Home

ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର। ୧୯୫୧ ମସିହାର କାହାଣୀ ଏଥିରେ ଦେଖିବାକୁ…

ପୁଅକୁ ହତ୍ୟା କଲେ ବାପା

ନବରଙ୍ଗପୁର,୧୧ା୭(ବି.ପ୍ର.): ନିଜର ଏକମାତ୍ର ପୁଅକୁ ହତ୍ୟା ଜଣେ ମଦ୍ୟପ ବାପା ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ଥାନା ଅନ୍ତର୍ଗତ ଗୋଡ଼ିଗାଁ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି କୃଷ୍ଣ ମାଝି(୨୫)। ଅଭିଯୁକ୍ତ ବାପା…

ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ: ରାହାନେ

ନୂଆଦିଲ୍ଲୀ,୧୧।୭(ପି.ଟି.): ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କ ରାହାନେ ଦିନିକିଆ ଫର୍ମାଟକୁ ଫେରିବାକୁ ଇଚ୍ଛା ଜାହିର କରିଛନ୍ତି। ଶେଷଥର ପାଇଁ ୨୦୧୮ ଫେବୃୟାରୀରେ ଦିନିକିଆ ଖେଳିଥିଲେ। ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ଭାବୁଛନ୍ତି। ୩ ଯାକ ଫର୍ମାଟ୍‌ରେ…

ଏହି ୮ ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା

ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍‌ସ୍ପଟ୍‌ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ୱର, ସୁନ୍ଦରଗଡ଼…

ମଣିଷ ପରି ଦେଖାଯାଉଥିବା ମାଛ

ସମୂଦ୍ରରେ ଅନେକ ପ୍ରକାରର ଜୀବ ରହିଛନ୍ତି। ଅଧିକାଂଶ ଜୀବ ଆମେ ଦେଖିନାହୁଁ। ଏବେ ଏମିତି ଏକ ମାଛ ଦେଖିବାକୁ ମିଳିଛି ଯାହାର ମୁହଁ ଏବଂ ଦାନ୍ତ ଦେଖିବାକୁ ମଣିଷ ପରି। ମାଲେଶିୟାରେ ଦେଖିବାକୁ ମିଳିଥିବା ଏହି ମାଛକୁ ଟାଇଗର ଫିସ୍‌ କୁହାଯାଉଛି।…

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି ବିସ୍ଫୋରଣରେ ଯେଉଁ ନିଅଁା ହୁଳା ଉଠିଥିଲା ତାହା ୫୦ରୁ ୧୦୦ ମିଟର ଚଉଡ଼ା ଥିଲା।…

ଇଂଲଣ୍ଡ ବିଶ୍ୱକପ୍‌ ବିଜେତା ଫୁଟବଲର ଚାର୍ଲଟନଙ୍କ ପରଲୋକ

ଲଣ୍ଡନ,୧୧।୭(ଏପି): ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ ଥିବା ଚାର୍ଲଟନ ଶୁକ୍ରବାର ନର୍ଥଉମ୍ବରଲାଣ୍ଡସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ…

ବିକାଶ ଦୁବେଙ୍କ ଲଭ୍‌ଷ୍ଟୋରୀ: ଶାଶୁ-ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ କରିଥିଲେ ବିବାହ

ଲକ୍ଷ୍ନୌ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ତାଙ୍କ ଲଭ୍‌ଷ୍ଟୋରୀ ନେଇ ସୋସିଆଲ ମିିଡ଼ିଆରେ ନାନା ପ୍ରଚାର ଜାରି ରହିଛି। ୨୦ବର୍ଷ ତଳେ ସ୍ତ୍ରୀ ରିଚାଙ୍କ ସହିତ ତାଙ୍କର ସାକ୍ଷାତ୍‌…

ପଜିଟିଭ୍‌ ଚିହ୍ନଟ ପରେ ସାନିଟାଇଜ ହେଲା ରାଇକିଆ

ରାଇକିଆ,୧୧ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହରରୁ ଶୁକ୍ରବାର ୨ଜଣ ପଜିଟିଭ୍‌ ଚିହ୍ନଟ ପରେ ଶନିବାର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲୋକାଲ କେସ ହୋଇଥିବାରୁ ରାଇକିଆ ସମେତ ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଟ୍‌…

୬,୮୦୦ ବର୍ଷ ପରେ ପୃଥିବୀ ମୁହାଁ ହୋଇଛି ଏହି ଧୂମକେତୁ

ଓ୍ବାଶିଂଟନ, ୧୧।୭: ଦୀର୍ଘ ୬,୮୦୦ ବର୍ଷ ପରେ ଧୂମକେତୁ ‘ନିଓଓ୍ବାଇଜ୍‌-ସି/୨୦୨୦ ଏଫ-୩’ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୧୨ରୁ ୩୦ ମଧ୍ୟରେ ପୃଥିବୀର ନିକଟତର ହେବ। ସେତେବେଳେ ଏହା ପୃଥିବୀଠାରୁ ୧୦ କୋଟି ୩୦ ଲକ୍ଷ କିଲୋମିଟର ଦୂରରେ ରହିବ। ଏହି…

ଅଗଷ୍ଟ ୧୮ରୁ ସିପିଏଲ୍‌ ଟି୨୦ ଲିଗ୍‌ ଆରମ୍ଭ

ନୂଆଦିଲ୍ଲୀ,୧୧।୭: କୋଭିଡ୍‌-୧୯ ମହାମାରୀର ପ୍ରକୋପ୍‌ ଜାରି ରହିଥିବା ବେଳେ ଟେଷ୍ଟ କ୍ରିକେଟ ଆରମ୍ଭ ହୋଇଛି। ଏବେ ଆଉ ଏକ ହାଇପ୍ରୋଫାଇଲ ଟି୨୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟକ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିୟାନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)।…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କଲା ଆୟର୍ଲାଣ୍ଡ

ଡବ୍ଲିନ୍‌,୧୧।୭: ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆୟର୍ଲାଣ୍ଡ ଏକ ୨୧ ଜଣିଆ ବର୍ଦ୍ଧିତ ଦଳ ଘୋଷଣା କରିଛି। ଏ ନେଇ କ୍ରିକେଟ ଆୟର୍ଲାଣ୍ଡ ସୂଚନା ଦେଇଛି। କୋଭିଡ୍‌-୧୯ ପ୍ରୋଟୋକଲ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri