ପ୍ରବାସୀ ଭାରତୀୟ ଦିବସ: ବିଶ୍ୱର ୧୧୦ ଦେଶରେ ପ୍ରବାସୀ ଭାରତୀୟ
ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସରେ ଥିବା ସମୟରେ ପ୍ରଥମ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅହିଂସା ଆନ୍ଦୋଳନ ସତ୍ୟାଗ୍ରହ ମାଧ୍ୟମରେ ଭାରତରେ ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶେଷରେ ଇଂରେଜମାନେ ଭାରତ ଛାଡ଼ିବାକୁ ବାଧ୍ୟ…
୫୨ ବର୍ଷ ପରେ ଇତିହାସ ରଚିଲା ଆମେରିକା,ଚନ୍ଦ୍ରକୁ ପଠାଇଲା ମାନବ ଅସ୍ଥି, ମିଶନର ଲିଡ କରୁଛନ୍ତି ଭାରତୀୟ
ଓ୍ବାଶିଂଟନ,୯।୧: ଆମେରିକା ଚନ୍ଦ୍ରକୁ ଯିବାର ୫୨ ବର୍ଷର ସ୍ବପ୍ନକୁ ପୂରଣ କରିଛି। ବିଶ୍ୱର ପ୍ରଥମ ପ୍ରାଇଭେଟ ମୁନ ମିଶନ ଅଧୀନରେ ପେରେଗ୍ରିନ ଲ୍ୟାଣ୍ଡର ଓ୍ବାନର ସଫଳତା ପୂର୍ବକ ପ୍ରକ୍ଷେପଣ କରିଥିବା ଦେଶ ହୋଇଛି ଆମେରିକା।ଆଷ୍ଟ୍ରୋବୋଟିକ ନାମକ ଏକ କମ୍ପାନୀ ଏହି ମିଶନକୁ…
ମୋଦିଙ୍କ ୩ କିଲୋମିଟର ରୋଡ ଶୋ’ରେ ଯୋଗ ଦେବେ ୟୁଏଇ ରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୧: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଭାଜପା ରାଜ୍ୟ ସଭାପତି ସିଆର ପାଟିଲ ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ଦିନିଆ…
ଭୂକମ୍ପର ଝଟ୍କାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୬.୭
ଜାକର୍ତ୍ତା,୯।୧: ମଙ୍ଗଳବାର ଅର୍ଥାତ୍ ଜାନୁଆରୀ ୯ରେ ଇଣ୍ଡୋନେସିଆର ତାଲାଉଡ ଦ୍ୱୀପପୁଞ୍ଜରେ ୬.୭ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୮୦କିଲୋମିଟର ଗଭୀରରେ ଥିଲା। ଭାରତୀୟ ସମୟ ଅନୁଯାୟୀ,…
୫୦୦ ଛାତ୍ରୀଙ୍କୁ ଯୌନ ନିର୍ଯାତନା
ସିର୍ସା,୯।୧: ହରିୟାଣାର ସିର୍ସା ଜିଲା ଅନ୍ତର୍ଗତ ଏକ କଲେଜର ୫୦୦ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାରଙ୍କୁ ପତ୍ର ଲେଖି ଗୁହାରି କରିଛନ୍ତି। ସେମାନେ ଚୌଧୁରୀ…
‘ମୋ ପାଇଁ ଆଜି ନୂଆବର୍ଷ’, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାବୁକ ହେଲେ ବିଲ୍କିସ୍
ନୂଆଦିଲ୍ଲୀ,୮।୧: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ୧୧ ଅପରାଧୀଙ୍କୁ ଜେଲ୍କୁ ଫେରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ତାଙ୍କ ରାୟରେ କହିଛନ୍ତି। ଜେଲରେ ଉତ୍ତମ ଆଚରଣ…
ଚମକିଲା ମହମ୍ମଦ ରିଜଓ୍ବାନଙ୍କ ଭାଗ୍ୟ, ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୮।୧: ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଟି -୨୦ ଫର୍ମାଟରେ ପାକିସ୍ତାନର ଉପ-ଅଧିନାୟକ ହେବେ। ଏଥିସହିତ ଏହି ଦଳର କମାଣ୍ଡ ଦ୍ରୁତ ବୋଲର ଶାହିନ ଆଫ୍ରିଦିଙ୍କ ହାତରେ ରହିବ। ବାସ୍ତବରେ, ନିକଟରେ ବାବର ଆଜମ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ,…
ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ମହୁଆଙ୍କୁ କାରଣ ଦର୍ଶାଅ ନୋଟିସ
ନୂଆଦିଲ୍ଲୀ,୮।୧: ତୃଳମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ଏମ୍ପି ମହୁଆ ମୋଇତ୍ରାଙ୍କୁ ସରକାରୀ ବଙ୍ଗଳା ଖାଲି ନ କରିବା ଉପରେ ସୋମବାର ଇଷ୍ଟେଟ ନିର୍ଦ୍ଦେଶାଳୟ (ଡିଓଇ) କାରଣ ଦର୍ଶାଅ ନୋଟିସ ଜାରି କରିଛି। ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକ ସଭାରୁ…
ମର୍ମନ୍ତୁଦ ଦୁର୍ଘଟଣା: ୩ ମହିଳାଙ୍କ ସମେତ ୬ ମୃତ
ଚଣ୍ଡିଗଡ,୮।୧: ସୋମବାର ହରିୟାଣାର ସିରସା ଶେରଗଡ ଗ୍ରାମ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡିଜାୟର…
ଆତ୍ମରକ୍ଷା ପାଇଁ ଗୁଳି କରିବା ଅପରାଧ ନୁହେଁ, ଏହା ଦ୍ୱାରା ଲାଇସେନ୍ସ ସର୍ତ୍ତର ହେବନି ଉଲ୍ଲଂଘନ: ହାଇକୋର୍ଟ…
ପ୍ରୟାଗରାଜ,୮।୧ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଆତ୍ମରକ୍ଷା ପାଇଁ ପିସ୍ତଲରୁ ଗୁଳି କରିବା ଲାଇସେନ୍ସ ସର୍ତ୍ତର ଉଲ୍ଲଂଘନ ନୁହେଁ। ଏହା ସହିତ କୋର୍ଟ ଆବେଦନକାରୀଙ୍କ ସପକ୍ଷରେ ପାଖରେ ପିସ୍ତଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)…
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ
ଭୁବନେଶ୍ୱର, ୮ା୧: ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ଦଳରେ ଅବହେଳା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେ ତାଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ୫-ଟି…
ଓଓ୍ବାସିଙ୍କ ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ଘୋଷଣା କଲା ହିନ୍ଦୁ ସେନା…
ପ୍ରୟାଗରାଜ,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ରାମ ମନ୍ଦିର ସମ୍ବନ୍ଧରେ…
Archives


