‘୩ ଦିନ ଭିତରେ କ୍ଷମା ମାଗ’, ଖାର୍ଗେ, ଜୟରାମ ରମେଶଙ୍କୁ ନୋଟିସ ପଠାଇଲେ ଗଡକରୀ, ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ,୨।୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମହାସଚିବ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହି ନୋଟିସ ପଠାଇବା ଉପରେ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ତାଙ୍କ ବିଷୟରେ ଆପତ୍ତିଜନକ ବିଷୟବସ୍ତୁ…
ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛନ୍ତି ରାଜସ୍ଥାନ ସରକାର, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ: ଗେହଲଟ୍
ଜୟପୁର,୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନଲାଲ ସରକାରଙ୍କୁ ରିମୋର୍ଟ କଣ୍ଟ୍ରୋଲ ସରକାର ବୋଲି କହିଛନ୍ତି। ଗେହଲଟ୍ କହିଛନ୍ତି, ଭାଜପାର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପମୁଖ୍ୟମନ୍ତ୍ରୀ ଅଧିକ ଶକ୍ତିଶାଳୀ…
ଆଜି ଆସିବ ଭାଜପାର ୧୦୦ଜଣିଆ ପ୍ରାର୍ଥୀ ତାଲିକା, ଚର୍ଚ୍ଚାରେ ଓଡିଶାର ଏହି ୩ ନେତା
ନୂଆଦିଲ୍ଲୀ,୨।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪ । ଏନେଇ ଅଣ୍ଟା କସିଲେଣି ଜାତୀୟ ଦଳ କଂଗ୍ରେସ ଓ ଭାଜପା। ଏହାରି ଭିତରେ ଆଜି ଅର୍ଥାତ୍ ଶନିବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ । କାହା ନାଁରେ…
ନିର୍ବାଚନ ଲଢିବେ ନାହିଁ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୨।୩: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ ବହୁ ଆଲୋଚନା ଚାଲିଥିବା ବେଳେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। କ୍ରିକେଟରରୁ ନେତା ହୋଇଥିବା ଗୌତମ ଗମ୍ଭୀର ନିର୍ବାଚନ ଲଢିବେ ନାହିଁ ବୋଲି ଜଣାପଡିଛି। ସେ ନିଜେ ସୋସିଆଲ ମିଡିଆ…
ରାଜୀବ ଗାନ୍ଧୀଙ୍କ ଭଳି ରାହୁଲଙ୍କୁ ବୋମାରେ ଉଡାଇଦେବାକୁ ମିଳିଲା ସୂଚନା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଲା ବଢାଯାଉ ସୁରକ୍ଷା
ନୂଆଦିଲ୍ଲୀ,୨।୩: ମହାରାଷ୍ଟ୍ରର ନାଶିକ ପୋଲିସ ଇନପୁଟ ଗ୍ରହଣ କରିଛି ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପରି ବୋମା ବିସ୍ଫୋରଣ କରାଯିବ ବା ବୋମାରେ ଉଡାଇ ଦିଆଯିବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ତାଙ୍କ ଭାରତ…
ରାଓ୍ବା ଇଡଲି ଅର୍ଡର କରି କାଫେରେ ଛାଡି ଦେଇଗଲେ ଆଇଇଡି ଭର୍ତ୍ତି ବ୍ୟାଗ, ଚିହ୍ନଟ ହେଲେ ବେଙ୍ଗାଲୁରୁ କାଫେ ବ୍ଲାଷ୍ଟର ଅଭିଯୁକ୍ତ
ବେଙ୍ଗାଲୁରୁ,୨।୩: ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁର ରମେଶ୍ୱରମ କାଫେରେ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ସିସିଟିଭି ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କ ବୟସ ୨୮ ରୁ ୩୦ବର୍ଷ ମଧ୍ୟରେ। ସେ…
ଆମେ କ’ଣ ସବୁ ଏମ୍ପିଙ୍କ ଦେହରେ ଚିପ୍ ଲଗାଇବୁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨ା୩: ଦେଶର ସମସ୍ତ ଏମ୍ପି ଏବଂ ବିଧାୟକମାନଙ୍କ ଉପରେ ଡିଜିଟାଲି ନଜର ରଖିବା ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାକୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରତିନିଧିମାନେ ନିର୍ବାଚିତ ହେବା ପରେ ଲୋକଙ୍କ ସେବକ ଭାବେ…
ପ୍ରାର୍ଥୀ ସଂଖ୍ୟା ୪ ଗୁଣ ବଢ଼ିଛି
ନୂୂଆଦିଲ୍ଲୀ,୨।୩(ପି.ଟି.): ଭାରତରେ ୧୯୫୨ରେ ଲଢ଼ାଯାଇଥିବା ପ୍ରଥମ ଲୋକ ସଭା ନିର୍ବାଚନରୁ ୨୦୧୯ ନିର୍ବାଚନ ମଧ୍ୟରେ ପ୍ରାର୍ଥୀ ସଂଖ୍ୟା ୪ ଗୁଣରୁ ଅଧିକ ବଢ଼ିଛି। ସରକାରୀ ତଥ୍ୟ ଅନୁଯାୟୀ ୧୯୫୨ରେ ୧,୮୭୪ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ୨୦୧୯ରେ ପ୍ରତିଯୋଗୀଙ୍କ ସଂଖ୍ୟା ୮,୦୩୯ ରହିଥିଲା। ଏହି…
ଅସହ୍ୟ ହେବ ତାତି
ନୂଆଦିଲ୍ଲୀ / ଭୁବନେଶ୍ୱର,୨।୩(ଅନିଲ ଦାସ): ଚଳିତ ବର୍ଷ ତାତି କଲବଲ କରିବ। ପାରଦ ଉପରମୁହଁା ହେବ। ଗ୍ରୀଷ୍ମଲହର (ହିଟ୍ଓ୍ବେଭ) ଅଧିକାଂଶ ସମୟରେ ଜାରି ରହିବ। ଉପାନ୍ତରୁ ଉପକୂଳ ସବୁଠି ତାତି ଆଚ୍ଛନ୍ନକରି ରଖିବ। ଫେବୃୟାରୀ ଶେଷ ସପ୍ତାହରୁ ଏହା ଜଳ ଜଳ…
ଓଡ଼ିଶାରେ ହେବନାହିଁ ମେଣ୍ଟ: ମନମୋହନ ସାମଲ
ଭୁବନେଶ୍ୱର,୧ା୩: ଶୁକ୍ରବାର ରାତି କିମ୍ବା ଶନିବାର ସୁଦ୍ଧା ଭାଜପାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଆସିବ। ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଏହା ସହିତ ଗତ କିଛି ଦିନ…
Photo: ଉଦଘାଟନ ହେଲା ନବନିର୍ମିତ ଭୀମ୍ରାଓ ଆମ୍ବେଡକର ବସ୍ ଟର୍ମିନାଲ, ଦେଖନ୍ତୁ କ’ଣ ରହିଛି ନୂଆ ସୁବିଧା ସୁଯୋଗ
ଭୁବନେଶ୍ୱର,୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ବରମୁଣ୍ଡାଠାରେ ନବନିର୍ମିତ ବାବା ସାହେବ ଭୀମ୍ରାଓ ଆମ୍ବେଡକର ବସ୍ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି। ବରମୁଣ୍ଡା ବସ୍ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ…
ଜାତି-ଧର୍ମକୁ ନେଇ ମାଗନ୍ତୁ ନାହିଁ ଭୋଟ୍: ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ଇସି କହିଛନ୍ତି, ପ୍ରଚାର ସମୟରେ ଜାତି, ଧର୍ମ ଏବଂ ଭାଷା ଆଧାରରେ ଭୋଟ ମାଗନ୍ତୁ ନାହିଁ କିମ୍ବା…
Archives


