Home

ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…

ନୟାଗଡ଼,୩୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନାର ବାରମାସି ଦଣ୍ଡାସ୍ଥିତ ଅଞ୍ଚଳର ଘର ଭିତରୁ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ପୋଡ଼ା ମୃତଦେହ ଜବତ ହୋଇଛି। ନୟାଗଡ଼ ଟାଉନ ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ…

ସ୍ତ୍ରୀଙ୍କଠାରୁ ଚାପୁଡ଼ା ଖାଇଥିବା ରାଷ୍ଟ୍ରପତିଙ୍କୁ ଏମିତି ପରାମର୍ଶ ଦେଲେ ଟ୍ରମ୍ପ: ବନ୍ଦ ଘରେ…

ନୂଆଦିଲ୍ଲୀ,୩୧।୫: ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ତାଙ୍କ ପତ୍ନୀ ବ୍ରିଜିଟଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମାକ୍ରୋନ ଏବଂ ବ୍ରିଜିଟଙ୍କ…

ଆଜି ହାଟର ଶୁଭାରମ୍ଭ: ରାସ୍ତାରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା

ଗଞ୍ଜାମ,୩୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ୍‌ଠାରେ ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ। ଏଥିପାଇଁ ସେଠାରେ ଏକ ଫଳକ ନିର୍ମାଣ ହୋଇଛି। ଏହାର ଶୁଭାରମ୍ଭ କରିବେ ଏନ୍‌ଏସି ଅଧ୍ୟକ୍ଷା। ନିର୍ମାଣ ହୋଇଥିବା ଫଳକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟକୁ…

କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍‌: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଟ୍ରଫି…

ଘରୋଇ ଡାକ୍ତରଖାନା, କ୍ୱାକ୍‌ଙ୍କ ଦ୍ୱାରା ରୋଗୀ ଶୋଷିତ

କେନ୍ଦ୍ରାପଡ଼ା,୩୧ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟସେବା ସମସ୍ୟାର ଅନ୍ତ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ। ଉପାନ୍ତଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀ ଅଭାବରୁ ରୋଗୀଙ୍କୁ ଏବେ କଟକ ବଡ଼ ଡାକ୍ତରଖାନା ଯିବାକୁ ରେଫର କରାଯାଉଛି। ଏହାର ଫାଇଦା ଜିଲାରେ ଗଢ଼ି…

ଏବେ ବି ମିଳିନି ଭାଜପା ନେତ୍ରୀ ଇତିଶ୍ରୀଙ୍କ ପତ୍ତା, ୧୦୦୦ ଫୁଟ ଉପରୁ ନଦୀକୁ ଖସିଥିଲା ଗାଡ଼ି

ଯାଜପୁର,୩୧ା୫: ଯାଜପୁର ରୋଡ୍‌ର ଭାଜପା ନେତ୍ରୀ ଇତିଶ୍ରୀ ଜେନାଙ୍କ ଏଯାଏ ମିଳିନି ପତ୍ତା। ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି। ଇତିଶ୍ରୀଙ୍କ ବଡ଼ପୁଅ, ଭାଇଭାଉଜ ବି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ…

ଆମେ ଭାରତ-ପାକିସ୍ତାନ ଯୁଦ୍ଧ ରୋକିଦେଲୁ, ନଚେତ୍‌ ପରମାଣୁ…ପୁଣି ଚାଞ୍ଚଲ୍ୟକର ଖୁଲାସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୩୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ପୁଣିଥରେ ମିଛ ଦାବି କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସେ କରିଥିବା ନେଇ ସେ କହିଛନ୍ତି। କୋଟିପତି ବ୍ୟବସାୟୀ ଏବଂ ଟେସଲାର ସିଇଓ ଏଲନ ମସ୍କଙ୍କ ସହିତ ଓଭାଲ ଅଫିସରେ…

ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…

ଇସଲାମାବାଦ୍‌,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ମୁନିର…

୫ ମାସର ଶିଶୁକନ୍ୟାକୁ ଛାଡ଼ି ଝୁଲିପଡ଼ିଲେ ମା’-ବାପା

କେନ୍ଦୁଝର,୩୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅର୍ନ୍ତଗତ ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡା ସାହି ୟୁକାଲି ପଟାସ ଜଙ୍ଗଲରୁ ଶନିବାର ଦମ୍ପତିଙ୍କ ଝୁଲନ୍ତା ମୃତଦହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ରଇବୁ ମୁଣ୍ଡା(୨୭) ସ୍ତ୍ରୀ ଗୌରୀ। ମୃତ୍ୟୁର ସଠିକ୍‌…

କ୍ୟାମେରା ଆଗରେ ସ୍ତ୍ରୀଙ୍କ ସହ ମିଶି ବିଷ ପିଇଦେଲେ ସାମ୍ବାଦିକ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପିଲିଭିଟ୍‌,୩୧ା୫:ଉତ୍ତରପ୍ରଦେଶର ବିସାଲପୁର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ସୋସିଆଲ ମିଡିଆରେ ଉକ୍ତ ଭିଡିଓ ପୋଷ୍ଟ…

ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ…

ବିଳମ୍ବରେ ଅଫିସ୍‌ ଆସିବା ମହଙ୍ଗା ପଡ଼ିଲା: ୧୫ କର୍ମଚାରୀଙ୍କ ଦିନକର ଦରମା ବନ୍ଦ

କଟକ,୩୧ା୫(କାର୍ତ୍ତିକ ସାହୁ):ବିଳମ୍ବରେ ଅଫିସ ଆସିବା ମହଙ୍ଗା ପଡ଼ିଲା। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅରୁଣୋଦୟ ନଗରସ୍ଥିତ କାର୍ଯ୍ୟାଳୟର ୧୫ଜଣ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଛି। ସିଡିଏ ସଚିବ ଶ୍ୱେତ କୁମାର ଦାଶ ଶୁକ୍ରବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri