ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !

ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକାମୀ ହୋଇଯାଇଥିବା ଉପଗ୍ରହଗୁଡ଼ିକ ଏଣେତେଣେ ଘୁରି ବୁଲୁଛନ୍ତି। ଏହାଯୋଗୁ ଭବିଷ୍ୟତର ମହକାଶ ଗବେଷଣାରେ ବାଧା ଦେଖାଯିବ ବୋଲି କୁହାଯାଉଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଲକ୍ଷେ ୭ ହଜାରରୁ ଅଧିକ ଛୋଟ ବଡ଼ ଉପଗ୍ରହ ପୃଥିବୀର ନିମ୍ନ କକ୍ଷ ପଥରେ ଘୁରିବୁଲିବେ। ଫଳରେ ବର୍ତ୍ତମାନ ଦେଖାଯାଉଥିବା ବହୁ ତାରାକୁ ଦେଖିବା ହୁଏତ ସମ୍ଭବ ହେବ ନାହିଁ ବୋଲି ଅନୁମାନ କରାଯାଉଛି। ରାତିର ଆକାଶରେ କୃତ୍ରିମ ଉପଗ୍ରହ ଗୁଡ଼ିକ ଚକମକ କରୁଥିବାରୁ ଦେଖିବାକୁ ମିଳିବ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଗୋଟିଏ ପଟେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମାନବ ସମାଜ ଅଗ୍ରଗତି କରିବ। ତେବେ ଅପରପକ୍ଷରେ ମହାକାଶ ଗବେଷଣାରେ ଆଶା ଜନକ ବିକାଶ ସମ୍ଭବ ହୋଇପାରିବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନକୁ ଚାଇନାର ଅଂଶ ମାନନ୍ତି ନାହିଁ ୯୦ ପ୍ରତିଶତ…

ତାଇପେଇ, ୨୭।୩ : ଏକ ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଲୋକ ତାଇୱାନ ଲୋକ ତାଙ୍କ ଦେଶକୁ ଚାଇନାର ଅଂଶ ଭାବେ ଗ୍ରହଣ...

ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ...

ସ୍ପେନରେ ୨୪ ଘଣ୍ଟାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମାଡ୍ରିଡ଼,୪।୪:ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ସେଠାରେ ୭,୦୨୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଵା ସହ ୮୦୯ ଜଣଙ୍କ ମୃତ୍ୟୁ ହୋଇଛି।...

ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ…

କାବୁଲ,୬।୯: ପଞ୍ଜଶିରର ରକ୍ତାକ୍ତ ସଂଘର୍ଷରେ ନର୍ଦନ ଆଲାଏନ୍ସ୍‌ ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ କହିଛି ଏବେ ପଞ୍ଜଶିର ପୂର୍ଣ୍ଣ ଦଖଲରେ ରହିଛି।...

କୋଭିଡର ଉତ୍ପତ୍ତକୁ ଖୋଜିବା ନୈତିକତା ଦୃଷ୍ଟିରୁ ଜରୁରୀ: ଡବ୍ଲୁଏଚଓ ମୁଖ୍ୟ

ଜେନେଭା,୧୩ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧନାଁମ ଘେବ୍ରୟେସସ କହିଛନ୍ତି କୋଭିଡ ୧୯ର ଉତ୍ପତ୍ତକୁ ଖୋଜିବା ଏକ ନୈତିକ ଅନିବାର୍ଯ୍ୟତା । ଏହାସହ...

ଟିକା ଆସିବା ପୂର୍ବରୁ ୨୦ ଲକ୍ଷଙ୍କ ମୁଣ୍ଡ ନେଇ ସାରିଥିବ କରୋନା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୨୬।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏଭଳି ସ୍ଥିତି ଜାରି ରହିଲେ ପ୍ରତିଷେଧକ ଟିକା ଆସିବା ପୂର୍ବରୁ କରୋନା ୨୦...

ଏକ ମିନିଟ୍‌ ନୀରବ ରହିବ ବ୍ରିଟେନ୍‌

ଲଣ୍ଡନ, ୧୩ା୯:ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏ...

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

Advertisement
Archives

Model This Week