Home

ପବଜୀ ବ୍ୟାନ୍‌ ଆଶଙ୍କାରେ ନେଲା ଏମିତି ପଦକ୍ଷେପ

ଭାରତରେ ପ୍ରତିବନ୍ଧକକୁ ଏଡାଇବା ପାଇଁ ପବଜୀ ମୋବାଇଲ ୟୁଜର୍ସଙ୍କ ଗୋପନୀୟତା ନୀତିକୁ ଅପଡେଟ୍‌ କରିଛି। ଭାରତରେ ଚାଇନାର ଆପ ନିଷେଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଥିବା ପବଜୀ ଏକ ବିଜ୍ଞପ୍ତି ଦ୍ୱାରା କହିଛି। ଜଣେ ଉପଭୋକ୍ତାଙ୍କର ବ୍ୟକ୍ତିଗତ ସୂଚନା କିପରି…

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତେବେ ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏଭଳି…

ରାଜସ୍ଥାନ ସଙ୍କଟ ମଧ୍ୟରେ ଏହି ରାଜ୍ୟର ୬ଜଣ ସଦସ୍ୟ ହାତ ଛାଡ଼ି ଧରିଲେ ପଦ୍ମ

ଇମ୍ଫାଲ,୩୦।୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମଣିପୁର ଇମ୍ଫାଲ ନଗର ନିଗମରେ କଂଗ୍ରେସର ୬ଜଣ ଓ ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ଜଣେ ସଦସ୍ୟ ଭାଜପାରେ ଯୋଗଦେଇଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ ଓ ଭାଜପା ପ୍ରଦେଶ ଅଧ୍ୟକ୍ଷ…

୯ ଦିନ ପରେ କରୋନା ଆକ୍ରାନ୍ତଙ୍କଠାରୁ ହୁଏନା ସଂକ୍ରମଣ

ଲଣ୍ଡନ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କଠାରୁ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ସେ ସମ୍ପର୍କରେ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ୯ ଦିନ ପରେ ଆକ୍ରାନ୍ତଙ୍କଠାରୁ ଅନ୍ୟଙ୍କୁ କୌଣସି ସଂକ୍ରମଣ…

କଟକଣା କୋହଳ ସହ ଏହି ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ସଙ୍କଟକୁ ଦେଖି କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୩ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଅଗଷ୍ଟ ୧ରୁ ଅଗଷ୍ଟ ୩୧ ଯାଏ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିବ। ହେଲେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି

ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ‘ମେଡ ଇନ୍‌ ଇଣ୍ଡିଆ’ ଅର୍ଥାତ୍‌ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍‌ -୧୯ ସହିତ ଲଢ଼ିବା ପାଇଁ ସାଇକେଲ ଚଳାଇବା ଏବଂ ମେଦବହୁଳତା ହ୍ରାସ କରିବା ପାଇଁ ଏହି ଉପାୟ…

ସୋସିଆଲ ମିଡିଆରେ କରାଯାଉଛି ବଦ୍‌ନାମ: ଥାନାର ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର; ଜାଣନ୍ତୁ..

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପକୃତି ମିଶ୍ର। ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣି ମଞ୍ଚେଶ୍ୱର ଥାନାରେ ସେ ଏକ ଓ୍ବେବ୍‌ ଚ୍ୟାନେଲ୍‌ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ଚ୍ୟାନେଲ୍‌ରେ ତାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ…

ସୁଶାନ୍ତଙ୍କୁ ଭୂତ କଥା କହି ଭୟଭୀତ କରାଉଥିଲେ ଗର୍ଲଫ୍ରେଣ୍ଡ୍‌ ରିୟା

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଧୀରେଧୀରେ ଅଡୁଆ ସୂତା ଭଳି ଜଟିଳ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ମିତୁ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି। ରିୟା ଭୂତ କଥା କହି…

ଓଲିଉଡ୍‌ ଚକୋଲେଟ୍‌ ହିରୋଙ୍କ ଆଜି ‘ହାପି ବର୍ଥ ଡେ’

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନଙ୍କ ଆଜି ଅର୍ଥାତ ଗୁରୁବାର ହାପି ବର୍ଥ ଡେ’। ଏହି ଅବସରରେ ଅଭିନେତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକମାତ୍ର ପୁଅ ହେଉଛନ୍ତି ବାବୁଶାନ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଲିଙ୍ଗରାଜ ଷ୍ଟେଶନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଜ ତଦନ୍ତ ଆରମ୍ଭ ହୋଇଛି। କାଗଜାତ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ଷ୍ଟେଶନ ଯାଇ ଛାନ୍‌ଭିନ କରୁଥିବା ସୂଚନା ମିଳିଛି।…

ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ କରୋନା ମୁକ୍ତ: ସୂଚନା ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଗୋପାଳପୁର ଏନ୍‌ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ୍‌ ମୁକ୍ତ ହୋଇଛି। ଗତ ୧୫ରୁ ୨୯ ତାରିଖ ମଧ୍ୟରେ ଏଠାରୁ କେହି କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇନାହାନ୍ତି। ଏହି ଏନ୍‌ଏସି ରେଡ୍‌ରୁ ଗ୍ରୀନ ୱାର୍ଡରେ ପରିଣତ କରିବା ପାଇଁ…

ଭୂମିପୂଜା ପୂର୍ବରୁ ଅଯୋଧ୍ୟାରେ କରୋନା ସଙ୍କଟ: ରାମଲଲାଙ୍କ ପୂଜାରୀ ସମେତ ୧୬ ପୋଲିସ କର୍ମଚାରୀ ପଜିଟିଭ୍‌

ଅଯୋଧ୍ୟା,୩୦।୭: ଆଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମ ଉପରେ କରୋନା ସଙ୍କଟ ଦେଖାଦେଇଛି। ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ମୁଖ୍ୟ ପୁଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ। ରାମ ଜନ୍ମଭୂମିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri