Home

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଆଉଟ୍‌ ହୋଇଛନ୍ତି ଏହି କ୍ରିକେଟର

ଅନ୍ତର୍ଜାତୀୟ କ୍ରିକେଟର ସର୍ବଧିକ ଥର ଆଉଟ୍‌ ହୋଇଥିବା ଖେଳାଳିଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୪ ବର୍ଷର କ୍ୟାରିୟରରେ ୨୦୦ଟି ଟେଷ୍ଟ, ୪୬୩ଟି ଏକଦିବସୀୟ ଏବଂ ଗୋଟିଏ ଟି -୨୦ ମ୍ୟାଚ ଖେଳିଥିବା ସଚିନ ୧୦୦ ଶତକ ସହିତ…

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌ ନ ପିନ୍ଧି ରାସ୍ତାରେ ବୁଲୁଥିବା ଏକ ଛେଳିକୁ ପୋଲିସ ବାବୁ ବାନ୍ଧି ଥାନାକୁ ନେଇ…

ଗଞ୍ଜାମରେ ଆଇଏଏସ୍‌, ଓଏଏସ୍‌ ଅଧିକାରୀଙ୍କୁ କାଉନ୍‌ସିଲିଂ କଲେ ଦିଲ୍ଲୀର ମନସ୍ତତ୍ତ୍ୱ ପ୍ରଫେସର

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅଣାୟତ ଆଡ଼କୁ ଗଲାଣି। କରୋନା ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ଜ଼ିଲାର ଆଇଏଏସ୍‌, ଓଏଏସ୍‌ ତଥା ବରିଷ୍ଠ ଅଧିକାରୀମାନେ ରାତି ଦିନ କାର୍ଯ୍ୟ କରୁଛନ୍ତି। ସେମାନେ କରୋନା ମୁକାବିଲା କାର୍ଯ୍ୟ କରୁଥିବାବେଳେ…

ବରଗଡ଼ ଜିଲାରୁ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮୬

ବରଗଡ଼ ଅଫିସ, ୨୮।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଅତାବିରା ଏନ୍‌ଏସିର କଣ୍ଟେନମେଣ୍ଟ ଅଞ୍ଚଳରୁ ସର୍ବାଧିକ ୯ ଜଣ ରହିଥିବା ବେଳେ ଅନ୍ୟଜଣକ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ…

ବର୍ଷିଲେ ମାୟାବତୀ: କଂଗ୍ରେସକୁ ଶିଖାଇବେ ବୁଦ୍ଧି

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କୁ ମଧ୍ୟ ଟାର୍ଗେଟ…

ଲିଭରରୁ ବାହାରିଲା ୨୦ ସେମିର ଷ୍ଟିଲ୍‌ ଛୁରୀ…

ନୂଆଦିଲ୍ଲୀ, ୨୮।୭: ଏମ୍ସ୍‌ର ଡାକ୍ତରମାନେ ଏକ ନିଆରା ଅପରେଶନ୍‌ କରିଛନ୍ତି। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଲିଭରରେ ରହିଥିବା ୨୦ ସେମି ଲମ୍ବର ଷ୍ଟିଲ୍‌ ଛୁରୀ ବାହାର କରିଛନ୍ତି। ଏବେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ଥିବା ଦିଲ୍ଲୀ ଏମ୍ସ୍‌ ପକ୍ଷରୁ କୁହାଯାଇଛି। ହରିୟାଣାର…

କେନ୍ଦୁଝରରେ କୋଭିଡ୍‌ ନିୟମ ଉଲ୍ଲଂଘନ: ନର୍ସ ଚାକିରି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭିଡ଼

କେନ୍ଦୁଝର, ୨୮।୭ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କୋଭିଡ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ମେଡିକାଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବା ସହ ଆବଶ୍ୟକତା ନ ଥିଲେ ସମସ୍ତଙ୍କୁ…

ମସ୍ତିଷ୍କରେ ଫସିରହିଥିଲା ଗୁଳିର ୧୦୦ ଖଣ୍ଡ: ଏଭଳି ଡାକ୍ତର ବଞ୍ଚାଇଲେ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡାକ୍ତରମାନେ ନିଆରା ଅପରେଶନ୍‌ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋନିଆ ବିହାରର ୩୯ ବର୍ଷୀୟ ରାଧେଶ୍ୟାମଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହାପରେ…

କେନ୍ଦୁଝରରୁ ୭୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୭୩୦

କେନ୍ଦୁଝର, ୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କରୋନା ସ୍ଥିତ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ଜିଲାରୁ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୬ ଜଣ ସୁସ୍ଥ…

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଝି ଆକାଶରୁ ତଳେ ସ୍ଥାନୀୟ ଜନଗହଳିପୂର୍ଣ୍ଣ କେଣ୍ଟ୍‌ ଅଞ୍ଚଳରେ ଖସିପଡ଼ିଥିଲେ ମଧ୍ୟ…

ହସ୍ପିଟାଲରୁ ରାତିରେ ଶୁଭେ ଚିତ୍କାର ଶବ୍ଦ, ଯାଞ୍ଚ୍‌ ହେବାରୁ ମିଳିଲା ଏମିତି ଆଶ୍ଚର୍ଯ୍ୟ ତଥ୍ୟ

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ ନାହିଁ, ଏହା ସବୁ ମନର ଭ୍ରମ। ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ…

ପେଟ୍ରୋଲ ଭରିବା ସମୟରେ କିଛି ଘଟିଲା ଏଭଳି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବେମତେରା,୨୮।୭: ପେଟ୍ରୋଲ ଭରିବା ସମୟରେ କେତେକ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ। ଟିକିଏ ବି ଅସର୍ତକତା ଦୁର୍ଘଟଣା ଘଟାଇପାରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ବେମତେରା ଜିଲାର ନଓ୍ବାଗଡ଼ର ଜୟସଓ୍ବାଲ ପେଟ୍ରୋଲ ପମ୍ପରେ। ଉକ୍ତ ପେଟ୍ରୋଲ ପମ୍ପରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri