Home

କରୋନା ଆକ୍ରାନ୍ତ ଏମ୍‌ପି ରମେଶ ମାଝିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,୧୨ା୯(ବି.ପ୍ର.): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ନବରଙ୍ଗପୁର କୋଭିଡ୍‌ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର ଅପରାହ୍ନରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନବରଙ୍ଗପୁର…

ଜାଲରେ ଫସିଥିଲା ହଂସଛୁଆ, ଉଦ୍ଧାର ସମୟରେ ନରହଂସ କଲା ଏମିତି; ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜାଲରେ ଫସିଥିବା ଏକ ହଂସ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରୁଥିବାବେଳେ ନରହଂସଟି ଏହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛି। ବ୍ରିଟେନର ଏକ ବନ୍ୟଜନ୍ତୁ ସଂରକ୍ଷଣ…

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ ତାଙ୍କ ସ୍ବାମୀଙ୍କର ଦୁଇଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗିପଡ଼ି ସେ…

କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍‌ ନୁହେଁ ସଲମାନ୍‌ଙ୍କ ଭ୍ୟାନିଟି ଭ୍ୟାନ୍‌: ଏସବୁ ଫଟୋ ତାର ପ୍ରମାଣ

ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍‌ ଖାନ। ଆଜି ବି ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏପରିକି କିଛି ଫିଲ୍ମର ପ୍ରଥମ ଶୋ’ ହାଉସ୍‌ଫୁଲ ହେବାର ନଜିର…

କଙ୍ଗନା ଯଦି ନିଜକୁ ରାଣୀ ଲକ୍ଷ୍ମୀବାଈ ଭାବୁଛନ୍ତି ତେବେ ଏହି ହିସାବରେ ବିବେକ ଓବରୟ ମୋଦି ଜୀ: ପ୍ରକାଶ ରାଜ

ବମ୍ବେ: ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି ଅଭିନେତା ପ୍ରକାଶ ରାଜ। ଅନେକ ପ୍ରସଙ୍ଗରେ ସେ ନିଜର ବ୍ୟକ୍ତିଗତ ମତ ମଧ୍ୟ ରଖିଥାନ୍ତି। ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ବାକ୍‌ ବିତଣ୍ଡା ଜାରି ରହିଥିବା…

ରାଜଧାନୀରେ ଝୁମ୍ପୁଡ଼ି ରାଜନୀତି: ଭାଜପା-ଏପିପି ମୁହାଁମୁହିଁ

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ। ନିର୍ଦ୍ଦେଶ ଅନୁସାରେ…

୧୨ ବର୍ଷର ନାବାଳିକା କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୧୨ା୯: ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଜଣେ ୧୨ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ପ୍ରେମରେ ଧୋକ୍କା ଖାଇ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାର ପ୍ରମାଣ ମିଳିଛି ଏକ ସୁଇସାଇଡ୍‌…

ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍‌ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍‌

ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍‌ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି।…

ଡ୍ରମରୁ ଗହମ ବାହାର କରୁଥିଲେ ମହିଳା, ଗହମ ବଦଳରେ ବାହାରିଲା…

ଲକ୍ଷ୍ନୌ,୧୨ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାର ଫୁଲବାହାର ଥାନା ଅଞ୍ଚଳର ଜଣେ ମହିଳା ଘରେ ଥିବା ଡ୍ରମରୁ ଗହମ ବାହାର କରୁଥିଲେ। ଏଥିରୁ ଗହମ ବାହାରିବା ପରିବର୍ତ୍ତେ ଏକ ବିରାଟ ଅଜଗର ବାହାରିଲା। ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।…

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର କରି ବିଛାଇ ଦିଆଯିବ। ୭୦ ଏକର ପରିମିତ ଜମିରେ ଥିବା ଏହି ଆବର୍ଜନା ପାହାଡ଼ର…

ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ୟୁଭିଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଥିବା…

ଟିକା ନ ଆସିବା ପର୍ଯ୍ୟନ୍ତ କୋହଳ ହେବନି କଟକଣା: ମୋଦି

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକା ପାଳନ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଟିକା ଆସିନି ସେ ପର୍ଯ୍ୟନ୍ତ କଟକଣା କୋହଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri