ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…
ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର ନୂଆ ରେସ୍କ୍ୟୁ ଭେଇକଲ (ଡିଏସଆରଭି) ପିଏନଏସ ଗାଜିର ଧ୍ୱଂସାବଶେଷ ଖୋଜିଛି। ଏହା ୧୯୭୧ ଡିସେମ୍ବର…
ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ନିଜର କହି ପାରିବେନି ସ୍ତ୍ରୀ, କୋର୍ଟଙ୍କ ବଡ଼ ରାୟ
ଲକ୍ଷ୍ନୌ,୨୩।୨: ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ଏନେଇ ବଡ ରାୟ ଦେଇଛନ୍ତି କୋର୍ଟ। ସାଧାରଣତଃ ପୁରୁଷମାନେ କୌଣସି ଜମି କିମ୍ବା ଘରବାଡି ସମ୍ପତ୍ତି କିଣି କିମ୍ବା ସେଗୁଡିକୁ ନିଜ ପାଖରେ ଥିବା ସମ୍ପତ୍ତିକୁ ସ୍ତ୍ରୀଙ୍କ ନାଁରେ କରିଥା’ନ୍ତି। କିନ୍ତୁ ସମ୍ପତ୍ତି…
Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି। କାରଣ ଏପରି କଲେ…
ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ
ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍ ସ୍ପେସ୍ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍ଷ୍ଟ୍ୟୁଟିଭ୍ ମେଶିନର ରୋବୋଟିକ ସ୍ପେସ୍କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ…
ରାଏବରେଲୀ, ଆମେଠିରୁ ଗାନ୍ଧୀ ପରିବାର ନିର୍ବାଚନ ନ ଲଢିଲେ କାହାକୁ ଟିକେଟ ଦେବ କଂଗ୍ରେସ, ହେଲା ବଡ଼ ଖୁଲାସା
ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶର ଭିଭିଆଇପି ଲୋକ ସଭା ଆସନ ରାଏବରେଲୀ ଏବଂ ଆମେଠିରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସନ୍ଦେହ ରହିଛି। ତେବେ ରାହୁଲ ଗାନ୍ଧୀ ଆମେଠିରୁ ପ୍ରାର୍ଥୀ ହେବେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀଙ୍କରୁ ପ୍ରାର୍ଥୀ ହେବେ ବୋଲି…
ନିର୍ବାଚନ ଆୟୋଗଙ୍କ ବଡ଼ ସୂଚନା, ଏହି ଦିନ ହେବ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ,୨୩।୨: ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପରେ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ…
ଗ୍ରାମ ପଞ୍ଚାୟତରେ କାମ କରୁଥିବା କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର, ମିଳିବ ୬୫୦୦ ଟଙ୍କା
ଭୁବନେଶ୍ୱର,୨୩।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ…
ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର,୨୩ା୨(ଅସମାପିକା ସାହୁ): ଶୁକ୍ରବାର ସକାଳେ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରର ପୁରୁଣା ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ପରିଚାଳନାକୁ ଉତ୍ସାହିତ…
ରାହୁଲଙ୍କୁ ଝଟ୍କା, ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କଲେ ଆବେଦନ
ରାଞ୍ଚି,୨୩॥୨: କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ୨୦୧୮ ରେ, ତତ୍କାଳୀନ ଭାରତୀୟ ଜନତା ପାର୍ଟି ସଭାପତି ଅମିତ ଶାହାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ…
ହରିୟାଣା ବଜେଟ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ ଲକ୍ଷରୁ ଅଧିକ କୃଷକଙ୍କ ଋଣ ଉପରେ ସୁଧ ଛାଡ
ଚଣ୍ଡିଗଡ଼,୨୩।୨: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଶୁକ୍ରବାର ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦ ଏବଂ ବିଧାୟକଙ୍କଠାରୁ ମଧ୍ୟ ପରାମର୍ଶ ଲୋଡିଥିଲେ। ଏହା ଏକ ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟରେ ଅନେକ ଜନପ୍ରିୟ…
ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ ଭାଜପା
ନୂଆଦିଲ୍ଲୀ,୨୩ା୨: ଲୋକ ସଭା ନିର୍ବାଚନ-୨୦୨୪କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମାର୍ଚ୍ଚ ପ୍ରଥମ ସପ୍ତାହରେ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ। ୧୦୦ ପ୍ରାର୍ଥୀଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଥମ ତାଲିକାରେ ମୁଖ୍ୟତଃ…
ଏହି ୪ ଷ୍ଟେଶନରେ ଫୁଡ୍ ଡେଲିଭରୀ କରିବ ସ୍ବିଗି, IRCTC ସହିତ ହେଲା ଚୁକ୍ତି
ନୂଆଦିଲ୍ଲୀ,୨୩।୨: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି ଚୁକ୍ତି ରେଲଓ୍ବେ ଫୁଡ୍ ଡେଲିଭରୀକୁ ନେଇ କରାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ…
Archives


