କରୋନାରେ ଆଖିବୁଜିଲେ ଏହି ସୁପରଷ୍ଟାର
ଗୁଜୁରାଟୀ ଫିଲ୍ମର ସୁପରଷ୍ଟାର ନରେଶ କାନୋଡିୟାଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଅହମ୍ମଦାବାଦର ୟୁଏନ୍ ମେହତା ଇନ୍ଷ୍ଟିଚ୍ୟୁଟ୍ରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର…
ନୀତିଶଙ୍କ ଅପବ୍ୟବହାର ମୋ ପାଇଁ ଆଶୀର୍ବାଦ ଭଳି: ତେଜସ୍ବୀ
ପାଟନା,୨୭।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ୨୪ ଘଣ୍ଟା ପୂର୍ବରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି। ତେଜସ୍ବୀ ଯାଦବ କହିଛନ୍ତି ଯେ, ନୀତିଶ କୁମାର ଏବେ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ହୋଇଯାଇଛନ୍ତି।…
ନିର୍ବାଚନ ସଭାରେ ଲାଲୁ ଯାଦବଙ୍କ ୯ ସନ୍ତାନ ବିଷୟରେ ଉଠାଇଲେ ମୁଖ୍ୟମନ୍ତ୍ରୀ
ପାଟନା,୨୭।୧୦: ବିହାରର ରାଜନୈତିକ ଯୁଦ୍ଧରେ କିଏ ଜିତିବ ନଭେମ୍ବର ୧୦ରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ଯୁଦ୍ଧ ବ୍ୟକ୍ତିଗତ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଶାଲୀ ଜିଲାର ମହାନାର ନିର୍ବାଚନ ମଞ୍ଚରୁ ଲାଲୁ ଯାଦବଙ୍କୁ ଆକ୍ରମଣ କରିଥିଲେ।…
ଭୟଙ୍କର ବୋମା ବିସ୍ଫୋରଣ: ୪ ମୃତ, ୨୬ ଆହତ
ପେଶଓ୍ବାର,୨୭।୧୦: ପାକିସ୍ଥାନର ପେଶୱାରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୯ ଶିଶୁ ସାମିଲ ଥିବା ଜଣାପଡିଛି। ଏହି ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନ…
ପୂର୍ବତନ ବୟଫ୍ରେଣ୍ଡ୍ ସହ ଫଟୋ ଶେୟାର କଲେ କରୀନା କପୁର
ଅଭିନେତା ଶାହିଦ କପୁର ଏବଂ କରୀନା କପୁରଙ୍କ ପ୍ରେମ କାହାଣୀ ଏକଦା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଦୁଇ କଳାକାର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଜବ୍ ଉଇ ମେଟ୍ରେ ଉଭୟଙ୍କ ଅଭିନୟକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ନିକଟରେ…
ଦଶହରାରେ କର୍ମଚାରୀଙ୍କୁ କାର୍ ଉପହାର ଦେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ କର୍ମଚାରୀଙ୍କୁ ଏକ କାର ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଭାଇରାଲ…
ଚନ୍ଦ୍ରରେ ମିଳିଲା ଜଳର ସନ୍ଧାନ
ନ୍ୟୁୟର୍କ,୨୭।୧୦: ଚନ୍ଦ୍ରରେ ମାନବ ବସତି ସ୍ଥାପନ କରିବାର ବୈଜ୍ଞାନିକ ଆଶା ଅଧିକ ଶକ୍ତିଶାଳୀ ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ର ପୃଷ୍ଠରେ ଜଳ ଆବିଷ୍କାର କରିଛି। ନାସାର ‘ମୁନ ମିଶନ’ରେ ଜଳର ସନ୍ଧାନ ମିଳିଛି। ନାସାର ଷ୍ଟ୍ରାଟୋସାଇଫର୍ ଅବଜରଭେଟୋରୀ ଫର…
ବିନା ଚାର୍ଜରରେ ମୋବାଇଲ୍ ଫୋନ୍ ହେବ ଚାର୍ଜ
ନୂଆଦିଲ୍ଲୀ: ଏମିତି ଅନେକ ଥର ହୋଇଥିବ, ଆପଣ ଘରେ ଚାର୍ଜର ଭୁଲି ମୋବାଇଲ ସାଙ୍ଗରେ ନେଇ ବାହାରି ପଡ଼ିଥିବେ। ଆଉ କିଛି ସମୟ ପରେ ଯେତେବେଳେ ମୋବାଇଲ ଚାର୍ଜ ଶେଷ ହେବାର ସମୟ ଆସିଯିବ, ଆପଣଙ୍କୁ ଚାର୍ଜର କଥା ମନେପଡ଼ିଥିବ, କିନ୍ତୁ…
ଏଟିଏମରୁ ଟଙ୍କା ବାହାର କରୁଛନ୍ତି କି? ରୁହନ୍ତୁ ସତର୍କ, ନଚେତ୍ ଆକାଉଣ୍ଟ ହୋଇଯିବ ଖାଲି
ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ୍ ଭାଙ୍ଗି ଲୁଟ୍ କରୁଛନ୍ତି…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୦୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୦୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୧୫୯ଜଣ, କଟକରୁ ୧୪୧, ସୁନ୍ଦରଗଡ଼ରୁ ୧୩୧ଜଣ, ଯାଜପୁରରୁ ୧୧୩ଜଣ, ବାଲେଶ୍ୱରରୁ ୧୦୪ଜଣ, ମୟୁରଭଞ୍ଜରୁ ୧୦୧ଜଣ, କଳାହାଣ୍ଡିରୁ ୯୧ଜଣ, କେନ୍ଦ୍ରାପଡାରୁ…
୩୦ ବର୍ଷରୁ ଅଧିକ ହୋଇଥିଲେ ଏହିସବୁ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍…
ମହିଳା କିମ୍ବା ପୁରୁଷ, ବୟସ ବଢିବା ସାଙ୍ଗକୁ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ପ୍ରାୟତଃ ଦେଖାଯାଉଛି କି ୨୦-୨୫ ବର୍ଷ ବୟସର ଯୁବତୀଯୁବକମାନେ କୌଣସି କାମ କରିବାରେ ବହୁତ ଫୁର୍ତ୍ତି ଦେଖାନ୍ତି। କିନ୍ତୁ ୩୦ ବର୍ଷ ଶରୀରରେ ସାମାନ୍ୟ ମନ୍ଥରତା ଦେଖାଯାଏ।…
ଦାଦାବଟି ମାଗି ୫ ସାମ୍ବାଦିକ ଗିରଫ
ଭୁବନେଶ୍ୱର,୨୬।୧୦(ବ୍ୟୁରୋ)-ଦାଦାବଟି ମାଗିବା ଅଭିଯୋଗରେ କମିଶନରେଟ ପୋଲିସ ପାଞ୍ଚ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍ ଓ ମୋବାଇଲ ଜବତ ହୋଇଛି। ପୋଲିସ କହିଛି, ଖଣ୍ଡଗିରି ଥାନା ଅଞ୍ଚଳରେ…
Archives


