ଟିକା ଲାଗି ଶୀତଳଭଣ୍ଡାର ସୁବିଧା କର
ନୂଆଦିଲ୍ଲୀ, ୨୫ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାର ସୁରକ୍ଷା ଓ ଏହାର ତ୍ୱରିତ ବଣ୍ଟନ ଉପରେ ମଙ୍ଗଳବାର ଜୋର୍ ଦେଇଛନ୍ତି। ସମସ୍ତଙ୍କ ଲାଗି ସୁରକ୍ଷିତ ଟିକା ସୁବିଧା ଓ ଟିକାର ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା…
ପାଖେଇ ଆସୁଛି ବାତ୍ୟା ‘ନିଭାର’
ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କି.ମି ବେଗରେ ଗତିକରୁଛି। ଅବପାତ ପୁଡୁଚେରୀର ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି ଏବଂ ଦକ୍ଷିଣ-ପୂର୍ବ…
କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍ ରାଜି
ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍ ଷ୍ଟେଟ୍ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ଙ୍କୁ ବିଜୟୀ ଘୋଷଣା କରିବା ପରେ ଏହି ବରିଷ୍ଠ ଡେମୋକ୍ରାଟ୍ଙ୍କ ଶପଥ ଗ୍ରହଣ ପାଇଁ…
ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧.୪୭ ଲକ୍ଷ ଅଣକୋଭିଡ୍ ରୋଗୀ ମୃତ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୨୦ ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧,୪୭,୮୭୪ଜଣ ଅଣକୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଙ୍ଗଳବାର ବିଧାନସଭାରେ ଏହା…
ଡଙ୍ଗାଭସା ଉପରେ କଟକଣା
ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପର୍ବ ପାଳିତ ହେବ। ନଦୀ, ପୋଖରୀ କିମ୍ବା ଜଳାଶୟରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ଉପରେ ସରକାର କଟକଣା ଲଗାଇଛନ୍ତି। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ୍…
ସମ୍ପର୍କ ଲୁଚାଇବାକୁ ୫୦ କୋଟି
ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍ ହୟା ବିଣ୍ଟ ହୁସେନ୍ ହେଉଛନ୍ତି ଜୋର୍ଡାନ୍ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍ ଆଲିଆଙ୍କ ଝିଅ ତଥା କିଙ୍ଗ୍ ଅବ୍ଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ। ୧୯୭୪ ଜୁଲାଇ ୧୫ରେ ଜନ୍ମିତ ହୟା ଅକ୍ସଫୋର୍ଡ…
ନ୍ୟାୟ ନ ପାଇଲେ ଆତ୍ମାହୁତି
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆମ ୫ବର୍ଷର ଝିଅକୁ ମାରିଦେଲେ। ତା’ ଆଖି, କିଡ୍ନୀ କାଢ଼ିନେଲେ। ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ। ଝିଅକୁ ନ୍ୟାୟ ନ ମିଳିବାରୁ ଆମେ ଆତ୍ମାହୁତି କରୁଛୁ ବୋଲି କହି ମଙ୍ଗଳବାର ବିଧାନସଭା ବାହାରେ…
୩୬ ଘଣ୍ଟା ଭିତରେ ୨ ବରିଷ୍ଠ ନେତାଙ୍କୁ ହରାଇଲା କଂଗ୍ରେସ
ନୂଆଦିଲ୍ଲୀ,୨୫।୧୧:ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଗଭୀର ଆଘାତ ପାଇଛି। ଗତ ସୋମବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ମୃତ୍ୟୁ ପରେ ଆଜି ଅର୍ଥାତ୍ ବୁଧବାର ଭେଟେରାନ କଂଗ୍ରେସ ନେତା ଅହମଦ…
ମାଡିଆସୁଛି ବାତ୍ୟା ‘ନିଭାର’: ୧୪୫ କିମି ବେଗରେ ବହିବ ପବନ
ଚେନ୍ନାଇ,୨୫।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ନିଭାର’ ମାଡିଆସୁଛି। ବୁଧବାର ସକାଳେ ‘ନିଭାର’ ସ୍ଥଳ ଭାଗ ଛୁଇଁବ। ଏହାକୁକୁ ନଜରରେ ରଖି ତାମିଲନାଡୁରେ ଆର୍ଲଟ ଜାରି କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ସଂଧ୍ୟାରୁ ପ୍ରବଳ ବର୍ଷା ସହିତ ପବନ ଆରମ୍ଭ ହୋଇଯାଇଛି।…
ଆରପାରିରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ
ନୂଆଦିଲ୍ଲୀ,୨୫।୧୧: ରାଜ୍ୟ ସଭା ଏମ୍ପି ତଥା କଂଗ୍ରେସର ବରିଷ୍ଠ ନେତା ତଥା ଅହମଦ ପଟେଲଙ୍କ ବୁଧବାର ମଲ୍ଟି ଅରଗାନ ଫେଲ ଯୋଗୁ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୧ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା…
ଯୁବତୀଙ୍କୁ ରକ୍ତ ଦେଲେ ଯବାନ
ଶ୍ରୀନଗର,୨୪।୧୧: ଭାରତୀୟ ସେନାର ଯବାନମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ନିଜ ଜୀବନ ପ୍ରତି ଧ୍ୟାନ ନ ଦେଇ ଲୋକଙ୍କୁ ରକ୍ଷା କରନ୍ତି। ଶ୍ରୀନଗରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସିଆରପିଏଫ୍ ଯବାନ ଯୁବତୀଙ୍କ…
ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ
ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ପୂର୍ବ ନିୟମ ବଦଳାଇ ଖୁବ୍ଶୀଘ୍ର ନୂଆ ନିୟମ ଲାଗୁ କରିବା ସପକ୍ଷରେ ଅଛନ୍ତି। ଏଥିପାଇଁ…
Archives


