Home Middle

ଗାଜାରେ ନରସଂହାରକୁ ସହ୍ୟ କରାଯାଇ ପାରିବ ନାହିଁ: ଜାତିସଂଘରେ କହିଲା ଭାରତ…

ଜେନେଭା,୧୦।୧ : ଗତ ବର୍ଷ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନେଇ ବିଶ୍ୱର ବିଭିନ୍ନ ଦେଶ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସମୟରେ, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଢ଼…

କୋଚିଂ ସେଣ୍ଟର ଦେଇପାରିବେନି ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି, କେନ୍ଦ୍ର ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୦।୧: ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ପିଲା ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ଦେଶରେ ଏହି ବ୍ୟବସାୟରେ ସଂସ୍ଥାଗୁଡିକ କୋଟି କୋଟି ଟଙ୍କା ଆୟ କେରିଥାନ୍ତି। କିନ୍ତୁ ପିଲାମାନଙ୍କ ଉଜ୍ଜ୍ୱଳ…

ପାକିସ୍ତାନରେ ୭୮ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି ହାଫିଜ ସଇଦ: ଜାତିସଂଘ ଦେଲା ସୂଚନା…

ଜେନେଭା/ଇସଲାମାବାଦ,୧୦।୧ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅପରାଧୀ ହାଫିଜ ସଇଦଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ମିଳିତ ଜାତିସଂଘର ସର୍ବଶେଷ ଅପଡେଟ ଅନୁଯାୟୀ ଆତଙ୍କବାଦୀ ହାଫିଜ ସଇଦ ପାକିସ୍ତାନ ସରକାରଙ୍କ ଅଧୀନରେ ଅଛନ୍ତି ଏବଂ ତାଙ୍କୁ ୭୮ ବର୍ଷ…

ଚାଲିଗଲେ ପୂର୍ବତନ ବ୍ରିଗେଡିୟର ଅମରଜିତ୍‌ ସିଂ, ଚାଇନା ଓ ପାକ୍‌ ବିପକ୍ଷ ଯୁଦ୍ଧରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୧୦।୧: ୧୯୬୨ରେ ଭାରତ-ଚାଇନା ଯୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ରିଗେଡିୟର(ଅବସରପ୍ରାପ୍ତ) AJS ବହଲଙ୍କର ୮୨ବର୍ଷରେ ଦେହାନ୍ତ ହୋଇଛି। ଜାନୁଆରୀ ୮ ଅର୍ଥାତ୍‌ ସୋମବାର ହରିୟାଣାର କମାଣ୍ଡ ହସ୍ପିଟାଲରେ ସେ ମୃତ୍ୟୁ ବରଣ କରିଛନ୍ତି। ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇ ମୃତ୍ୟୁ…

ପ୍ଲିଜ ଗୁଳି କର ନାହିଁ : ଲାଇଭ ପ୍ରସାରଣ ସମୟରେ ଟିଭି ଷ୍ଟୁଡିଓରେ ପ୍ରବେଶ କଲେ ସଶସ୍ତ୍ର ଲୋକେ, ପରେ ଏପରି ଘଟିଲା…

କ୍ୱେଟା,୧୦।୧ : ଇକ୍ୟୁଏଡରରେ ଅବସ୍ଥା ବିଗିଡି ଯାଇଛି। ସେଠାରେ ମୁଖାପିନ୍ଧିଥିବା ସଶସ୍ତ୍ର ଲୋକେ ଏକ ଟେଲିଭିଜନ ଚ୍ୟାନେଲର ସେଟରେ ପ୍ରବେଶ କଲେ। ଲାଇଭ ପ୍ରସାରଣ ସମୟରେ ବନ୍ଧୁକ ଏବଂ ବିସ୍ଫୋରକ ପ୍ରଦର୍ଶନ କରି ସେମାନେ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।…

ଭାରତ ପାଇଁ ଖୁସି ଖବର: ଆୟୁର୍ବେଦ, ସିଦ୍ଧ-ୟୁନାନିର ୫୨୯ ରୋଗକୁ ତାଲିକାଭୁକ୍ତ କରିବ ଡବ୍ଲୁଏଚଓ…

ଜେନେଭା,୯।୧ : ଭାରତର ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ବିଶ୍ୱସ୍ତରରେ ମାନ୍ୟତା ପାଇବାକୁ ଯାଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ବର୍ତ୍ତମାନ ଏହାର ପପୁଲାର ସିରିଜ ଅନ୍ତର୍ଜାତୀୟ ବର୍ଗୀକରଣ ରୋଗରେ ଭାରତର ପାରମ୍ପାରିକ ଔଷଧ ଅଧୀନରେ ଥିବା ରୋଗ…

ମାଳଦ୍ୱୀପକୁ ବଡ଼ ଝଟକା: ୧୦,୫୦୦ ହୋଟେଲ ବୁକିଂ-୫,୫୨୦ ଫ୍ଲାଇଟ ଟିକେଟ ବାତିଲ କଲେ ଭାରତୀୟ…

ନୂଆଦିଲ୍ଲୀ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋ ପରେ ମାଳଦ୍ୱୀପ ଉପରେ ଦେଇଥିବା ବିବୃତ୍ତିରୁ ଆରମ୍ଭ ହୋଇଥିବା ବିବାଦ ସମାପ୍ତ ହେବାର ନା ଧରୁନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମାଳଦ୍ୱୀପର ଅନେକ…

ଚାଇନା ଆଗରେ ହାତ ପାତିଲା ମାଳଦ୍ୱୀପ: କହିଲା ଆମର ପର୍ଯ୍ୟଟକ ଦରକାର…

ବେଜିଂ,୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ଯ୍ୟଟକ ପଠାଇବାକୁ…

Ayodhya Ram Mandir Inauguration: ବନ୍ଦ ରହିବ ସବୁ୍‌ ସ୍କୁଲ କଲେଜ…

ଲକ୍ଷ୍ନୌ,୯।୧ : ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି। ଏହି ବିଶେଷ ଉତ୍ସବରେ ଅଯୋଧ୍ୟାରେ ଏକ ବିଶାଳ ସମାରୋହ ଆୟୋଜନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ…

ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର

ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ ଏକ୍ୱୁଆଇ…

ପିଉଛନ୍ତି କି ବୋତଲ ପାଣି, ହୋଇ ଯାଆନ୍ତୁ ସାବଧାନ ! ବ୍ରେନ-ହାର୍ଟରେ ପହଞ୍ଚିବ ଏସବୁ…

ନୂଆଦିଲ୍ଲୀ,୯।୧ : ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ଏକ ଗବେଷଣା ଅନୁଯାୟୀ, ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ…

ଆତଙ୍କବାଦୀ ହବିବୁଲ୍ଲାଙ୍କ ବିରୋଧରେ ଏନଆଇଏର କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୯।୧ : ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କଡା ଆଭିମୁଖ୍ୟ ଗ୍ରହଣ କରିଛି। ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଷଡଯନ୍ତ୍ର କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri