Home Middle

ଲୋକ ସଭା ନିର୍ବାଚନକୁ ନେଇ ଆଜି ଇସି କରିବେ ପ୍ରେସ କନଫରେନ୍ସ

ନୂଆଦିଲ୍ଲୀ,୫।୩: ଆସନ୍ତା ଲୋକ ସଭା ନିର୍ବାଚନର ତାରିଖ ଯେକୌଣସି ସମୟରେ ଘୋଷଣା କରାଯାଇପାରିବ। ନିର୍ବାଚନ ଆୟୋଗ ନିରନ୍ତର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏହା ଶେଷ ପର୍ଯ୍ୟାୟରେ ଅଛି। ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ମାର୍ଚ୍ଚ ୫ରେ ନିର୍ବାଚନ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ/ଇସଲାମାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶେହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶେହାବାଜ ସରିଫ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ତାଙ୍କୁ ଅଭିନନ୍ଦନ ଜଣାଇ…

ଫସିଗଲେ ମସ୍କ

ଓ୍ବାଶିଂଟନ,୫।୩: କିଛି ଦିନ ପୂର୍ବରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ଏଲୋନ ମସ୍କଙ୍କ ନାମ ଦୀର୍ଘ ଦିନ ଧରି ହେଡଲାଇନକୁ ନ ଆସିବା ବେଶିଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ହୁଏତ ସେ ଏପରି କିଛି କରିବେ ଯାହା ତାଙ୍କ…

ଗର୍ଭପାତ ମହିଳାଙ୍କ ସାମ୍ବିଧାନିକ ଅଧିକାର, ଏହି ବିଲକୁ ମଞ୍ଜୁରୀ ଦେବାରେ ଫ୍ରାନ୍ସ ହେଲା ପ୍ରଥମ ଦେଶ

ପ୍ୟାରିସ,୫।୩: ସୋମବାର ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଫ୍ରାନ୍ସର ଆଇନଜୀବୀମାନେ ସମ୍ବିଧାନରେ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ ଅନୁମୋଦନ କରିଛନ୍ତି। ଏହିପରି ଭାବରେ, ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ଗର୍ଭପାତକୁ ସାମ୍ବିଧାନିକ ଅଧିକାର ଅନ୍ତର୍ଭୁକ୍ତ…

ଆଜି ଓଡ଼ିଶା ଆସୁଛନ୍ତି ମୋଦି: ୧୯,୬୦୦ କୋଟି ଦେବେ ଭେଟି

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ…

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପା ସହ ହାତ ମିଶାଇଲେ ବିଧାୟକ ଦଳର ନେତା

ଇଟାନଗର,୫।୩: ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ କଂଗ୍ରେସର ୨ ଜଣ ବିଧାୟକ ଏବଂ ଏନସିପିର ୨…

ଭାରତୀୟ ଆଣବିକ କାର୍ଯ୍ୟକ୍ରମରେ ବଡ଼ ସଫଳତା

ଚେନ୍ନାଇ,୫।୩: ତାମିଲନାଡୁର କଳ୍ପକମ୍‌ଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରୋଟୋଟାଇପ୍‌ ଫାଷ୍ଟ ବ୍ରିଡିଂ ରିଆକ୍ଟର (ପିଏଫ୍‌ବିଆର୍‌) ସୋମବାର ବଡ଼ ସଫଳତା ହାସଲ କରିଛି। ବିଦ୍ୟୁତ୍‌ ଉତ୍ପାଦନ ଲାଗି ଏକ ପ୍ରମୁଖ ପ୍ରକ୍ରିୟା ସ୍ବରୂପ ପିଏଫ୍‌ବିଆର୍‌ରେ ‘କୋର୍‌ ଲୋଡ଼ିଂ’ ଆରମ୍ଭ ହୋଇଛି, ଯାହା ଏକ ଐତିହାସିକ…

ମାଳଦ୍ୱୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୫।୩: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ ନିକଟବର୍ତ୍ତୀ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ନୂତନ ନୌସେନା ଘାଟି ନିର୍ମାଣ କରିବାକୁ…

ରାଜ୍ୟରେ ନିୟୋଜିତ ହେବେ ୧୦ ହଜାର ନୂତନ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର, ୪।୩: ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ୧୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ୍‌) ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହି ନିୟୋଜନ…

ରାଜ୍ୟ ସଭାରୁ ଇସ୍ତଫା ଦେଲେ ଭାଜପା ସଭାପତି ଜେପି ନଡ୍ଡା, ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ,୪ା୩: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୪ ମାର୍ଚ୍ଚରେ ରାଜ୍ୟ ସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହେଉଛି ଯେ, ଲୋକସଭା ନିର୍ବାଚନ…

ଅଭୟାରଣ୍ୟକୁ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ୱର,୪ା୩: ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ଉପରେ ରୋକୋ ଲଗାଇଛନ୍ତି ସରକାର। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ସୋମବାର ଏହି କଟକଣା ଜାରି ହୋଇଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା…

ଏଏପିକୁ ଝଟ୍‌କା, ୧୫ ଜୁନ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୩: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି(ଏଏପି)କୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୧୫ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ବିରୋଧରେ ଏକ ଅଭିଯୋଗ କରାଯାଇଥିଲା ଯେ ରାଉଜ ଆଭେନ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri