Home Middle

ଆଜି ବି ଇଡି ସାମ୍ନାରେ ହାଜର ହେବେନି କେଜ୍‌ରିଓ୍ବାଲ, ମାଗିଲେ ନୂଆ ତାରିଖ, ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୪।୩: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପଚରାଉଚରା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ମାର୍ଚ୍ଚ ୧୨ପରେ ଏକ ନୂତନ ତାରିଖ ମାଗିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହେବେ ବୋଲି କହିଛନ୍ତି। ତେବେ…

ଆମେ ଖୁବ୍‌ଶୀଘ୍ର ପୁଣିଥରେ ଭେଟ ହେବା: ମନ୍ତ୍ରୀମାନଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ‘ବିକଶିତ ଭାରତ: ୨୦୪୭’ ପାଇଁ ଭିଜନ ପେପର ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ସୂତ୍ରରୁ ପ୍ରକାଶ…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୪।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ ମିଳିଛି। ବୋମା ପକାଇ ତାଙ୍କ ଉଡାଇଦେବାକୁ ଧମକରେ କୁହାଯାଇଛି। ମହାନଗର ନିଗମରେ ଏହି ଘଟଣାରେ ଏଫଆଇଆର୍‌ ରୁଜୁ ହୋଇଛି। ସୁରକ୍ଷା ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ପୋଲିସର CUG ନମ୍ବରରେ ଏହି ଧମକପୂର୍ଣ୍ଣ…

ମାର୍ଚ୍ଚ ଆରମ୍ଭରୁ ହେଲାଣି ଅସହ୍ୟ, ୭ରୁ ଆହୁରି ତତେଇବ

ଭୁବନେଶ୍ୱର,୩ା୩(ଅନିଲ ଦାସ)-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଦିନରେ ପ୍ରଚଣ୍ଡ ଖରା ପରିବେଶକୁ ଉତ୍ତପ୍ତ କଲାଣି। ସକାଳୁ ସଞ୍ଜଯାଏ ତାତି ନିସ୍ତାର ନାହିଁ। ତାତି ଆହୁରି କଲବଲ କରିବ। ପାରଦ ଉପରମୁହଁା ହୋଇ ଚାଲିଛି। ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମର ପ୍ରକୋପ ଅସହ୍ୟ…

ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ ୧୯,୬୦୦ କୋଟି ଉର୍ଦ୍ଧ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗ୍ରାଉଣ୍ଡରେ ପ୍ରସ୍ତୁତି ସମୀକ୍ଷା…

ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌

ଭୁବନେଶ୍ୱର,୩।୩: ପଦ୍ମ ଧରିଛନ୍ତି ଆଇଏଏସ ଟପର୍‌। ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ ଟପର୍‌ ତଥା ବିଶିଷ୍ଟ ସାହିତି୍ୟକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ…

ନିର୍ବାଚନ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି: ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର,୩।୩ (ସୂର୍ଯ୍ୟକାନ୍ତ ବେହେରା): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ହାୱା ଚାରି ଆଡେ ଦେଖିବାକୁ ମିଳିଲାଣି । ତେବେ ଏହା ପୂର୍ବରୁ କଡା ସୁରକ୍ଷା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।…

ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA

କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍‌କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ ପଦ୍ମ ଧରିବାକୁ ଯାଉଛନ୍ତି। ଆସନ୍ତାକାଲି ସେ ଭାଜପାରେ ଯୋଗ ଦେବା ନେଇ ଅପରାଜିତା ଷଡଙ୍ଗୀ…

ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ବୁଝି ବିଚାରି ବିବୃତ୍ତି ଦେବାକୁ କହିଥିଲେ ଏବଂ ବିବାଦୀୟ…

ଟିକେଟ୍‌ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍‌ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ କଟିଥିବାବେଳେ…

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା…

ରାଜନୀତିକୁ ଓହ୍ଲାଇବେ ଏହି ଚର୍ଚ୍ଚିତ ବିଚାରପତି! ଦେଲେ ସଙ୍କେତ

କୋଲକତା,୩।୩: ଆଇଏଏସ ଅଫିସରଙ୍କ ପରେ ରାନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ହାଇକୋର୍ଟ ବିଚାରପତି। ପାଖେଇ ଆସିଲାଣି ନିର୍ବାଚନ। ଏ ଭିତରେ କାହାକୁ ଟିକେଟ୍‌ ମିଳିବ କି ମିଳିବନି ଭିତରେ ଭାଜପା ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଅନେକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri