Home

ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ନାତୁଣୀ ଶେୟାର କଲେ ଫଟୋ, ଲେଖିଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୮ା୧୧: ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇଡେନ୍‌। ପେନ୍‌ସିଲଭାନିଆରେ ଯେତେବେଳେ ଜୋ ବାଇଡେନ୍‌ଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା ସେତେବେଳେ ତାଙ୍କ ପରିବାର ସଦସ୍ୟମାନେ ଏକାଠି ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ଶୁଭ…

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଏହା ଘଟିଛି। ଶହୀଦ୍‌ ହୋଇଥିବା ଯବାନ ହେଉଛନ୍ତି କନେଷ୍ଟଳ ସୁଦୀପ୍‌…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ପାକିସ୍ତାନ ପଟୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ। ଭାରତୀୟ…

ମ୍ୟାନମାର୍‌ରେ ନିର୍ବାଚନ: ଭୋଟିଂ ଆରମ୍ଭ, ସୁକିଙ୍କ ବିଜୟ ହେବା ନିଶ୍ଚିତ !

ୟାଙ୍ଗୁନ୍‌,୮।୧୧: ମ୍ୟାନମାର୍‌ରେ ସାଧାରଣ ନିର୍ବାଚନ ଲାଗି ରବିବାର ଭୋଟିଂ ଆରମ୍ଭ ହୋଇଛି। ଦେଶରେ ପୁଣିଥରେ ନୋବେଳ ପୁରସ୍କାର ବିଜେତା ଅଙ୍ଗ୍‌ ସାନ୍‌ ସୁକିଙ୍କ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିବା ନିଶ୍ଚିତ ବୋଲି କୁହାଯାଉଛି। ଦେଶର…

୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ ଧାଇଁ ଆସନ୍ତି ଲୋକେ। ସାଧାରଣତଃ ଲୋକେ ପାହାଡ଼ ଚଢ଼ନ୍ତି। ମାତ୍ର ଝରଣା ଚଢ଼ିବା କଥା…

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି କାଟିପାରିବ ବୋଲି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଫିଲିପାଇନ୍ସର ସିନେଟ୍‌ ବା ସଂସଦରେ କୁହାଯାଇଛି,…

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ ଅଘଟଣ ଉତ୍ତରପ୍ରଦେଶ ନୋଏଡ଼ାରେ ଘଟିଛି। କାର୍‌ରେ ବସି ସୌରଭ ମାଓ୍ବି ନାମକ ଜଣେ ଯୁବକ…

ଆଖିରେ ପଟି ବାନ୍ଧି ୧୬ କିମି ସ୍କେଟିଂ କଲେ ଏହି କୁନି ବାଳକ

ଲୁଧିଆନା ଜିଲାର ପ୍ରଣବ ନାମକ ଜଣେ ୬ ବର୍ଷର ବାଳକ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ରେ ୧୬ କିଲୋମିଟର ସ୍କେଟିଂ କରି ଗିନିଜ ଓ୍ବାଲର୍‌ଡରେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ପିତା କହିଛନ୍ତି, ବର୍ତ୍ତମାନ ଏହି ତାଲିକାରେ…

କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ…

ମେୟର ନିର୍ବାଚନ: ବସୁନ୍ଧରାଙ୍କ ସମର୍ଥକ କଲେ ବିଦ୍ରୋହ

ଜୟପୁର,୮।୧୧: ରାଜସ୍ଥାନ ଜୟପୁରରେ ମେୟର ନିର୍ବାଚନ ନେଇ ଭାଜପାର ଘର କଳି ଏବେ ପଦାରେ ପଡ଼ିଛି। ବସୁନ୍ଧରା ରାଜେଙ୍କ ସମର୍ଥକ ବୋଲାଉଥିବା ବିଧାୟକ ନରପତ ସିଂ ରାଜସ୍ବୀ ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବିଦ୍ରୋହ କରିଛନ୍ତି। ଗ୍ରେଟର ନଗମ ନିଗମରେ…

ରୋ-ପାକ୍ସ୍‌ ଫେରି ସେବା ଲୋକାର୍ପଣ କଲେ ମୋଦି: ପର୍ଯ୍ୟଟନ ଶିଳ୍ପର ହେବ ବିକାଶ

ଅହମଦାବାଦ,୮।୧୧: ଗୁଜରାଟର ହଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ୍‌ ଫେରି ସେବାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ସମ୍ପନ୍ନ ହୋଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ମୋଦି କହିଛନ୍ତି ସେ ସୁରଟ ଏବଂ ସୌରାଷ୍ଟ୍ରର ବିକାଶ ପାଇଁ ସରକାର…

ବିଭାଜନ ନୁହେଁ ଏକତାକୁ ପ୍ରାଥମିକତା ଦିଆଯିବ: ବାଇଡେନ୍‌

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୭ ବର୍ଷ ବୟସ୍କ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କର ବିଜୟ ହୋଇଛି। ବାଇଡେନ୍‌ ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ୨୦ ଜାନୁୟାରୀ ୨୦୨୧ରେ ଶପଥ ନେବେ। ଆମେରିକାର ଜନସାଧାରଣ ତାଙ୍କ ଉପରେ ଆସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri