Home

ଦିଲ୍ଲୀ-ପଞ୍ଜାବ-କେରଳରେ କରୋନାର ଦୋହରା ମାଡ଼: ପାର୍ବଣଋତୁରେ ଅଧିକ ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ, ୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ ଏବଂ କେରଳରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଞ୍ଚିଛି।…

ମହିଳା ଏମ୍‌ପିଙ୍କୁ ହତ୍ୟା ଧମକ: ଲୋଡିଲେ ସହାୟତା

କୋଲକତା,୧।୧୦: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁଶରତ ଜାହାଁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ଏବେ ସେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ନୁଶରତ ଏକ ବଙ୍ଗଳା ଚଳଚ୍ଚିତ୍ରର ଶୁଟିଂ ପାଇଁ ଲଣ୍ଡରେ ଅଛନ୍ତି। ତାଙ୍କର…

ଉତ୍ତରପ୍ରଦେଶରେ ଚାଲିଛି ଗୁଣ୍ଡାରାଜ: ମାୟାବତୀ

ଲକ୍ଷ୍ନୌ, ୧।୧୦: ହାତରସ୍‌ ଗଣ ବଳାତ୍କାର ମାମଲା ନେଇ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ରାଜ୍ୟରେ ଆଇନର ଶାସନ ନୁହେଁ ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟର ଭାଜପା ସରକାର ବୋହୂ…

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଳି ପୋଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ…

ଗର୍ଭାବସ୍ଥାରେ ପତଳା ଦେଖାଯିବାକୁ ନେଇ ଟ୍ରୋଲ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜିକାଲି ଅଭିନେତ୍ରୀଅଭିନେତାମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ସାଧାରଣ କଥା ହୋଇଗଲାଣି। ନିକଟରେ ଛୋଟ ପରଦା ଲୋକପ୍ରିୟ ଅଭିନେତା କରଣଭୀର ବୋହ୍‌ରାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଟିଜେ ସିଦ୍ଧୁ ଟ୍ରୋଲ ହୋଇଛନ୍ତି। ଟିଜେ ଖୁବ୍‌ଶୀଘ୍ର ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି।…

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଖୋଲା ପବନ ଏବଂ ସ୍ବଚ୍ଛତା ଅପରିହାର୍ଯ୍ୟ ବୋଲି…

କ୍ରିକେଟର ସ୍ତ୍ରୀଙ୍କ ପାଠପଢା କଥା ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।…

ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଲାନ୍ସ୍‌ ନାଏକ ଶହୀଦ୍‌

ଶ୍ରୀନଗର, ୧।୧୦: ଜମ୍ମୁ-କଶ୍ମୀରସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଲ୍‌ଓସିର ପୁଞ୍ଚ୍‌ ଜିଲାର ମାନକୋଟ ସେକ୍ଟର ଏବଂ କ୍ରିଷ୍ଣାଘାଟି ସେକ୍ଟରଠାରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ପାକିସ୍ତାନ ପଟୁ ମୋର୍ଟାର ଶେଲିଂ ମାଡ଼…

ମହିଳାଙ୍କୁ ଏସିଡ୍‌ ଫିଙ୍ଗିବା ମାମଲା: ୨ ଗିରଫ

କଟକ ସଦର, ୧ା୧୦ (ଡି.ଏନ୍‌.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁକାନ୍ତି…

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ ଲାଗି ଭାଜପାର ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର, ୧ା୧୦(ବ୍ୟୁରୋ):ରାଜ୍ୟରେ ଖାଲି ହୋଇଥିବା ଦୁଇଟି ବିଧାନସଭା ଆସନ ତିର୍ତ୍ତୋଲ ଏବଂ ବାଲେଶ୍ୱର ଆସନରେ ଉପନିର୍ବାଚନ ନେଇ ନିର୍ବାଚନ ତାରିଖ ଘୋଷଣା ସରିଛି। ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନଠାରୁ ସବୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି…

ମୁଖ୍ୟମନ୍ତ୍ରୀ ଘରୁ ବାହାରନ୍ତୁ: ସୁର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟରେ କରୋନା ପରିସ୍ଥିତି ମେ’ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଆଣି ଭୁଲ୍‌ କଲେ। ବିଭିନ୍ନ ଷ୍ଟେଶନରେ ସେମାନେ ଓହ୍ଲାଇବା ଫଳରେ ରାଜ୍ୟ ସାରା ସଂକ୍ରମଣ ବ୍ୟାପିଲା। ଗଞ୍ଜାମ ଓ ଖୋର୍ଦ୍ଧା ଜିଲା…

ଯୁକ୍ତିଯୁକ୍ତ ଉପସଂହାର: ଜଷ୍ଟିସ ଯାଦବ

ନୂଆଦିଲ୍ଲୀ, ୧।୧୦:ବାବ୍ରି ମସ୍‌ଜିଦ୍‌ ଭଙ୍ଗ ମାମଲାର ରାୟ ପ୍ରକାଶ ପାଇବା ପରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ସ୍ବତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ। ଜଷ୍ଟିସ୍‌ ଯାଦବ ୨୦୧୯ରେ ଅବସର ଗ୍ରହଣ କରିବାର ଥିଲା। ହେଲେ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri