ ଯାକର ହିସାବ ବୁଝାଶୁଝା କରନ୍ତି ପ୍ରଭୁ ଯମେଶ୍ୱର। ତେଣୁ ଯମେଶ୍ୱରଙ୍କୁ ଶ୍ରୀମନ୍ଦିରର ହିସାବ ରକ୍ଷକ କୁହାଯାଏ। ପବିତ୍ର ରାଧାଷ୍ଟମୀରେ ମହାପ୍ରଭୁଙ୍କ ପ୍ରତିନିଧି ଶ୍ରୀସୁଦର୍ଶନ ଯମେଶ୍ୱରଙ୍କ ନିକଟକୁ…

ପାରଳାଖେମୁଣ୍ଡି ଗଣମୃତ୍ୟୁକୁ ୪ବର୍ଷ ପୂରିଲା: ଧରା ପଡ଼ିନାହାନ୍ତି ଦୋଷୀ

ପାରଳାଖେମୁଣ୍ଡି,୨୭ା୮(ସ୍ବ.ପ୍ର.):ବହୁଚର୍ଚ୍ଚିତ ପାରଳା ଗଣମୃତ୍ୟୁ ଘଟଣାକୁ ଗତ ୨୧ରେ ୪ବର୍ଷ ପୂରିଛି। ଏହି ଘଟଣାରେ ପାରଳା ରାଜପ୍ରାସାଦର ତତ୍କାଳୀନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର, ଭଉଣୀ ବିଜୟଲକ୍ଷ୍ମୀ ପାତ୍ର, ଦୁଇଭାଇ ସଞ୍ଜୟ ପାତ୍ର ଓ ସନ୍ତୋଷ ପାତ୍ର ପ୍ରାଣ ହରାଇଥିଲେ। ସେତେବେଳେ ଏହା ରାଜ୍ୟରେ…

କ୍ରିକେଟର ଯାଦୁଗର ଡନ ବ୍ରାଡ୍‌ମ୍ୟାନ୍‌ କେତୋଟି ଛକା ମାରିଥିଲେ ଜାଣନ୍ତି କି

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…

ଅଣ୍ଡିଲୋ ଗାଁରେ ଆଣ୍ଠୁଏ ପାଣି

ବାଲିଅନ୍ତା,୨୭ା୮(ଡି.ଏନ୍‌.ଏ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗ୍ରାମର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଗ୍ରାମର ଲୋକମାନେ ବର୍ଷାଜଳରେ ପଶି ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି। ବର୍ଷାଜଳ…

ମହିଳାମାନେ ଟପ୍‌ଲେସ୍‌ ହୋଇ ବୁଲିପାରିବେ: ସମର୍ଥନ କଲେ ଗୃହମନ୍ତ୍ରୀ !

ପ୍ୟାରିସ୍‌, ୨୭।୮: ଫ୍ରାନ୍ସ୍‌ରେ ସମୁଦ୍ର କୂଳରେ ଟପ୍‌ ଲେସ୍‌ ହୋଇ ବୁଲିବା ଆଇନର ଉଲ୍ଲଂଘନ ନୁହେଁ। ଏହା ନାଗରିକ ଅଧିକାର ଅନ୍ତର୍ଗତ। ଏହାକୁ କେହି ବାରଣ କରିପାରିବେ ନାହିଁ। ଫ୍ରାନ୍ସ୍‌ର ଗୃହମନ୍ତ୍ରୀ ଗର୍ଲାଡ ଡାରମାନିନ୍‌ ମହିଳାଙ୍କୁ ସମର୍ଥନ କରି ଏଭଳି କହିଛନ୍ତି।…

ଅଧାପନ୍ତରିଆ ବିକାଶ କାର୍ଯ୍ୟ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଲକ୍‌ଡାଉନ୍‌ ସକାଶେ ବନ୍ଦ ଥିବା ରାସ୍ତା ମରାମତି, ଡ୍ରେନ୍‌ ନିର୍ମାଣ ସହ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ଏବେ ପୁନଃ ଆରମ୍ଭ ହୋଇଛି। ତେବେ ବର୍ଷାରେ ତରବରିଆ ଭାବେ ଚାଲିଥିବା…

