Home

ଲୁଟ୍‌ର ଶିକାର ହେଲେ ଏହି ଅଭିନେତା

ଟିଭି ଧାରାବାହିକ ‘ହାପ୍ପୁକି ଉଲଟନ୍‌ ପଲଟନ’ରେ କମଲେଶ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଚୌଧୁରୀ ଦିନ ଦୁଇପହରରେ ଲୁଟ୍‌ର ଶିକାର ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାରକରି ସଞ୍ଜୟ ଏହି ସୂଚନା ଦେଇଛନ୍ତି। ମୁମ୍ବାଇର ମୀରା ରୋଡ୍‌ରେ ଏହି…

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ତଦନ୍ତକୁ ନେଇ ଅସନ୍ତୋଷ, ଚିନ୍ମୟୀଙ୍କୁ ଜେରା

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ମାସ ବିତିଲାଣି। ଏହାସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାର ୨ମାସ ମଧ୍ୟ ହୋଇଗଲାଣି। ଇତି ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ କେବଳ ଆଦିତ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ସାଙ୍ଗକୁ ଜେରା କରିବା ସହ ପଲିଗ୍ରାଫ ଟେଷ୍ଟ…

୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ହୋଇଥିବା…

ଫେରିଯିବ ମୌସୁମୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ରାଜ୍ୟରେ ଆଉ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ସ୍ଥାନୀୟ ଜଳବାୟୁ ଆଧାରରେ କାଁ ଭାଁ…

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୂର୍ବରୁ ତାଙ୍କ ଜୀବନରେ ଆଉ ଜଣେ…

କମ୍‌ କଥା କହି ଝିଅମାନଙ୍କ ମନ ଜିଣିଥାନ୍ତି ବଲିଉଡ୍‌ର ଏହି ରକଷ୍ଟାର

ବଲିଉଡ୍‌ର ‘ରକ୍‌ଷ୍ଟାର’ ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ତାଙ୍କର ଜନ୍ମଦିନ। ରଣବୀର ହେଉଛନ୍ତି ବଲିଉଡ୍‌ର ସର୍ବପୁରାତନ ପ୍ରୀତିରାଜ କପୁର ପରିବାରର ୪ର୍ଥ ଉତ୍ତରାଧିକାରୀ। ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ନୀତୁ କପୁରଙ୍କ…

ରାଜସ୍ଥାନର ଜବରଦସ୍ତ ବିଜୟ

ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ହାଇସ୍କୋରିଂ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦମ୍‌ଦାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪ରନରେ ଜବରଦସ୍ତ ବିଜୟ ହାସଲ କରିଛି। ଶାରଜାର ଅପେକ୍ଷାକୃତ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଗୁଳି କରି ହତ୍ୟା: ଦେଢମାସ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ଆର୍‌.ଉଦୟଗିରି,୨୭ା୯(ଡି.ଏନ୍‌.ଏ.)-ଆର୍‌.ଉଦୟଗିରି ଥାନା ଅବାରସିଂ ପଞ୍ଚାୟତ ଗୁଣ୍ଡୁଲୁ ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଦେଢମାସପରେ ପୋଲିସ ମାଟିତଳୁ ଉଦ୍ଧାର କରିଛି। ଗୁଣିଗାରେଡିକୁ ନେଇ ତାଙ୍କୁ ଅଗଷ୍ଟ ୯ ତାରିଖରେ ଗୁଳିକରି ହତ୍ୟା କରିବା ପରେ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ…

ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଭାପତି ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୨୭ା୯(ବ୍ୟୁରୋ)-ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୭୮ କରୋନା ଆକ୍ରାନ୍ତ: କଟକ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୭।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୫୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ…

ତାପଙ୍ଗରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୨୭ା୯- ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ରବିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ ଚଢାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ…

ପୁରୀ, କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର, ୨୭ା୯ (ବ୍ୟୁରୋ)- ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହୋଇଛି। ରବିବାର ବିଶ୍ୱ ପର୍ଯ୍ୟଟନ ଦିବସରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଉପହାର ସ୍ବରୂପ ମୋ ବସ୍‌ ସେବା ଆରମ୍ଭ ହେବ ବୋଲି ମୋ ବସ୍‌ ପରିଚାଳନା ସଂସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?