ଭାରତ ବନ୍ଧୁତାକୁ ସମ୍ମାନ ଦେବା ସହିତ ଆଖିରେ ଆଖି ମିଶାଇ ଜବାବ ବି ଦେଇପାରେ: ମୋଦି
ନୂଆଦିଲ୍ଲୀ, ୨୮।୬: ଭାରତ ବନ୍ଧୁତାକୁ ସମ୍ମାନ ଦେଇଥାଏ। ସେହିପରି ଆବଶ୍ୟକ ପଡ଼ିଲେ ଆଖିରେ ଆଖି ମିଶାଇ ଜବାବ ଦେବାକୁ ବି ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଲଦାଖର…
ବଢ଼ୁଛି କରୋନା ସଂକ୍ରମଣ: ଆଜି ଗଞ୍ଜାମରେ ଚିହ୍ନଟ ହେଲେ ୭୬ ନୂଆ ଆକ୍ରାନ୍ତ
ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ୨୬୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୭୬ଜଣ ଅଛନ୍ତି। ସେହିଭଳି ଯାଜପୁରର ୪୧, ଖୋର୍ଦ୍ଧା ୧୫, ଝାରସୁଗୁଡ଼ା ୧୮, କେନ୍ଦୁଝରର ୨୫, ବରଗଡ଼ ୧୮, ବାଲେଶ୍ୱର ୧୨, କଟକ ୧୨, ପୁରୀର…
‘ରାମାୟଣ’ ଧାରାବାହିକରେ କୁମ୍ଭୀର ସହ ଏମିତି ହୋଇଥିଲା ହନୁମାନଙ୍କ ଲଢ଼େଇ, ଜାଣନ୍ତୁ କିପରି ଓକେ ହେଲା ଶଟ୍
ମୁମ୍ବାଇ: ରାମାୟଣ ଧାରାବାହିକ ତ ଅଧିକାଂଶ ଲୋକ ଦେଖିଥିବେ। ମାତ୍ର ଏହାର ଗୋଟିଏ ଗୋଟିଏ ସିନ୍ ବା ଦୃଶ୍ୟ ଶୁଟିଂ ପାଇଁ କଳାକାରଙ୍କୁ ଯେ କେତେ କଷ୍ଟ ସହିବାକୁ ପଡ଼େ ତାହା ଖୁବ୍ କମ୍ ଲୋକ ଜାଣିଥାନ୍ତି। ତେବେ ରାମାୟଣ ଧାରାବାହିକରେ…
କରୋନାକୁ ଏବେ ଭୟ ନାହିଁ: ବଜାରକୁ ଆସିବ ସେଫ୍ଟି ଗଗଲ୍ସ
ଚଣ୍ଡିଗଡ଼, ୨୮।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏବେ ଆଉ କରୋନାକୁ ଭୟ ନାହିଁ। ବଜାରରେ ଖୁବ୍ ଶୀଘ୍ର ବିକଶିତ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ସେଫ୍ଟି ଗଗଲ୍ସ ମିଳିବାକୁ ଯାଉଛି। ଲଏହାକୁ ପିନ୍ଧିଲେ କରୋନା…
CORONAVIRUS UPDATE: ଆଜି ରାଜ୍ୟରେ ୨୬୪ ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି
ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩୦ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ତନ୍ମଧ୍ୟରୁ ୪୬୦୬ଜଣ ସୁସ୍ଥ…
ଭାରତରେ ନିର୍ମିତ ହେଉଛି ପୃଥିବୀର ପ୍ରଥମ ହାଇଟେକ୍ ଷ୍ଟାଡ଼ିୟମ୍: ବର୍ଷାରେ ବି ଖେଳାଯାଇ ପାରିବ କ୍ରିକେଟ ମ୍ୟାଚ୍
ଚଣ୍ଡିଗଡ଼, ୨୮।୬: ବର୍ଷା ହେଲେ କ୍ରିକେଟ ଖେଳ ସମ୍ଭବ ହୋଇ ପାରି ନ ଥାଏ। ତେବେ ଏହାର ସମାଧାନ ପାଇଁ ପଞ୍ଜାବ କ୍ରିକେଯ ସଂଘ ପକ୍ଷରୁ ଚଣ୍ଡିଗଡ଼ଠାରେ ଏକ ହାଇଟେକ୍ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଯୋଜନା କରାଯାଉଛି। ସ୍ଥାନୀୟ ମୁଲ୍ଲାପୁରସ୍ଥିତ ଅନ୍ତର୍ଜାତୀୟ…
ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ: ଗୋରାସେତୁଠାରେ ପ୍ରଜାମେଳି
କୋରୁକୋଣ୍ଡା,୨୮ା୬(ଡି.ଏନ୍.ଏ.): ପୁଣି ଅଶାନ୍ତ ହୋଇଉଠିଛି ସ୍ବାଭିମାନ ଅଞ୍ଚଳ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଦିନକୁ ଦିନ ଦାନା ବାନ୍ଧୁଛି ସରକାର ତଥା ବିଏସ୍ଏଫ୍ ବିରୋଧୀ ସ୍ବର। ସ୍ବାଭିମାନ ଅଞ୍ଚଳର ଦରଲାବେଡ଼ାଠାରେ ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିବା…
ଗୋଟିଏ ଦିନରେ ୨୦ ହଜାର ଛୁଇଁବାକୁ ଯାଉଛି କରୋନା
ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା…
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା: ୨ ପରିବାର ସର୍ବସ୍ବାନ୍ତ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ମହାକାଳପଡ଼ା,୨୮ା୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ପଞ୍ଚାୟତ ବ୍ରିଟିଶ୍ କୋଠା ନିକଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ତେବେ ରାତିରେ ପରିବାର ଲୋକ…
୬ ମାସରେ ୧ରୁ ୧କୋଟି ଛୁଇଁଲା କରୋନା
ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୮।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ୨୦୬ଟି ଦେଶରେ କରୋନା ନିଜର କାୟା ବିସ୍ତାର କରିସାରିଛି। କରେନା ସଂକ୍ରମଣର ପ୍ରଥମ ଘଟଣା ୨୦୧୯ ଡିସେମ୍ବରରେ ଚିହ୍ନଟ ହୋଇଥିଲା। ଏହାପରେ ମାତ୍ର ୬ ମାସ ମଧ୍ୟରେ…
ଶୁଆ ପାଳିଲେ ଜେଲଦଣ୍ଡ
ଲକ୍ଷ୍ନୌ: ଆପଣ ଶୁଆ ପାଳିଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ, ଆପଣଙ୍କୁ ଜରିମାନା ତ ଦେବାକୁ ପଡ଼ିବ ତା’ ସହ ୩ ବର୍ଷ ଜେଲ ଦଣ୍ଡ ବି ଭୋଗିବାକୁ ହେବ। ଏମିତି ଏକ ଆଇନ ହୋଇଛି ଉତ୍ତରପ୍ରଦେଶର କାନପୁରରେ। ଏଠାରେ ବନବିଭାଗ…
ମହାକାଶରେ ହଜିଗଲା ଦର୍ପଣ
ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍ ଷ୍ଟେଶନ (ଆଇଏସ୍ଏସ୍)ରେ ସ୍ପେସ୍ ଓ୍ବାକ୍ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ…
Archives