ନୂଆପାଟଣା ଗ୍ରାମ ୩ ଦିନ ଶଟ୍‌ଡାଉନ

ନିମାପଡ଼ା,୨୭ା୮(ଡି.ଏନ୍‌.ଏ): ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ନୂଆପାଟଣା ଗ୍ରାମରେ ବୁଧବାର ଜଣେ ୧୭ବର୍ଷୀୟ ବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଅଭିମନ୍ୟୁ ପଣ୍ଡା ନୂଆପାଟଣା ଗ୍ରାମକୁ ବୁଧବାରଠାରୁ ୩ଦିନ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଗ୍ରାମର ସମସ୍ତ…

କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୭ା୮(ଡି.ଏନ୍‌.ଏ): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ କୋଣାର୍କ ଥାନା ଏସଆଇ ଦିଲୀପ କୁମାର ବେହେରା ମାଡ ମାରିଛନ୍ତି। ଏ ନେଇ ଜ୍ଞାନରଞ୍ଜନଙ୍କ ସ୍ତ୍ରୀ ଶୈଳବାଳା ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ତେବେ ଘଟଣାକୁ…

ଟ୍ରମ୍ପ୍‌ ପେଚା ଭଳି ଚାଲାକ୍‌: ପ୍ରଶଂସା କରୁ କରୁ ଭୁଲ୍‌ କଲେ ଏହି ମହିଳା…

ଓ୍ବାଶିଂଟନ, ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜଣେ ଟିଭି ଉପସ୍ଥାପିକା ଟ୍ରମ୍ପ୍‌ଙ୍କୁ ପେଚା ଭଳି ଚାଲାକ୍‌ କହିଛନ୍ତି। ଟାମି ଲେହରନ ନାମକ ଏହି ଟିଭି ଉପସ୍ଥାପିିକା ଟମ୍ପ୍‌ ପ୍ରଶଂସା କରୁ…

୫ ଟଙ୍କାରେ ୪୫ କିଲୋମିଟର ଯାତ୍ରା କରିବ ଏହି ବାଇକ୍‌

ଲକ୍ଷ୍ନେ୍‌,୨୭।୮:ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ହେଉଛି। ଏହି ସମୟରେ ମଧ୍ୟରେ ବାୟୁରେ ଚାଲୁଥିବା ବାଇକ୍‌କୁ ନେଇ ଚର୍ଚ୍ଚା ଚାଲିଛି। ଏପରି ବାଇକ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହ ଖାସ୍‌ ବାଇକ୍‌ରେ ବାୟୁ ଭର୍ତ୍ତି…

‘ବାପାଙ୍କୁ କୋଭିଡ୍‌ ହସ୍ପିଟାଲ ନିଅ’

କଟକ ଅଫିସ,୨୭ା୮: ପେଟରୋଗରେ ପୀଡ଼ିତ ଜଣେ ବୃଦ୍ଧ ଚିକିତ୍ସା ପାଇଁ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହେବା ଭିତରେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ତାଙ୍କ ଚିକିତ୍ସା ଖର୍ଚ୍ଚ କରିପାରୁ ନାହାନ୍ତି…

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ମାଧ୍ୟମରେ କରିଥିଲେ ବିବାହ,୬ ମାସ ପରେ ଘଟିଲା ଏମିତି

ଭୋପାଳ, ୨୭।୮: ମଧ୍ୟ ପ୍ରଦେଶର ଭୋପାଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ୬ ମାସ ହେବ ବିବାହ କରିଥିବା ସ୍ବାମୀ, ସ୍ତ୍ରୀଙ୍କ ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଫଳରେ ମହିଳା ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?