Home

କିଏ ହେବେ ଡିଜିପି: ରେସ୍‌ରେ ଏହି ୩ ନାଁ

ଭୁବନେଶ୍ୱର, ୧୫।୧(ସୁନିତ୍‌ ମିଶ୍ର):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ୍ବାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶେଷ ହେବାକୁ ଯାଉଛି। ହେଲେ ସେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପୋଲିସ ଡିଜି ଦାୟିତ୍ୱରେ ରହିବେ।…

କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ

ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିବା ସହ…

ମଣ୍ଡିରେ ମନ୍ଥର ଗତିରେ ଧାନକିଣା, ଚାଷୀ ଅସନ୍ତୁଷ୍ଟ

ଲୋଇସିଂହା,୧୫ା୧(ସୁଶାନ୍ତ ବାରିକ):ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି। କିନ୍ତୁ ବିଳମ୍ବରେ ଧାନକ୍ରୟ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଞ୍ଚଳର ବିଭିନ୍ନ ମଣ୍ଡିରେ ମାସକର ପଛୁଆ ଧାନକିଣା ଚାଲିଥିବା ଜଣାପଡିଛି। ମନ୍ଥର ଗତିରେ ଧାନକିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…

ଟ୍ରେନ୍‌ରୁ ଖସିପଡ଼ିଲେ ଦାଦନ ଶ୍ରମିକ: ଆଉ ତା’ପରେ ଘଟିଲା…

ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ ଶବ ହୋଇ ତ ଆଉ କେତେବେଳେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି। ଏଭଳି…

୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ମନୀଷା: ଶାଶୁଘରେ ଘଟିଲା…

ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ, ଉକ୍ତ ଗ୍ରାମର ଭୋଳାନାଥ ପାତିକାରଙ୍କ ସ୍ତ୍ରୀ ମନିଷା(୨୯)। ଶାରୀରିକ, ମାନସିକ ନିର୍ଯାତନା ଦେଇ ମନିଷାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା…

ସୁଧୁରୁନି ଧାନବିକ୍ରି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ/ବରପାଲି,୧୫।୧(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ):ବରଗଡ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଧାନବିକ୍ରି ହେବା…

ବେଆଇନ ଖନନରୁ ଆରାବଳୀ ପରିବେଶ କ୍ଷତି

ନୂଆଦିଲ୍ଲୀ,୧୫ା୧: ଆରାବଳୀ ପର୍ୱତମାଳା କେବଳ ପଥର ପାହାଡ଼ ନୁହେଁ, ଏହା ବହୁ କୋଟି ଲୋକଙ୍କ ପାଇଁ ଜଳଉତ୍ସ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ପ୍ରାକୃତିକ ପାଚେରି ସଦୃଶ, ଯାହା ଏବେ ଗମ୍ଭୀର ବିପଦର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।…

ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ବୁଧବାର ସାରେ ମଝିଘରିଆଣୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ…

IND vs NZ: ରାଜକୋଟରେ ନ୍ୟୁଜିଲାଣ୍ଡ ରାଜ୍, ଭାରତଠୁ ବିଜୟ ଛଡ଼ାଇ ନେଲେ ୟଙ୍ଗ-ମିଚେଲ

ନୂଆଦିଲ୍ଲୀ,୧୪।୧: ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ ହୋଇଛି । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏକପାଖିଆ…

ଶିଶୁକୁ ବି ଛାଡିଲେନି….୫ ବର୍ଷର ଶିଶୁଙ୍କୁ ସରପଞ୍ଚଙ୍କ ଯୌନ ନିର୍ଯାତନା, ମାଡ଼ ମାରି….

ନୂଆଦିଲ୍ଲୀ,୧୪।୧: ତେଲେଙ୍ଗାନାର ୟଦାଦ୍ରି ଭୁବନଗିରି ଜିଲ୍ଲାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ।ଭୁବନଗିରି ମଣ୍ଡଳର ପେଞ୍ଚଲାପାଡୁ ଗାଁରେ, ସମାଜର ରକ୍ଷକ ଭାବରେ ବିବେଚିତ ପୂର୍ବତନ ସରପଞ୍ଚ ଏଲାୟା ଭକ୍ଷକ ସାଜିଛନ୍ତି । ଅଭିଯୁକ୍ତ ଏଲାୟାଙ୍କ ବିରୁଦ୍ଧରେ ଜଣେ ୫ ବର୍ଷର…

ଏବେ ଟ୍ରମ୍ପଙ୍କ Visa ବୋମା, ରୁଷିଆ-ଇରାନ ସମେତ ଏହି ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ,୧୪।୧: ଆମେରିକା ସରକାରଙ୍କ ବଡ଼ ପଦକ୍ଷେପ। ରୁଷିଆ-ଇରାନ ସମେତ ୭୫ ଦେଶର ନାଗରିକଙ୍କ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ଲଗାଗଲା ରୋକ। ଏହି ପଦକ୍ଷେପ ଜାନୁଆରୀ ୨୧, ୨୦୨୬ରୁ ଆରମ୍ଭ ହେବ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ଜାରି ରହିବ।…

ଶତକ ମାରିବା ପରେ ବ୍ୟାଟ୍‌ ଉଠାଇ ସିଟି ମାରିଲେ କେ ଏଲ୍‌ ରାହୁଲ? ସେଲିବ୍ରେଶନ ପଛର କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୪।୧: ଯେତେବେଳେ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ଥାଏ ଅର୍ଥାତ ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଭଳି ବଡ଼ ବଡ଼ ବ୍ୟାଟ୍ସମ୍ୟାନ ନିରାଶ କରନ୍ତି, ସେହି ସମୟରେ ଏକମାତ୍ର ଖେଳାଳି ଯିଏକି ବାରମ୍ବାର କମାଲ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?