ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୧୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ୱରରୁ ୧୦୪, ମୟୁରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ…
କଟକ ସହରରୁ ୬୭ ନୂଆ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୨୨।୧୦: କଟକ ସହରରୁ ଗୁରୁବାର ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ୨୫ ଜଣ ଚିହ୍ନଟ ହୋଇଥିବା ବେଳେ ହୋମ୍ କ୍ୱାରାଣ୍ଟାଇନ୍ରୁ ୧୩ ଏବଂ ଲୋକାଲ କେସ୍ ୨୯ ରହିଛି। ଏ ନେଇ…
ଦଶହରାରେ ଖୋଲା ରହିବ ଆର୍ଟିଓ ଅଫିସ
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ଗାଡି ରେଜିଷ୍ଟ୍ରେଶନ ପାଇଁ ଦଶହରାରେ ଆର୍ଟିଓ ଅଫିସ ଖୋଲା ରହିବ। ଏ ନେଇ ଏସ୍ଟିଏ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ସୂଚନା ମୁତାବକ, ୨୪ ଏବଂ ୨୬ ତାରିଖ ଦିନ ସମସ୍ତ ଆର୍ଟିଓ ଅଫିସ ଖୋଲା ରହିବ। ଉଭୟ…
ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’
ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା ସାମ୍ନାକୁ ଆସିଥାଏ ଯାହାପରେ ମା’ର ମମତାକୁ ନେଇ ପ୍ରଶ୍ନ ଉଠିଥାଏ। ଏବେ ସୋସିଆଲ ମିଡିଆରେ…
ଏହି ଲୋକପ୍ରିୟ ଅଭିନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା
କନ୍ନଡ ଫିଲ୍ମର ଲୋକପ୍ରିୟ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କର ପରଲୋକ ଘଟିଛି। କର୍ନାଟକସ୍ଥିତ ବାସଭବନରୁ ବୁଧବାର ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ଶରୀରରେ ଅନେକ କ୍ଷତି ଚିହ୍ନଥିବା ଦେଖିବାକୁ ମିଳିଛି। କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା…
ରାଜଧାନୀରୁ ୨୦୧ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୨୯୨
ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୨୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୬୪ ଏବଂ ଲୋକାଲ କେସ୍ ୧୩୭ ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ…
ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳକାୟ ପ୍ରାଣୀ, ଉଠାଇବା ପାଇଁ ଡାକିବାକୁ ପଡ଼ିଲା କ୍ରେନ୍
ବେଙ୍ଗାଲୁରୁ,୨୨ା୧୦: କର୍ନାଟକର ସମୁଦ୍ରରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ତାଙ୍କ ଜାଲରେ ଦୁଇଟି ‘ମଣ୍ଟା ରେ’ ନାମକ ବିଶାଳକାୟ ପ୍ରାଣୀ ପଡ଼ିଥିଲେ। ଏମାନଙ୍କର ଓଜନ ଯଥାକ୍ରମେ ୭ କ୍ୱିଣ୍ଟାଲ ୫୦ କିଲୋଗ୍ରାମ ଏବଂ ୨ କ୍ୱିଣ୍ଟାଲ ୫୦…
ବିରାଟ-ଅନୁଷ୍କା ବିଜ୍ଞାପନରେ ଏକାଠି କାମ କରିବା ପାଇଁ ନେଇଥାନ୍ତି ଏତିକି ଟଙ୍କା
ବଲିଉଡ୍ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ ‘ଭିରୁଷ୍କା’…
୧୮ଟି ଦେଶରେ ପୁଣି ରିଲିଜ ହେବ ଏହି ଫିଲ୍ମ, ଚାହିଁ ରହିଛନ୍ତି ଦର୍ଶକେ
ମୁମ୍ବାଇ: ଶାହାରୁଖ ଏବଂ କାଜଲଙ୍କ ଅଭିନୀତ ଆଇକନିକ ଫିଲ୍ମ‘ ଦିଲ୍ଓ୍ବାଲେ ଦୁଲହାନିଆ ଲେ ଜାୟେଙ୍ଗ’ ଇତିମଧ୍ୟରେ ୨୫ ବର୍ଷ ପୂରଣ କରିଛି। ଏହି ଫିଲ୍ମଟି ବେଶ୍ କିଛିଦିନ ଧରି ହେଡ୍ଲାଇନ୍ରେ ରହିଆସିଛି। ଆଜି ବି ଏହି ଫିଲ୍ମର ଚାହିଦା ରହିଛି। ଫଳସ୍ବରୂପ…
ନବରାତ୍ରିକୁ ନେଇ କ୍ୟାଟ୍ରିନା-ରଣବୀରଙ୍କ ଫଟୋରେ ଅଶ୍ଳୀଳ ଟୁଇଟ୍ କରି ବିବାଦରେ ଏହି କମ୍ପାନୀ
ବର୍ତ୍ତମାନ ସମଗ୍ର ଦେଶରେ ଦେଶହରା ପୂଜା ଜାରି ରହିଛି। ନବରାତ୍ରି ମଧ୍ୟ ଚାଲିଛି। ଏହି ସମୟରେ ‘ଇରୋଜ ନାଓ’ କମ୍ପାନୀ ନବରାତ୍ରିକୁ ନେଇ କ୍ୟାଟ୍ରିନା କୈଫ୍ ଏବଂ ରଣବୀର ସିଂହଙ୍କ ଏକ ଫଟୋ ଉପରେ ଅଶ୍ଳୀଳ ଟୁଇଟ୍ କରିଥିଲା। କମ୍ପାନୀର ଏହି…
ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିରଞ୍ଜିବୀଙ୍କ ଭାଇ ଧ୍ରୁବ ସର୍ଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଧ୍ରୁବ…
ସମୁଦ୍ର କୂଳରେ ପଡୁଛି ଶହ ଶହ ମାସ୍କ, ପିପିଇ କିଟ୍, ପକ୍ଷୀ କଲା ଏମିତି
କରୋନା ମହାମାରୀ ଯୋଗୁ ମାସ୍କର ଚାହିଦା ବଢ଼ିଚାଲିଛି। କାରଣ ଏଥିରୁ ରକ୍ଷା ପାଇବାକୁ ହେଲେ ମାସ୍କ ବାଧ୍ୟତାମୂଳକ। ମାତ୍ର ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଲୋକେ ମାସ୍କ ବ୍ୟବହାର କରି ଏତେତେଣେ ଫିଙ୍ଗି ଦେଉଛନ୍ତି। ଯାହାକୁ ବିଭିନ୍ନ ସମୟରେ ପଶୁପକ୍ଷୀମାନେ ଧରି…

